ଦେଶରେ କ୍ଷୀପ୍ର ବେଗରେ କରୋନା ସଂକ୍ରମଣ : ଗତ ୨୪ ଘଂଟାରେ ୯୦,୯୨୮ ନୂଆ ମାମଲା, ୩୨୫ ଲୋକଙ୍କ ପ୍ରାଣ ନେଲା
ନୂଆଦିଲ୍ଲୀ : ଦେଶରେ କ୍ଷୀପ୍ର ବେଗରେ କରୋନା ସଂକ୍ରମଣ । ଗତ ୨୪ ଘଂଟା ମଧ୍ୟରେ ଭାରତ ୯୦,୯୨୮ ନୂତନ କରୋନା ମାମଲା ରିପୋର୍ଟ ହୋଇଛି । ଗତ ୨୪ ଘଂଟା । ମଧ୍ୟରେ ୧୯,୨୦୬ ଜଣ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି । ୩୨୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସକ୍ରିୟ ମାମଲା ସଂଖ୍ୟା ୨,୮୫,୪୦୧!-->…
Read More...
Read More...