Yearly Archives

2021

ନୃସିଂହନାଥ ରେଂଜରେ ହାତୀ ଉପଦ୍ରବ : ବ୍ୟାପକ ଫସଲ ନଷ୍ଟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଜିଲ୍ଲା ଉପଖଣ୍ଡ ପଦ୍ମପୁର ନୃସିଂହନାଥ ରେଂଜରେ ହାତୀ ଉପଦ୍ରବରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବା ବେଳେ ଅଂଚଳବାସୀ ମାନେ ମଧ୍ୟ ଆତଙ୍କିତ ହୋଇପଡିଥିବା ଜଣାପଡିଛି । ବିଗତ ତିନିଦିନ ଧରି ସ୍ଥାନୀୟ ଅଂଚଳରେ ଦୁଇଦୁଇଟି ହାତୀ ଆତଙ୍କ ଖେଳାଇଥିବା
Read More...

ପର୍ଲିମାଲ ଠାରେ ସର୍ବଭାରତୀୟ ବିଞ୍ଝାଲ ସମାଜ ପକ୍ଷରୁ ନୂଆଁଖାଇ ଭେଟଘାଟ : ନାରୀ ସମାଜ ପ୍ରତି ହେଉଥିବା ବାହ୍ୟ…

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ସର୍ବ ଭାରତୀୟ ବିଞ୍ଝାଲ ସମାଜ ପକ୍ଷରୁ ନୂଆଁଖାଇ ଭେଟଘାଟ ପର୍ଲିମାଲ ଗ୍ରାମର ହାଇସ୍କୁଲ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ବେଲପଡା ବ୍ଳକ ସଭାପତି
Read More...

ସ୍ୱେଚ୍ଛାସେବୀ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଏଲ୍‌ଏଣ୍ଡଏସ୍‌ କ୍ଲବ ପରିସରରେ ବାଧିତ ଜନବନ୍ଧୁ ପ୍ରଭାକର ରଥ ଜନ୍ମଶତ ବାର୍ଷିକୀ ସ୍ମୃତି ସମିତି ତରଫରୁ ଏକ ସ୍ୱେଚ୍ଛାସେବୀ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ସମିତିର ସଭାପତି ଜୟରାମ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି
Read More...

ଯୁବକଙ୍କ ଆତ୍ମହତ୍ୟା

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଖଲନା ଗ୍ରାମରେ ଜଣେ ଯୁବକ ପଙ୍ଖାରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ସୂଚନାକ୍ରମେ ଯୁବକ ଜଣକ ମୁରସିଦାବାଦ୍ ଜିଲ୍ଲା ସୁଟି ଥାନା ଅନ୍ତର୍ଗତ ଛାପଘାଟି ପଞ୍ଚାୟତ ମୁନସିପଡା ଗ୍ରାମ । ଆଜିକୁ ୮ରୁ୯ ମାସ
Read More...

ବଜ୍ରାଘାତରେ ନିରୀହ ବିଧବା ନୃପତି ମାଝିଙ୍କ ମୃତ୍ୟୁ

ତୁରେକେଲା, (କୈଳାଶ ସଗ୍ରିଆ) : ବଡବାଙ୍କି ଗ୍ରା.ପ. ଅନ୍ତର୍ଗତ ଜାମକି ଗାଆଁରେ ଆଜି ମଧ୍ୟାହ୍ନରେ ଘଡଘଡି ସହିତ ଜୋର ବର୍ଷା ହେଉଥିବା ସମୟରେ ଜଣେ ବିଧବା ମହିଳା ନୃପତି ମାଝି(୪୫) ନିଜ କ୍ଷେତରୁ ଆସୁଥିବା ବେଳେ ଗାଁରୁ ଦୁଇଶହ ମିଟର ଦୂର ପୋଲ ପାଖରେ ବଜ୍ରାଘାତରେ ମୃତ୍ୟୁ ହୋଇଥିବା ସୂଚନା
Read More...

ଯୁଗଯାତ୍ରୀ ସାହିତ୍ୟ ସଂସଦର ନୂଆଁଖାଇ ଭେଟ

ମ.ରାମପୁର, (ହେମନ୍ତ ସାହୁ) : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅନନ୍ୟ । ସାରା ଭାରତବର୍ଷରେ ବିଭିନ୍ନ ସମୟରେ ନୂଆଁଖାଇ ପାଳନ କରାଯାଉଥିଲେ ହେଁ ପଶ୍ଚିମ ଓଡ଼ିଶାରେ ହେଉଥିବା ନୂଆଁଖାଇ ରୀତିନୀତିରେ ସ୍ୱାତନ୍ତ୍ରତା ରହିଛି ଯାହାପାଇଁ ସେ ଆଜି ବି ଭାଇଚାରା ସୃଷ୍ଟି କରିପାରିଛି । ଏହି ପବିତ୍ର
Read More...

ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ସିନାପାଲି, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ଥାନା ଘୁଚାଗୁଡା ଗ୍ରାମର ଜଣେ ଯୁବକଙ୍କୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କାରି ଛୁରାମାଡ ମାରିଥିବା ସିନାପାଲି ଥାନାରେ ଅଭିଯୋଗ ହୋଇଛି । ଯୁବକ ଜଣକ ହେଲେ ଘୁଚାଗୁଡା ଗ୍ରାମର ଜୁଲେଶ୍ୱର ପ୍ରଧାନ (୨୨) ବୋଲି ଜଣାପଡିଛି । ଅଭିଯୋଗ
Read More...

ଓଲଟିଲା ଡଙ୍ଗା : ୨ ନିଖୋଜ

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ଡଙ୍ଗା ଓଲଟି ପଡ଼ିବାରୁ ୨ ଜଣ ନିଖୋଜ ହୋଇଥିବା ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ଷଣ୍ଢକୁଦ ଅଂଚଳର ପ୍ରାୟ ୭ ଜଣ ମତ୍ସ୍ୟଜୀବୀମାନେ ମାଛଧରା ବୋଟ ନେଇ ମହାନଦୀ ମୁହାଣକୁ ଯାଇଥିବା ବେଳେ ନେହରୁ ବଙ୍ଗଳା ପାଖ ମହାନଦୀ ମୁହାଣରେ ଉଚ୍ଚ ଜୁଆର ଯୋଗୁଁ
Read More...

ହୀରାକୁଦର ଆଉ ୪ଟି ଗେଟ୍ ବନ୍ଦ ହେଲା

ସମ୍ୱଲପୁର : ବନ୍ଦ ହେଉଛି ହୀରାକୁଦରୁ ଗୋଟିଏ ପରେ ଗୋଟିଏ ଗେଟ୍ । ଜଳଭଣ୍ଡାରକୁ ଜଳ ପ୍ରବେଶ କମୁଛି । ତେବେ ଆଜି ଆଉ ୪ଟି ଗେଟ୍ ବନ୍ଦ ହୋଇଛି । ଏବେ ହୀରାକୁଦରୁ ୮ଟି ସ୍ଲୁଇସ୍ ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ପାଣି । ବର୍ତ୍ତମାନ ଜଳଭଣ୍ଡାରରେ ଜଳସ୍ତର ରହିଛି ୬୨୮.୩୩ ଫୁଟ୍ । ଡ୍ୟାମ
Read More...

ଲାଦେରପାଲିରେ ରାଜ୍ ମିଡ଼ିଆ ପକ୍ଷରୁ ନୂଆଁଖାଇ ଭେଟଘାଟ ଉତ୍ସବ ପାଳିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଲାଦେର ପାଲି ରଣେଶ୍ୱର ରାମଚଣ୍ଡୀ କଲ୍ୟାଣ ମଣ୍ଡପଠାରେ ରାଜ୍ ମିଡ଼ିଆ, ଲକ୍ଷ୍ମୀ ଟେଲିଭିଜନ ନେଟୱାର୍କ ପକ୍ଷରୁ ନୂଆଁଖାଇ ଭେଟଘାଟ ଉତ୍ସବ ପଶ୍ଚିମ ଓଡିଶା ବ୍ୟୁରୋ ଚିଫ୍‌ ନବୀନ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।
Read More...