Yearly Archives

2021

ମିଥ୍ୟା ଖବରକୁ ନେଇ ଅଟକିଛି ବିଲ୍ : ତୁରନ୍ତ ବିଲ୍ କରିବା ପାଇଁ ସରପଞ୍ଚଙ୍କ ନିବେଦନ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ମିଥ୍ୟା ଖବରକୁ ନେଇ ଅଟକିଛି ବିଲ୍ । ଶ୍ରମିକ ଓ ଠିକାଦାର ହନ୍ତସନ୍ତ । ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ବାଟାଗୁଡା ପଞ୍ଚାୟତରୁ । ସୂଚନା ପ୍ରକାରେ ବାଟାଗୁଡା ଗ୍ରାମ ପଞ୍ଚାୟତର ଜକିକିଆ ପ୍ରାଥମିକ ବିଦ୍ୟାଳୟର
Read More...

ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭାର ସମ୍ବର୍ଦ୍ଧନା ଓ ବଂଧୁ ମିଳନ ସମାରୋହ

ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭା ଇସ୍ପାତ ନଗର କମିଟି ତରଫରୁ ସେକ୍ଟର ୩ଖଡ୍ଗ ଭବନଠାରେ ସମ୍ବର୍ଦ୍ଧନା ଓ ବଂଧୁ ମିଳନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଯଦୁମଣି ସ୍ବାଇଁଙ୍କ ସଭପତିତ୍ୱ ଓ ସାଧାରଣ ସଂପାଦକ ଶଶଧର
Read More...

ଜିଲ୍ଲାର ବନ୍ଦ ପଡିଥିବା ୨୭୩ଟି ସରକାରୀ ସ୍କୁଲ ଶୀଘ୍ର ନ ଖୋଲିଲେ ପଂଚାୟତ ନିର୍ବାଚନରେ ଏହାର ପ୍ରଭାବ ପଡିବ : ଆମ୍ ଆଦମୀ…

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଜିଲ୍ଲାର ବନ୍ଦ ପଡିଥିବା ୨୭୩ଟି ସରକାରୀ ସ୍କୁଲକୁ ତୁରନ୍ତ ଖୋଲିବାକୁ ଆମ୍ ଆଦମୀ ପାର୍ଟି ଦାବୀ କରିବା ସହ ସରକାର ସ୍କୁଲ ନଖୋଲିଲେ ଆଗାମୀ ପଂଚାୟତ ନିର୍ବାଚନରେ ଏହାର କୁପ୍ରଭାବ ପଡିବ ବୋଲି ଚେତାବନୀ ଦେଇଛି । ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର
Read More...

ମାଣ୍ଡୋସିଲରେ ଚିତ୍ରଗୁପ୍ତ ପୂଜା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଓ ଝାରବନ୍ଧ ଜୋନର କରଣ ସମାଜ ତରଫରୁ ମାଣ୍ଡୋସିଲ ସ୍ଥିତ ଶ୍ରୀ ଗୁଣ୍ଡିଚା ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ମହାରାଜଙ୍କ ପବିତ୍ର ପୂଜା ଅନୁଷ୍ଠିତ ହୋଇଯାଇଛି । ଏହି ପୂଜାରେ ମିହିର ମହାନ୍ତି ଓ ତାଙ୍କ ଧର୍ମପତ୍ନୀ କର୍ତ୍ତା
Read More...

କୃଷିଋଣ ମହା ଜାଲିଆତି ଘଟଣା : ଚାଷୀ ନେତାଙ୍କ ସହ ଅଧିକାରୀଙ୍କ ଆଲେଚନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : କିଛି ଦିନ ତଳେ ଚାଷୀମାନେ କୃଷିଋଣ ଜାଲିଆତି ଅଭିଯୋଗରେ ସଦର ସମବାୟ ଅଫିସ ଘେରିଥିଲେ । ଆଜି ଏହି ଜାଲିଆତି ସମ୍ବନ୍ଧରେ ଅଭିଯୋଗ କରି ଏଆରସିଏସ୍‌ , ଡ଼ିଆରସିଏସ୍‌ ବଲାଙ୍ଗିରଙ୍କ ସହ ଆଲୋଚନା କରିଥିଲେ । ଘଟଣାରେ ଚାଷୀମାନେ ପେକ୍ସ ସଂପାଦକ ଓ ଅସାଧୁ ବେଙ୍କ
Read More...

ବଲାଙ୍ଗିର ସେଂଚୁରିଆନ୍‌ ୟୁନିଭର୍‌ସିଟି ଓ ପାଟଣାଗଡ଼ ଜବାହରଲାଲ କଲେଜ ମଧ୍ୟରେ ଏକାଡେ଼ମିକ୍‌ ଏକ୍ସଚେନ୍ସ ପାଇଁ ଚୁକ୍ତି…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସେଂଚୁରିଆନ୍‌ ୟୁନିଭର୍‌ସିଟି ଓ ପାଟଣାଗଡ଼ ଜବାହରଲାଲ କଲେଜ ମଧ୍ୟରେ ଏକାଡେ଼ମିକ୍‌ ଏକ୍ସଚେନ୍ସ ପାଇଁ ଚୁକ୍ତି ସ୍ୱାକ୍ଷର ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ସେଂଚୁରିଆନ୍‌ ୟୁନିଭର୍‌ସିଟ ପକ୍ଷରୁ ନିର୍ଦ୍ଦେଶକ ପ୍ରଦୀପ ଷଡ଼ଙ୍ଗୀ, ଜୁଲୋଜି
Read More...

ଗୃହମନ୍ତ୍ରୀ ଦିବ୍ୟାଶଙ୍କର ମିଶ୍ରଙ୍କୁ ଗିରଫ ଦାବୀ ନେଇ ଭାଜପା ପକ୍ଷରୁ ବିକ୍ଷୋଭ ଏବଂ ଥାନାରେ ଏତଲା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାଜପା ନଗର କାର୍ଯ୍ୟାଳୟ ଛତ୍ରପୁର ପକ୍ଷରୁ ଶନିବାର ବିଶାଳ ଶୋଭାଯାତ୍ରା ବାହାରିଥିଲା । ରାଜ୍ୟ ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରି ଛତ୍ରପୁର ଥାନା ଆଗରେ ପହଞ୍ଚି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ନେତା ତଥା ଛତ୍ରପୁର ନିର୍ବାଚନ ମଣ୍ଡଳୀର ନେତା
Read More...

ଘଣ୍ଟିଗୁଡା ଗ୍ରାମ୍ୟ ପାର୍କ ନିର୍ମାଣରେ ଅନିୟମିତତା ଓ ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଉଥିବା ନେଇ ଅଭିଯୋଗ

ସିନାପାଲି, (ନିରାକାର ମେହେର) : ସିନାପାଲି ବ୍ଲକ ଅନ୍ତର୍ଗତ ଘଣ୍ଟିଗୁଡା ପଞ୍ଚାୟତ ତରଫରୁ ସ୍ଥାନୀୟ ଚଲନା ଶିବ ମନ୍ଦିର ପ୍ରାଙ୍ଗଣରେ ଏକ ଗ୍ରାମ୍ୟ ପାର୍କ ନିର୍ମାଣ ହେଉଥିବା ବେଳେ ନିର୍ମାଣ କାର୍ଯ୍ୟରେ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି । ଉକ୍ତ କାର୍ଯ୍ୟ ବିନା ସୂଚନା ଫଳକରେ ହେବା ସହ
Read More...

କାୟସ୍ତ କାରଣ ମହାସଭା ତରଫରୁ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ମହାପ୍ରଭୁଙ୍କର ବାର୍ଷିକ ପୂଜା ଉତ୍ସବ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା କାୟସ୍ତ କାରଣ ମହାସଭା ତରଫରୁ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ମହାପ୍ରଭୁଙ୍କର ବାର୍ଷିକ ପୂଜା ଉତ୍ସବ ଅନୁଷ୍ଠିତ ହେବା ସଙ୍ଗେ ସଙ୍ଗେ ଏକ ବୈଠକର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଦିଲୀପ ରାୟ ଯୋଗଦେବା ସଙ୍ଗେ ସଙ୍ଗେ କରଣ ସମାଜ ଓ
Read More...

ଶ୍ରୀ ଶ୍ରୀ ନୃସିଂହନାଥ ସମଲେଶ୍ୱରୀ ମନ୍ଦିରରେ ଗିରିଗୋବର୍ଦ୍ଧନ ପୂଜା ମହୋତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶ୍ରୀ ଶ୍ରୀ ନୃସିଂହନାଥ ସମଲେଶ୍ୱରୀ ମନ୍ଦିରଠାରେ ପାଇକମାଲ ବ୍ଲକ ଯାଦବ ସମାଜ ତରଫରୁ ଗିରିଗୋବର୍ଦ୍ଧନ ପୂଜା ପାଳିତ ହୋଇଯାଇଛି । ତିନିଦିନ ଧରି ଅନୁଷ୍ଠିତ ପୂଜାରେ କଳସ ଯାତ୍ରା, ଗିରିପୂଜନ, ଗୋ ଭୋଜନ, ଗଉଡ ବାଡିଖେଳ, ସଞ୍ଚାର ବାହାକ ସମେତ ସାଂସ୍କୃତିକ
Read More...