Monthly Archives

April 2022

ଚତୁର୍ଥ ପର୍ୟ୍ୟାୟ ବାଣିଜ୍ୟିକ ନିଲାମୀ ଅଧୀନରେ ଓଡ଼ିଶାର ଦୁଇଟି କୋଇଲା ଖଣି ନିଲାମ ହେଲା

• ଚାରି ରାଜ୍ୟର ମୋଟ୍ ୫ଟି କୋଇଲା ଖଣି ନିଲାମ ପ୍ରକ୍ରିୟା ସମ୍ପନ୍ନ• ଏବେସୁଦ୍ଧା କୋଇଲା ମନ୍ତ୍ରଣାଳୟ ଦ୍ଵାରା ୪୭ଟି ଖଣିର ସଫଳ ନିଲାମୀ ଶେଷ (କୋଇଲା ଖଣି (ସ୍ୱତନ୍ତ୍ର ବ୍ୟବସ୍ଥା) ଆଇନ, ୨୦୧୫ ଅଧୀନରେ ନିଲାମୀର ୧୪ତମ ପର୍ୟ୍ୟାୟ)(ଖଣି ଏବଂ ଖଣିଜ (ବିକାଶ ଏବଂ ନିୟନ୍ତ୍ରଣ) ଆଇନ, ୧୯୫୭
Read More...

ମାନବ ଚାଲାଣ- ବିରୋଧୀ ସେଲ୍‌ର ଶୁଭାରମ୍ଭ କଲା ଏନ୍‌ସିଡବ୍ଲ୍ୟୁ

ମାନବ ଚାଲାଣ ମାମଲାର ମୁକାବିଲା ନିମନ୍ତେ ଦକ୍ଷତା ବୃଦ୍ଧି ଏବଂ ମାନବ ଚାଲାଣ- ବିରୋଧୀ ୟୁନିଟ୍ ଗୁଡିକରେ ପ୍ରଶିକ୍ଷଣ ପାଇଁ ସେଲ୍ ଆରମ୍ଭଚାଲାଣରୁ ବର୍ତି ଯାଇଥିବା ପୀଡିତା ମାନଙ୍କର ଜୀବନ ପୁନର୍ଗଠନ ଏବଂ ସଚେତନତା ସୃଷ୍ଟି କରିବାରେ ସହାୟକ ହେବ ନୂଆଦିଲ୍ଲୀ, (ପିଆଇବି) : ଜାତୀୟ ମହିଳା
Read More...

ପ୍ରକାଶ ପାଇଲା ଆଦର୍ଶ ବିଦ୍ୟାଳୟ ଷଷ୍ଠ ଶ୍ରେଣୀ ପ୍ରବେଶିକା ପରୀକ୍ଷା ଫଳ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟର ବିଭିନ୍ନ ଆଦର୍ଶ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ନାମଲେଖା ଲାଗି ପ୍ରବେଶିକା ପରୀକ୍ଷାଫଳ ଗତକାଲି ସନ୍ଧ୍ୟାରେ ପ୍ରକାଶ ପାଇଛି । ଛାତ୍ରଛାତ୍ରୀ ଗତ ମାର୍ଚ୍ଚ ୫ରେ ପ୍ରବେଶିକା ପରୀକ୍ଷା ଦେଇଥିଲେ । ଛାତ୍ରଛାତ୍ରୀ ସେମାନଙ୍କ ରେଜଲ୍ଟ ସହ ନାମଲେଖା
Read More...

ଛତ୍ରପୁର ବ୍ଲକ୍ ଅଧ୍ୟକ୍ଷା ନିର୍ବାଚନ ପାଇଁ ପ୍ରଶାସନର ହାଇ-ପ୍ରୋଫାଇଲ ଡ୍ରାମା ସମାପ୍ତ : ରାଜ୍ୟରେ ଚାଞ୍ଚଲ୍ୟ

• ପ୍ରଶାସନ ଓ ପୋଲିସର ଘୃଣ୍ୟ ଷଡଯନ୍ତ୍ରକୁ ଲୋକନିନ୍ଦା• ବିଜେଡି ଦଳୀୟ ପ୍ରଥା ଉପରେ ଦଳୀୟ କର୍ମୀ ଓ ଗଞ୍ଜାମବାସୀଙ୍କ ଆସ୍ଥା ଭାଜନ ତୁଟିଲା ଏଭଳି କାଣ୍ଡକୁ ନେଇ ଜିଲ୍ଲାର ବିଜେଡି ଦୁର୍ଗ ଉପରେ ହୋଇଛି ଶକ୍ତ ଧକ୍କା ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ୍ ଅଧ୍ୟକ୍ଷା
Read More...

କଣ୍ଟାବାଞ୍ଜି ଆଶ୍ରମପଡା ଜଗନ୍ନାଥ ମନ୍ଦିର ସାମ୍‌ନା ରାସ୍ତାର ଅବସ୍ଥା ଶୋଚନୀୟ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜି ଆଶ୍ରମପଡା ଜଗନ୍ନାଥ ମନ୍ଦିର ସାମ୍‌ନା ରାସ୍ତା ଉପରେ ପିଏଚ୍‌ଡି ପାଣି ପାଇପ୍ ଲିକେଜ୍ ହେତୁ ରାସ୍ତାରେ ପାଣି ଜମି ଖାଲୁଆ ହୋଇ ରାସ୍ତା ଅବସ୍ଥା ଅତି ଶୋଚନୀୟ ହୋଇପଡିଛି । ଏହିପରି ରାସ୍ତାରେ ଏକ୍ସିଡେଣ୍ଟ ହେବାର ସମ୍ଭାବନା ରହିଛି ବୋଲି
Read More...

ଶ୍ରୀ ମନ୍ଦିର ରୋଷେଇ ଘରେ ପଶି ୭ଟି କୋଠଭୋଗ ଚୁଲି ସମେତ ୧୦୦ ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଶ୍ରୀ ମନ୍ଦିର ରୋଷେଇ ଘରେ ପଶି ୧୦୦ ରୁ ଅଧିକ ଚୁଲି ଦୁର୍ବୃତ୍ତମାନେ ଭାଙ୍ଗିଦେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଆଜି ଭୋରରୁ ଏହି ଚୂଲି ଗୁଡିକୁ ଭାଙ୍ଗି ଦିଆଯାଇଛି । ମହାପ୍ରସାଦ ରନ୍ଧନ ପାଇଁ ବ୍ୟବହାର ହେଉଥିବା ଏହି ଚୁଲିଗୁଡିକୁ କେହି
Read More...

ସିଭିଲ କୋର୍ଟରେ ଭର୍ଚୁଏଲ୍‌ କୋର୍ଟରୁମ୍‌ର ଉଦ୍‌ଘାଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସିଭିଲ କୋର୍ଟ ପରିସରରେ ଭର୍ଚୁଏଲ କୋର୍ଟ ରୁମ୍‌ ଉଦ୍‌ଘାଟିତ ହୋଇଛି । ସୁପିମ୍‌କୋର୍ଟ ମୁଖ୍ୟ ବିଚାରପତି ଧନଞ୍ଜୟ ଚନ୍ଦ୍ରଚୂଡ ଓ ହାଇକୋର୍ଟ ମୁଖ୍ୟ ବିଚାରପତି ଡ. ଏସ୍‌. ମୁରଲୀଧର ଏହାକୁ ଭର୍ଚୁଏଲ ମଧ୍ୟମରେ ଉଦ୍‌ଘାଟନ କରିଥିଲେ । ସମାରୋହରେ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୩୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୩୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୩୦ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୧ ଜଣ
Read More...

ଦାନା ଯୋଗାଉଛି ମହୁଲ ଫୁଲ

ନୂଆପଡା, (ନିରାକାର ମେହେର) : କିଏ ମହୁଲ ଗୋଟାଇବାରେ ବ୍ୟସ୍ତ ତ କିଏ ଗାଁ ଦାଣ୍ଡରେ ମହୁଲ ଶୁଖାଉଛି । ଫଗୁଣ ମାସର ଆଗମନରେ ଚଳଚଞ୍ଚଳ ହୋଇଉଠୁଛି ନୂଆପଡା ଜିଲ୍ଲାର ଆଦିବାସୀ ଅଧିଷ୍ଟିତ ଅଞ୍ଚଳ । ଏଇଠି ସକାଳ ହେଲେ ପରିବାରର ପ୍ରତେକ ସଦସ୍ୟ ମହୁଲ ଗୋଟାଇବାକୁ ଜଙ୍ଗଲ ମୁହାଁ ହୋଇଥାନ୍ତି ।
Read More...

ରକ୍ତଦାନ କରି ଜୀବନ ବଞ୍ଚାଇଲେ ଅଂଶୁମାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରକ୍ତଦାନ କରି ଜୀବନ ବଞ୍ଚାଇଲେ ଅଂଶୁମାନ ସାହୁ । ସୂଚନା ଅନୁସାରେ ଜଣେ ମହିଳାଙ୍କ ଏ ବିଜୁକ୍ତ ରକ୍ତ ପାଟଣାଗଡ ଡାକ୍ତରଖାନାରେ ନମିଳିବାରୁ ତାଙ୍କୁ ବଲାଙ୍ଗିର ଜିଲ୍ଲା ଭୀମ ଭୋଇ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା । ଏଠାରେ ମଧ୍ୟ ରକ୍ତ ଭଣ୍ଡାରରେ
Read More...