Monthly Archives

June 2022

ଜମୁନା ନଳକୂପ ଖନନ କରୁଥିବା ସମୟରେ ଶ୍ରମିକଙ୍କ ଶୋଚନୀୟ ମୃତ୍ୟୁ

ତୁରେକେଲା, (କୈଳାଶ ସଗ୍ରିଆ) : ଜମୁନା ନଳକୂପ ଖନନ କରୁଥିବା ସମୟରେ ଶ୍ରମିକଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ଗତକାଲି ଜମୁନା ନଳକୂପ ଖନନ କରୁଥିବା ସମୟରେ ଗୌତମ କୁମାର(୩୨)ଙ୍କ ଅଚାନକ ମୃତ୍ୟୁ ହୋଇଯାଇଛି । ତେବେ ମୃତ୍ୟୃର କାରଣ ଅସ୍ପଷ୍ଟ ଥିବା ବେଳେ ତାଙ୍କ
Read More...

କବି ସୁଶାନ୍ତ କୁମାର ନାୟକଙ୍କ ‘ଭିନ୍ନ ଏକ ପୃଥିବୀ’ ପୁସ୍ତକ ଲୋକାର୍ପିତ

ରାଉରକେଲା, (ସସ୍ମିତା ପ୍ରଧାନ) କବି ସୁଶାନ୍ତ କୁମାର ନାୟକଙ୍କ ଦ୍ୱିତୀୟ କବିତା ସଂକଳନ ପୁସ୍ତକ 'ଭିନ୍ନ ଏକ ପୃଥିବୀ' ଗତକାଲି ଧାମରା ସଂଘ ଠାରେ ଲୋକାର୍ପିତ ହୋଇଯାଇଛି । କବି ଶ୍ରୀ ନାୟକଙ୍କ ଆବାହକତ୍ୱ ଓ ଅଙ୍ଗୁରବାଳା ପରିଡାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଭାମୁଖ୍ୟ ଭାବେ
Read More...

ବିଜେପି ପକ୍ଷରୁ ହିତାଧିକାରୀ କୃଷକ ସମାବେଶ ଆୟୋଜିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଜଗଦଲପୁର ମଣ୍ଡଳ ଦେଏତି ଗ୍ରାମର ଆମ୍ବ ତୋଟାରେ ଭାରତୀୟ ଜନତା ପାର୍ଟି ପଦ୍ମପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ ହିତାଧିକାରୀ କୃଷକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଜଗଦଲପୁର ମଣ୍ଡଳ ସଭାପତି ହରେକୃଷ୍ଣ ପଟେଲଙ୍କ
Read More...

ବୈଶାଖୀ କବିତା ଆସର ଓ ଉନ୍ମୋଚନ ପର୍ବ ଅ’ପତ୍ରିକା ଓ ପେଞ୍ଜୋରାଣୀର ଉନ୍ମୋଚନ

ମ.ରାମପୁର, (ହେମନ୍ତ ସାହୁ) : ପ୍ରାକୃତିକ ପରିବେଶ ଭରା ଶାନ୍ତିବନରେ ଅ'ପତ୍ରିକା ଦ୍ୱାରା ବୈଶାଖୀ କବିତା ଆସର ଓ ପତ୍ରିକା ଉନ୍ମୋଚିତ ପର୍ବ ଯୁଗ୍ମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଶିଷ୍ଟ ସାହିତ୍ୟିକ ତଥା ସାମ୍ବାଦିକ ହେମନ୍ତ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗାଦେଇ ଅନ୍‌ଲାଇନ ପତ୍ରିକାର
Read More...

ପିପି ଏକାଡେମୀ ପ୍ରେକ୍ଷାଳୟରେ ବିଶ୍ୱ ପରିବେଶ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପିପି ଏକାଡେମୀ ପ୍ରେକ୍ଷାଳୟରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଏକମାତ୍ର ପୃଥିବୀ ପ୍ରସଙ୍ଗକୁ ନେଇ ପରିବେଶ ଦିବସ କରାଯାଉଥିବାରୁ ଆଗାମୀ ପୀଢି ବଂଶଧରମାନଙ୍କ ପାଇଁ ମାଟି, ପାଣି ଓ ପବନକୁ ପ୍ରଦୂଷଣ ମୁକ୍ତ ରଖିବା ସମସ୍ତଙ୍କ କର୍ତ୍ତବ୍ୟ
Read More...

ସତ୍ୟସାଇ ସେବା ସଂଗଠନ ତରଫରୁ ଅମୃତ ବିନ୍ଦୁ କାର୍ଯ୍ୟକ୍ରମ

ମ.ରାମପୁର, (ହେମନ୍ତ ସାହୁ) : ସତ୍ୟସାଇ ସେବା ସଂଗଠନ ତରଫରୁ ଆଜି ମ.ରାମପୁର ସତ୍ୟସାଇ ସେବା ସମିତିଠାରେ ଅମୃତ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସତ୍ୟସାଇ ସେବା ସଂଗଠର କଳାହାଣ୍ଡି ଜିଲ୍ଲା ସଭାପତି ବେଣୁଧର କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ରକ୍ତ ଦାନ
Read More...

ମୋହନଗିରୀ ଧବଳେଶ୍ଵର ପୀଠରେ ଶିବ ବିବାହ ଉତ୍ସବ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବ ପୀଠ ମୋହନଗିରି ଧବଳେଶ୍ୱର ପୀଠଠାରେ ଶିବ ବିବାହ ଉତ୍ସବ ତିନି ଦିନ ଧରି ମହାସମାରୋହରେ ପାଳିତ ହୋଇଯାଇଛି । ବର ପିତା ଭାବରେ ସୁରେଶ ମିଶ୍ର ସପତ୍ନୀକ ଏଵଂ କନ୍ୟା ପିତା ଭାବରେ ବିଷ୍ଣୁ ପ୍ରସାଦ ମହାପାତ୍ର ସପତ୍ନୀକ
Read More...

ମୀନାବଜାର ନିକଟରୁ ୨ ଘଣ୍ଟା ଭିତରେ ୫୫ଟି ମୋବାଇଲ ଚୋରି ହୋଇଥିବା ନେଇ ଟାଉନ ଥାନାରେ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ କୋଶଳ କଳା ମଣ୍ଡପ ଠାରେ ଚାଲୁଛି ମିନା ବଜାର । ମୀନାବଜାରର ମଜା ନେବା ପାଇଁ ହଜାର ହଜାର ଲୋକଙ୍କ ଭିଡ ଜମିଥିବା ବେଳେ ଏହି ଭିଡର ସୁଯୋଗ ନେଇ ମାତିଛନ୍ତି ମୋବାଇଲ ଚୋର ବୋଲି ବିଳମ୍ବିତ ରାତ୍ରୀରେ ବଲାଙ୍ଗିର ଟାଉନ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ
Read More...

କୋଶଳ କଳାମଣ୍ଡଳ ପଡିଆଠାରେ ପଲ୍ଲିଶ୍ରୀ ମେଳା ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓରମାସ, ମିଶନ ଶକ୍ତି, ଓଡିଶା ଜୀବୀକା ମିଶନ, ଡିଆରଡିଏ ଓ ଭଲାଙ୍ଗିର ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ଆଜି ରାଜ୍ୟ ସ୍ତରୀୟ ପଲ୍ଲିଶ୍ରୀ ମେଳା ଉଦ୍‌ଘାଟିତ ହୋଇଯାଇଛି । ସନ୍ଧ୍ୟାରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା, ଆରକ୍ଷୀ ଅଧିକାରୀ ନୀତିନ କୁଶଲକର,
Read More...

ଓଡିଶା ଡ୍ରାଇଭର ସଂଘ ଧଣ୍ଡାମୁଣ୍ଡା ଶାଖାର ସାଧାରଣ ବୈଠକ ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକର ଧଣ୍ଡାମୁଣ୍ଡା ପଞ୍ଚାୟତ ଓଡିଶା ଡ୍ରାଇଭର ମହାସଂଘର ଏକ ବୈଠକ ବେନକେରା ସ୍କୁଲ ନିକଟରେ ମହାସଂଘର ଧଣ୍ଡାମୁଣ୍ଡା ଶାଖା ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଡ୍ରାଇଭର ମାନଙ୍କର ଜୀବନ ବୀମା ଓ ବିଭିନ୍ନ ସମସ୍ୟା
Read More...