Monthly Archives

March 2022

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ସଇଁତଲା ବ୍ଲକ ଆମପାଲି ଗ୍ରା.ପ.ରୁ ଜଣେ ଓ ଟିଟିଲାଗଡ ମ୍ୟୁନିସିପାଲିଟି ୱାର୍ଡ ନମ୍ବର ୩ରୁ ଜଣେ ଚିହ୍ନଟ ହୋଇଥିବା ଜଣାପଡିଛି ।
Read More...

ବଲାଙ୍ଗିର ସହରର ସର୍ବାଙ୍ଗୀନ ବିକାଶ ନାରା ନେଇ ବିଜେଡ଼ି ଲଢ଼ିବ ପୌର ପରିଷଦ ନିର୍ବାଚନ : କଳିକେଶ

ଅଧ୍ୟକ୍ଷା ଓ ୨୧ କାଉନ୍‌ସିଲର୍‌ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେଡ଼ି ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ସର୍ବାଙ୍ଗୀନ ବିକାଶ ନାରା ନେଇ ବିଜେଡ଼ି ପୌର ପରିଷଦ ନିର୍ବାଚନ ଲଢ଼ିବ ବୋଲି ପୂର୍ବତନ ସାଂସଦ ତଥା ବିଜେଡ଼ିର ଟାଣୁଆ କଳିକେଶ ନାରାୟଣ ସିଂହଦେଓ ସ୍ଥାନୀୟ ଶୈଳଶ୍ରୀ
Read More...

ବଲାଙ୍ଗିର ପୌର ପରିଷଦ ୬ ନମ୍ବର ୱାର୍ଡର କାଉନ୍‌ସିଲର୍‌ ପଦବୀ ପାଇଁ ବିଜେଡ଼ି ପ୍ରାର୍ଥିନୀ ପିଙ୍କି କବାଟ ନାମାଙ୍କନ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌର ପରିଷଦ ୬ ନମ୍ବର ୱାର୍ଡର କାଉନ୍‌ସିଲର୍‌ ପଦବୀ ପାଇଁ ଆଜି ବିଜେଡ଼ି ପ୍ରାର୍ଥିନୀ ପିଙ୍କି କବାଟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନିଜ ସମର୍ଥକମାନଙ୍କ ସହ ଏକ ବିରାଟ ପଟୁଆର ଆସି ସେ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ସେ ଜିତିଲେ ୬
Read More...

୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ : ୫ ଆହତ

ଭଦ୍ରକ : ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅଧିନସ୍ଥ କାଦବରାଙ୍ଗ ବଜାରରେ ଗୋଷ୍ଠୀ ସଂଘର୍ଷରେ ୫ ଜଣ ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅଧିନସ୍ଥ କାଦବରାଙ୍ଗ ବଜାରରେ ଦୁଇ ରାଜନୈତିକ ଦଳର କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ବେଳେ ଗୋଟିଏ ଦଳର କର୍ମୀଙ୍କ
Read More...

ୟୁକ୍ରେନର ମାନ୍ୟବର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୟୁକ୍ରେନର ମାନ୍ୟବର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ କଥା ହୋଇଥିଲେ । ବିବାଦୀୟ ପରିସ୍ଥିତି ଏବଂ ୟୁକ୍ରେନ ଓ ରୁଷ ମଧ୍ୟରେ ଚାଲିଥିବା ବୁଝାମଣା ସମ୍ପର୍କରେ ରାଷ୍ଟ୍ରପତି ଜେଲେନସ୍କି ପ୍ରଧାନମନ୍ତ୍ରୀଙ୍କୁ ବିସ୍ତୃତ
Read More...

ଜନ ଔଷଧି ଯୋଜନାର ହିତାଧିକାରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

● ଓଡ଼ିଶାର ଦିବ୍ୟାଙ୍ଗ ହିତାଧିକାରୀ ଶ୍ରୀ ସୁରେଶ ଚନ୍ଦ୍ର ବେହେରାଙ୍କ ସହ ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ● ‘‘୮୫୦୦ ଜନ ଔଷଧି କେନ୍ଦ୍ର କେବଳ ସରକାରୀ କେନ୍ଦ୍ର ନୁହେଁ, ବରଂ ଦ୍ରୁତ ଗତିରେ ଜନସାଧାରଣଙ୍କ ସମସ୍ୟା ସମାଧାନ କରିବା ସ୍ଥାନରେ ପରିଣତ ହେଉଛନ୍ତି’’● ‘‘କର୍କଟ,
Read More...

ପାଣି ସମସ୍ୟାର ସମାଧାନ ଦାବୀରେ ରାସ୍ତା ଅବରୋଧ

ସମ୍ବଲପୁର : ପାଣି ସମସ୍ୟା ସମାଧାନ ଦାବୀରେ ସ୍ଥାନୀୟ ବାସିନ୍ଦା ମାନେଶ୍ୱରଠାରେ ଜାତୀୟ ରାଜପଥ ଅବରୋଧ କରିଥିବା ଜଣାପଡିଛି । ସୂଚନା ଅନୁସାରେ ସ୍ଥାନୀୟ ଅଞ୍ଚଳରେ ଦୀର୍ଘଦିନ ହେବ ପାଣି ସମସ୍ୟା ଲାଗି ରହିଛି । ଗ୍ରାମବାସୀ ବହୁ ଥର ଜଣାଇଥିଲେ ମଧ୍ୟ କେହି ଶୁଣି ନ ଥିଲେ । ଶେଷରେ ପାଣି ସମସ୍ୟା
Read More...

ସୁବର୍ଣ୍ଣପୁର ଜିଲ୍ଲାର ୩ଟି ପୌର ପରିଷଦ ପାଇଁ ଅନ୍ତିମ ଦିନରେ ଦଳୀୟ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲାର ସଦର ପୌରାଂଚଳ ସହ ତରଭା ଓ ବିନିକା ବିଜ୍ଞାପିତ ଅଂଚଳ ପରିଷଦ ପାଇଁ ଅନୁଷ୍ଠିତ ପୌର ନିର୍ବାଚନର ଅନ୍ତିମ ଦିନରେ ଆଜି ଦଳୀୟ ପ୍ରାର୍ଥିମାନେ ଚେୟାରମେନ ଓ ୱାର୍ଡ ମେମ୍ବର ପଦବୀ ପାଇଁ ମନୋନୟନ ପତ୍ର ଦାଖଲ କରିଛନ୍ତି । ସୁବର୍ଣ୍ଣପୁର
Read More...

ସ୍ପାନିସ୍‌ ପାରା ବ୍ୟାଡ଼ମିଣ୍ଟନ : ସ୍ୱର୍ଣ୍ଣରେ ଓଡ଼ିଆ ପୁଅ ପ୍ରମୋଦଙ୍କ ହ୍ୟାଟ୍ରିକ୍‌

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସ୍ପେନ୍‌ର ଭିଟୋରିଆଠାରେ ଆୟୋଜିତ ସ୍ପାନିସ୍‌ ପାରା ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାର ପ୍ରମୋଦ ଭଗତ ହ୍ୟାଟ୍ରିକ୍‌ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେ ୩ଟି ବର୍ଗ ସିଙ୍ଗଲ୍ସ, ଡବଲ୍ସ ଏବଂ ମିକ୍ସଡ୍‌ ଡବଲ୍ସରେ ଚାମ୍ପିଅନ୍‌ ହୋଇ ରାଜ୍ୟ ଓ ଦେଶ ପାଇଁ
Read More...

ଓଡ଼ିଆ ଭାଷା ବିକାଶ ମଞ୍ଚର ବସନ୍ତ କବିତା ପାଠୋତ୍ସବ ଓ ସାଂପ୍ରତିକ ଯୁଦ୍ଧ ଆଲୋଚନା

ରାଉରକେଲା, (ସସ୍ମିତା ପ୍ରଦାନ) : ଓଡ଼ିଆ ଭାଷା ବିକାଶ ମଞ୍ଚ ଆନୁକୂଲ୍ୟରେ କଲଚରାଲ ଏକାଡେମୀ ସଭାଗୃହରେ କବି ବଳରାମ ରାଉଳଙ୍କ ସଭାପତିତ୍ୱରେ ବସନ୍ତ କବିତା ପାଠୋତ୍ସବ ଓ ସାଂପ୍ରତିକ ଯୁଦ୍ଧ ସମ୍ପର୍କରେ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ
Read More...