Daily Archives

ପୂର୍ବତନ ଶିକ୍ଷା ମନ୍ତ୍ରୀ ରିପୁନାଥ ସେଠଙ୍କ ପରଲୋକ

ବରଗଡ, (ନିରୋଜ କୁମାର ପାଣୀ) : ଆଉ ନାହାନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଶିକ୍ଷାମନ୍ତ୍ରୀ ରିପୁନାଥ ସେଠଙ୍କ ଆଜି ପରଲୋକ ହୋଇ ଯାଇଛି । ବରଗଡ଼ ଜିଲ୍ଲା ବରପାଲି ସହରର ନୂଆପଡା ଠାରେ ଜନ୍ମ ଗ୍ରହଣ କରିଥିବା କଂଗ୍ରେସ ନେତା ରିପୁନାଥ ସେଠଙ୍କ ବରପାଲିର ଏକ ଘରୋଇ ନର୍ସିଂହୋମରେ…
Read More...

ନାଟ୍ୟଚକ୍ର ପକ୍ଷରୁ ସୁବର୍ଣ୍ଣପୁରଠାରେ ବିଶ୍ୱ ନାଟ୍ୟ ଦିବସ ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁରର ଅଗ୍ରଣୀ ନାଟ୍ୟାନୁଷ୍ଠାନ ନାଟ୍ୟଚକ୍ର ପକ୍ଷରୁ ଆଜି "ବିଶ୍ୱ ନାଟ୍ୟ ଦିବସ" ସହ ନାଟ୍ୟଚକ୍ରର ସ୍ୱନକ୍ଷତ୍ର ଦିବସ ସଂସ୍କୃତି ଭବନ ପ୍ରେକ୍ଷାଳୟରେ ପାଳିତ ହୋଇଯାଇଛି । ନାଟ୍ୟଚକ୍ରର ପ୍ରତିଷ୍ଠାତା ମନୋଜ ବାରିକଙ୍କ ସଂଯୋଜନାରେ ଅନୁଷ୍ଠିତ…
Read More...

‘ଆମର୍ ବଲାଙ୍ଗିର’ ସେଲ୍‌ଫି ଜୋନ୍‌ର ରକ୍ଷଣା ବେକ୍ଷଣ ପ୍ରତି ଧ୍ୟାନ ଦିଆଯାଉ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ପୌରଞ୍ଚଳରେ ଥିବା ପାଟଣାଗଡ ରଡ ସ୍ଥିତ ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲ ରୋଡ ସାମନାରେ ଥିବା 'ଆମର୍ ବଲାଙ୍ଗିର' ସେଲ୍‌ଫି ଜୋନ୍‌ର ରକ୍ଷଣା ବେକ୍ଷଣ ଠିକ୍‌ ଭାବରେ ହେଉନଥିବା ଅଭିଯୋଗ ହେଉଛି । ସେଲ୍‌ଫି ଜୋନ୍‌ରେ ଥିବା ଗଛ ତଥା ଘାସରେ…
Read More...

ଯୋରନ୍ଦା ଫାଣ୍ଡି ଅଧିନସ୍ଥ ମହିମା ଗାଦି ନଡ଼ିଆ ପୋଖରୀରେ ଯୁବକଙ୍କ ମୃତଦେହ ଠାବ

ଢେଙ୍କାନାଳ, (ତାପସ ଦାସ) : ଆଜି ଢେଙ୍କାନାଳ ଜିଲ୍ଲା ଗଂଦିଆ ବ୍ଲକର ଯୋରନ୍ଦା ଫାଣ୍ଡି ଅନ୍ତର୍ଗତ ନଡ଼ିଆ ପୋଖରୀ ଭିତରୁ ଯୋରନ୍ଦା ଫାଣ୍ଡି ଅଧିକାରୀଙ୍କ ନେତୃତ୍ୱରେ ଏକ ମୃତଦେହ ଠାବ କରାଯାଇ ପୋଷ୍ଟମର୍ଟମ କରିବାକୁ ପଠାଯାଇଥିବା ସୂଚନା ମିଳିଛି । ମୃତକ ଜଣକ ଯୋରନ୍ଦା ମାଟିଆ ସାହିର ବ୍ୟକ୍ତି…
Read More...

ଭାରସାମ୍ୟ ହରାଇ ବରଯାତ୍ରୀ ବସ୍ ଦୁର୍ଘଟଣା ଗ୍ରସ୍ତ, ୭ ମୃତ ୪୫ରୁ ଅଧିକ ଆହତ

ଚିତ୍ତୁର : ଆନ୍ଧ୍ରପ୍ରଦେଶର ଚିତ୍ତୁର ଜିଲ୍ଲାରେ ଗତକାଲି ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଏକ ବରଯାତ୍ରୀ ବସ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି । ତେବେ ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ଅନୁମାନ କରାଯାଉଛି । ତିରୁପତି ଏସ୍‌ପିଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ,…
Read More...

ସମ୍‌ରେ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ

ଭୁବନେଶ୍ୱର, (ଶୁଶାନ୍ତ ସାହୁ) : ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ରେ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ ହୋଇଯାଇଛି । କୋଭିଡ୍‌ ସମୟରେ ଦେଶରେ ଯକ୍ଷ୍ମା ରୋଗୀଙ୍କ ସଂଖ୍ୟା ଆକଳନ କରି ତାଲିକାଭୁକ୍ତ କରିବା ସହ ରୋଗର ନିରାକରଣ କରିବା ଏକ ଆହ୍ୱାନ ହୋଇଛି ।…
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା, ୧ ମୃତ

ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଗମ୍ଭାରୀଆ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ମୃତକ ଜଣକ ପାଟଣା ଥାନା ଅନ୍ତର୍ଗତ ସାହାରପଡା ବ୍ଲକ ଅନ୍ତର୍ଗତ ତଣ୍ଡ ଗ୍ରାମର ତ୍ରିଲୋଚନ ମହାନ୍ତଙ୍କ ପୁତ୍ର ଦିଗ୍ ବିଜୟ ମହାନ୍ତ ବୋଲି ଜଣାପଡିଛି ।…
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୪୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୪୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୧୬ ଜଣଙ୍କ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪୧୯ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୯ ଜଣ…
Read More...

ସମାଜସେବୀଙ୍କ ହୃଦଘାତରେ ପରଲୋକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ-କୋଠବାଡ଼ ପଞ୍ଚାୟତ ଅନ୍ତର୍ଗତ ବଡ ଆଙ୍କୁଲା ଗ୍ରାମର ବାସିନ୍ଦା ତଥା ସମାଜସେବୀ ରାମଚନ୍ଦ୍ର ପ୍ରଧାନ(୬୨)ଙ୍କ ଶୁକ୍ରବାର ଅପରାହ୍ନରେ ହୃଦଘାତରେ ମୃତ୍ୟୁ ହୋଇଯାଇଛି । ରାମଚନ୍ଦ୍ର ଅପରାହ୍ନରେ ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ…
Read More...

ଛତ୍ରପୁର ଅଧ୍ୟକ୍ଷା ହେଲେ ବିଜେପି ପ୍ରାର୍ଥିନୀ ଶର୍ମିଷ୍ଠା ପ୍ରଧାନ

ବ୍ରହ୍ମପୁର, (ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରରେ ସହରରେ ଖୁସିର ଲହରୀ ଖେଳିଯାଇଛି । ଭାଜପା ବିଜୟ ବାନା ଉଡ଼ାଇଲା । ଛତ୍ରପୁର ଅଧ୍ୟକ୍ଷା ହେଲେ ବିଜେପି ପ୍ରାର୍ଥିନୀ ଶର୍ମିଷ୍ଠା ପ୍ରଧାନ । ଛତ୍ରପୁର ସହରରେ ସନ୍ଧ୍ୟାରେ ବିଶାଳ ପଟୁଆରରେ ବିଭିନ୍ନ ବାଦ୍ୟଧ୍ୱନି ଓ ରୋଷଣୀରେ ସହର ପରିକ୍ରମା…
Read More...