Monthly Archives

February 2022

ପ୍ରେମ

ବବିତା ମହାପାତ୍ର ଗୁଡ଼ାଏ ଦିନ ପରେ ପୁଅକୁ ଚୁପ ଥିବାର ଦେଖି ମିନର୍ଭା କିଛି ଅନୁମାନ କଲେ । କାରଣ ଜାଣିବାକୁ ଚାହିଁବାରେ ପୁଅର ଭାବି ପତ୍ନୀ ବାହାଘରକୁ ନା' କହିଥିବା ଶୁଣି ଆଶ୍ଚର୍ଯ୍ୟ ହେଲେ । ଦିନ କେଇଟାରେ ତ' ନିର୍ବନ୍ଧ ହେବାର ଥିଲା । କଣ ଏମିତି ହେଲା !! ଅୟସୀ, ପୁଅର
Read More...

ଲୋଇସିଂହା ଡାକ୍ତରଖାନା ପରିଦର୍ଶନ କରି ରୋଗୀଙ୍କ ସହ ଆଲୋଚନା କଲେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଗତକାଲି ଲୋଇସିଂହା ଡାକ୍ତରଖାନା ପରିଦର୍ଶନ କରି ରୋଗୀଙ୍କ ସହ ଆଲୋଚନା କରିଥିବା ସୂଚନା ଦେଇଛନ୍ତି । ଏହି ଅବସରରେ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ରୋଗୀଙ୍କ ସୁବିଧା ଅସୁବିଧା ସମ୍ପର୍କରେ ବୁଝିଥିଲେ ।
Read More...

ବହ୍ମପୁରା ଓ କପସିପାଲି ଗାଁରେ ବଲାଙ୍ଗିର ଓ ପାଟଣାଗଡ ଅବକାରୀ ବିଭାଗର ମିଳିତ ଭାବରେ ଚଢାଉ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ବହ୍ମପୁରା ଓ କପସୀପାଲି ଗାଁରେ ବଲାଙ୍ଗିର ଓ ପାଟଣାଗଡ ଅବକାରୀ ବିଭାଗ ମିଳିତ ଭାବରେ ଚଢାଉ କରିଥିବା ଜଣାପଡିଛି । ଚଢାଉ ସମୟରେ ବଲାଙ୍ଗିର ଓ ପାଟଣାଗଡ ଅବକାରୀ ବିଭାଗ ବିପୁଳ ପରିମାଣରେ ବିଦେଶୀ ମଦ ଜବତ କରିଥିବା ଜଣାପଡିଛି
Read More...

କୁଇବାହାଲ ଗସ୍ତ କରି ରାସ୍ତା ସମସ୍ୟାର ସମାଧାନ ନେଇ ପ୍ରତିଶୃତି ଦେଲେ ଉପଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଓଗାଁ ବ୍ଲକ ଅନ୍ତର୍ଗତ କୁହିବାହାଲ ଗାଁ ଗସ୍ତ କରି ରାସ୍ତା ସମସ୍ୟାର ସମାଧାନ ନେଇ ବଲାଙ୍ଗିର ଉପଜିଲ୍ଲାପାଳ ପ୍ରତିଶୃତି ଦେଇଥିବା ଜଣାପଡିଛି । ସୂଚନା ଅନୁସାରେ କୁହିବାହାଲ ଗାଁକୁ ଏଯାଏଁ ରାସ୍ତା ନିର୍ମାଣ ହୋଇପାରି ନାହିଁ ଫଳରେ ଚଳିତ ତ୍ରିସ୍ତରୀୟ
Read More...

ମନ୍ଦିରରୁ ଫେରୁଥିବା ବେଳେ ମହିଳାଙ୍କୁ ମାଡ ମାରି ଲୁଟ

ଭୁବନେଶ୍ୱର : ମନ୍ଦିରରୁ ଫେରୁଥିବା ବେଳେ ମହିଳାଙ୍କୁ ମାଡ ମାରି ଲୁଟ ହୋଇଥିବା ନେଇ ଅଭିଯୋଗ । ଅଭିଯୋଗ ଅନୁସାରେ ଆଜି ସକାଳ ସାଢେ ୬ଟା ସମୟରେ ମନ୍ଦିରରୁ ଘରକୁ ଫେରୁଥିବା ବେଳେ ଗୋଟିଏ ବାଇକରେ ଦୁଇଜଣ ଯୁବକ ଆସି ଳୁଟ କରିଥିବା ଜଣାପଡିଛି । ଏନେଇ ସହିଦନଗର ଥାନାରେ ମହିଳା ଜଣକ ଅଭିଯୋଗ
Read More...

ଜମ୍ମୁକାଶ୍ମୀରରେ ଭୂମିକମ୍ପ ଅନୁଭୂତ

ଜମ୍ମୁକାଶ୍ମୀର : ଜମ୍ମୁକାଶ୍ମୀରର କଟରାରେ ଭୂମିକମ୍ପ ଅନୁଭୂତ ହୋଇଥିବା ଖବର ମିଳିଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୩.୫ ରହିଥିବା ଜଣାପଡ଼ିଛି । ତେବେ ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି । ସୂଚନା ଅନୁସାରେ, ଆଜି ସକାଳ ୩ଟା ୨ ମିନିଟରେ କଟରାର ପୂର୍ବରେ
Read More...

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଡାକ୍ତର ସୁକାନ୍ତ ଜେନା

ଭୁବନେଶ୍ୱର, (ଶୁଶାନ୍ତ ସାହୁ) : ପୁରୀ ଚାରି ଛକ ସ୍ଥିତ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର ସୁକାନ୍ତ ଜେନା ରୋଗୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିବା ଜଣାପଡିଛି । ଏହା ପରେ ଭିଜିଲାନ୍ସ ଟିମ୍‌ ଭୁବନେଶ୍ୱର ପଟିଆରେ ଥିବା ତାଙ୍କ ବାସଭବନରେ ଚଢାଉ କରିଛି । ସେଠାରୁ
Read More...

ଖୁରିପାଣିରେ ଭୋଟ ବର୍ଜନ କଲେ ୭୩ଟି ପରିବାର

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଳକ ଲରମ୍ଭା ପଞ୍ଚାୟତ ଖୁରିପାଣି ଗାଁରେ ପାନୀୟ ଜଳ ସମସ୍ୟା ନେଇ ଗାଁର ୭୩ଟି ପରିବାର ଭୋଟ ବର୍ଜନ କରିଥିବା ଜଣାପଡ଼ିଛି । ଅଭିଯୋଗ ଅନୁଯାୟୀ ଫ୍ଲୋରାଇଡ ମିଶ୍ରିତ ପାନୀୟ ଜଳ ପିଇ ଗାଁର ଅନେକ ଲୋକେ କିଡନୀ ରୋଗରେ ପ୍ରାଣ
Read More...

ଦନ୍ତା ହାତୀର ଆକ୍ରମଣ

ଜଳେଶ୍ୱର : ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ଥାନା ବିରିଶପୁର ଓ ଗୋପ ଗ୍ରାମରେ ଆଜି ସକାଳ ସମୟରେ ଏକ ଗୋଠଛଡା ଦନ୍ତା ଜଙ୍ଗଲ ମଧ୍ୟରୁ ଚାଲି ଆସି ବିରିଶ ପୁର ଏବଂ ଗୋପ ଗାଁ ମଧ୍ୟରେ ପଶି ଉପଦ୍ରବ ଘଟାଇଥିବା ଜଣାପଡ଼ିଛି । ଭୟରେ ଗ୍ରାମବାସୀ ଘରୁ ବାହାରୁ ନଥିବା ଜଣାପଡ଼ିଛି । ଫଳରେ ଗ୍ରାମବାସୀ ଏନେଇ
Read More...

ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୬ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୬ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୯୬୧କୁ ବୃଦ୍ଧି ପାଇଛି । ଖୋର୍ଦ୍ଧାରୁ ୭ ଜଣ, ଭଦ୍ରକ, କଟକ, ଢ଼େଙ୍କାନାଳ ଓ କେନ୍ଦୁଝର ଜିଲ୍ଲାରୁ ୨ ଜଣ ଲେଖାଁଏ, ବଲାଙ୍ଗିରରୁ ଜଣେ
Read More...