Yearly Archives

2021

ମିଶନ ଇଣ୍ଡିଆ ତରଫରୁ ଗରିବ ଅସହାୟମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ କରୋନା ଭୁତାଣୁର ଦ୍ୱିତୀୟ ଲହର ଯୋଗୁଁ ଅନେକ ଗରିବ ଅସହାୟ ଲୋକଙ୍କ ରୋଜଗାର ଠପ ହୋଇପଡିଛି ।ଏନେଇ ଆଜି ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ଚାରପାଲି ଗ୍ରାମରେ ମିଶନ ଇଣ୍ଡିଆ ମୁଖ୍ୟ ପୃଥ୍ୱୀରାଜ ସୁନାଙ୍କ ନେତୃତ୍ୱରେ ୬ଟି ଗ୍ରାମର ୪୦ ଜଣ ଗରିବ
Read More...

ଦୁର୍ଗାପାଲିରେ କାର୍ଯ୍ୟରତ ଶିକ୍ଷୟତ୍ରୀଙ୍କୁ ତଣ୍ଟି କାଟି ହତ୍ୟା ଉଦ୍ୟମ

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ପୁଇଁନ୍ତଲା ଥାନା ଅନ୍ତର୍ଗତ ଦୁର୍ଗାପାଲି ଗାଁରେ ଜଣେ କାର୍ଯ୍ୟରତ ଶିକ୍ଷୟତ୍ରୀଙ୍କୁ ସ୍କୁଲ ଭିତରେ ତଣ୍ଟି କାଟି ହତ୍ୟା ଉଦ୍ୟମ କରାଯାଇଥିବା ନେଇ ପୁଇଁନ୍ତଲା ଥାନାରେ ଅଭିଯୋଗ ହୋଇଛି । ଶିକ୍ଷୟତ୍ରୀ ଜଣକ ଦୁର୍ଗାପାଲି ଉଚ୍ଚ ବିଦ୍ୟାଳୟର ସଂସ୍କୃତ
Read More...

ସୁବର୍ଣ୍ଣପୁରରେ ସ୍ୱଳ୍ପ ସଂଚୟ ପ୍ରୋତ୍ସାହନ ଯୋଜନା ‘ଏଏସ’ ସିରିଜର ରିଫ୍ରେସର ଏବଂ ଟେଷ୍ଟ ରନ…

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ରାଜ୍ୟ ସରକାରଙ୍କ ଅଧିନସ୍ଥ ଅର୍ଥ ବିଭାଗରେ ଥିବା ସ୍ୱଳ୍ପ ସଂଚୟ ବିଭାଗ ତରଫରୁ ନୂତନ ପ୍ରୋତ୍ସାହନ ଯୋଜନା 'ଏଏସ' ସିରିଜର ଏକ ରିଫ୍ରେସର ଓ ଟେଷ୍ଟ ରନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଏନ ଆଇ ସି
Read More...

ଆଞ୍ଚଳିକ ବାରିକ ସମାଜର ଶାଖା ସଂଗଠନ ଗଠନ ବୈଠକ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଗୁତିପାଲି କଲ୍ୟାଣ ମଣ୍ଡପଠାରେ ଆଞ୍ଚଳିକ ବାରିକ ସମାଜ ସଂଘ ତରଫରୁ ସଭାପତି ହାରାଧନ ବାରିକଙ୍କ ସଭାପତିତ୍ୱରେ ବାରିକ ସମାଜ ଶାଖା ସଂଗଠନ ଗଠିତ ହୋଇଯାଇଛି । ଉକ୍ତ ସଭାରେ ଅତିଥି ମାନଙ୍କର ଗୋଡ଼ ଧୋଇବା ସହ ଚନ୍ଦନ,
Read More...

ବଲାଙ୍ଗିର ଜେଏସ୍‌ଏମ୍‌ କଲେଜର ତିନୋଟି ବିଦ୍ୟାର୍ଥୀ ସି.ଏ ଫାଉଣ୍ଡେସନ୍‌ ପରୀକ୍ଷାରେ ପାସ୍

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜେଏସ୍‌ଏମ୍‌ କଲେଜର ତିନୋଟି ଛାତ୍ରଛାତ୍ରୀ ଅଞ୍ଜଲି ୱାଡୱାନି, ଅନିସ୍ ଜୈନ୍ ଓ ଆସ୍ଥା ଅଗ୍ରୱାଲ ଚାଟାର୍ଡ ଆକାଉଣ୍ଟାଣ୍ଟ ଫାଉଣ୍ଡେସନ ପରୀକ୍ଷା- ଜୁଲଇ ୨୦୨୧ରେ ଉତ୍ତୀର୍ଣ୍ଣ ହୋଇ ବଲାଙ୍ଗିର ପାଇଁ ଗୌରବ ଆଣିଦେଇଛନ୍ତି । ଆଗକୁ ସେମାନେ କିପରି ଏକ
Read More...

ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭଜିଲ୍ଲାରେ ସାଢେ ଚାରି ଲକ୍ଷ ପରିବାର ପାଇବେ ହେଲ୍‌ଥ କାର୍ଡଉତ୍ତମ ଚିକିତ୍ସା ସୁବିଧାରୁ କେହି ବଞ୍ଚିତ ନ ହେଉ, ଏହା ଆମର ଲକ୍ଷ୍ୟ : ମୁଖ୍ୟମନ୍ତ୍ରୀପ୍ରସିଦ୍ଧ ହରିଶଙ୍କର ପୀଠର ବିକାଶ ପାଇଁ ଭିତ୍ତିପ୍ରସ୍ତର
Read More...

ଯୁବକଙ୍କ ଭବିଷ୍ୟତ ସହ ଖେଳ ?

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବରଗଡ଼ ଜିଲ୍ଲାର ୬ଟି ବ୍ଲକ ତଥା ରାଜବୋଡ଼ାସମ୍ବର, ପାଇକମାଲ, ଝରବନ୍ଧ, ଗାଇସିଲେଟ, ସୋହେଲା, ଓ ବିଜେପୁର ବ୍ଲକକୁ ନେଇ ଗଠିତ । ସୂଚନା ଅନୁସାରେ ଉପଖଣ୍ଡସ୍ଥ ସମସ୍ତ କାର୍ଯ୍ୟାଳୟ ପ୍ରାୟ ପଦ୍ମପୁର ସହରରେ ଥିବା ବେଳେ ପ୍ରତିଦିନ ପ୍ରାୟ
Read More...

ମାଣ୍ଡିଆଢ଼ିପାରେ କୃଷକ ସମାବେଶ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଳକ ପଞ୍ଚାୟତ ସ୍ତରୀୟ କୃଷକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ହାଡୁ ସାହୁଙ୍କ ସଭାପତିତ୍ୱରେ ଏହି କୃଷକ ସମାବେଶ ଅନୁଷ୍ଠିତ ହୋଇଥିଲା । ଉକ୍ତ ସମାବେଶକୁ ସମ୍ମାନିତ ଅତିଥି ଭାବେ ଜୟ କିଷାନ ଆନ୍ଦୋଳନର ଆବାହକ ରମେଶ ମହାପାତ୍ର, ରାଜବୋଡାସମ୍ବର
Read More...

ସେଞ୍ଚୁରିଅନରେ ଯୁକ୍ତଦୁଇ କଳା ପାଠ୍ୟକ୍ରମ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ସେଞ୍ଚୁରିଅନ ପବ୍ଲିକ ସ୍କୁଲରେ ପ୍ରଥମ ଥର ପାଇଁ ସି.ବି.ଏସ.ସି ପ୍ରଥମ ବର୍ଷ କଳା ପାଠ୍ୟକ୍ରମ ସେଞ୍ଚୁରିଅନ ପରିସରରେ ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କରୋନା କଟକଣାକୁ ମାନି ପ୍ରଥମ ବର୍ଷର ଛାତ୍ରଛାତ୍ରୀ ଓ ଅବିଭାବକମାନେ ଉପସ୍ଥିତ
Read More...

ପାଟଣାଗଡରେ ବିଭିନ୍ନ ପ୍ରକଳ୍ପର ଡିଜିଟାଲ ଶିଲାନ୍ୟାସ ସହ ସ୍ମାଟ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ପାଟଣାଗଡ, (ଗୋରେଖନାଥ ବରିହା) : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗିର ଜିଲ୍ଳା ଗସ୍ତ କରି ପାଟଣାଗଡରେ ଦିବା ୧୨.୧ ମିନିଟରେ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ସ୍ଥାନୀୟ ରମାଇଁ ହାଇସ୍କୁଲ ପଡିଆ ଠାରେ ଅବତରଣ କରିଥିଲେ । ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ୧୧୫.୬୯ କୋଟି ବିନିମୟରେ ୨୩ ଟି
Read More...