Yearly Archives

2021

କନ୍ଦାଜୁରୀ ଗ୍ରାମରେ ଚଂଚକତା କରି ଭୋଟର ତାଲିକାରେ ସାମିଲ ହୋଇଥିବା ଅଭିଯୋଗ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ କନ୍ଦାଜୁରୀ ଗ୍ରାମର ବାସିନ୍ଦା ହୋଇ ନଥିବା ବେଳେ ଚଂଚକତା ପୂର୍ଣ୍ଣ ଭାବେ ସେଠାରେ ଭୋଟର ତାଲିକାରେ ଜନୈକ ବ୍ୟକ୍ତି ତଥା ତାଙ୍କ ପୁଅ ସାମିଲ ହୋଇଥିବା ଘଟଣା ନଜରକୁ ଆସିଛି । ଏ ନେଇ ଲୋଇସିଂହା ବିଡ଼ିଓଙ୍କ ନିକଟରେ
Read More...

ଜିଲ୍ଲାସ୍ତରୀୟ ମୃତ୍ତିକା ଦିବସ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଜିଲ୍ଲା କୃଷି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ବିଶ୍ଵ ମୃତ୍ତିକା ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସନ୍ତୋଷ ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ନୃସିଂହଚରଣ ବାରିକ,
Read More...

ଦିଲ୍ଲୀରେ ଓମିକ୍ରନର ଏଣ୍ଟ୍ରି : ତାଞ୍ଜାନିଆରୁ ଫେରିଥିବା ଜଣେ ବ୍ୟକ୍ତି ନୂତନ କରୋନା ଭାରିଆଣ୍ଟ ସହିତ ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ ସଂକ୍ରମଣର ନୂଆ ଭାରିଆଣ୍ଟ ଓମିକ୍ରୋନ୍ର ଆଶଙ୍କା ବଢ଼ିବାରେ ଲାଗିଛି । ବର୍ତ୍ତମାନ ରାଜଧାନୀ ଦିଲ୍ଲୀରେ ମଧ୍ୟ ଓମିକ୍ରନର ଏକ ମାମଲା ଦେଖିବାକୁ ମିଳିଛି । ଦିଲ୍ଲୀର ଏହା ହେଉଛି ପ୍ରଥମ ଓମିକ୍ରନ୍ ମାମଲା । ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ
Read More...

ତୁଷୁରା ପୋଲିସ ଦ୍ୱାରା ଜଣେ ସାଇକେଲ ଚୋର ଗିରଫ : ୧୩ ଗୋଟି ସାଇକେଲ ଜବତ

ତୁଷୁରା : ତୁଷୁରା ପୋଲିସ ଦ୍ୱାରା ଜଣେ ସାଇକେଲ ଚୋର ଗିରଫ ହୋଇଥିବା ଜଣାପଡିଛି । ସୂଚନା ମତେ ତୁଷୁରା ପୋଲିସ ଗତକାଲି ଏକ ସାଇକଲ ଚୋରକୁ ଗିରଫ କରି ତା' ପାଖରୁ ୧୩ ଗୋଟି ସାଇକେଲ ଜବତ କରିଥିବା ବେଳେ ତା' ପାଖରୁ ୧୩ ଗୋଟି ସାଇକେଲ ମଧ୍ୟ ଜବତ କରାଯାଇଥିବା ନେଇ ତୁଷୁରା ଥାନା ଅଧିକାରୀ ସୁରେଶ
Read More...

ଜୱ।ଦର ପ୍ରଭାବରେ ଝିପି ଝିପି ବର୍ଷା ଓ ମେଘୁଆ ପାଗ ଯୋଗୁଁ ଚାଷୀର ଉଜୁଡିଲା ଚାଷ

ପାଟଣାଗଡ, (ଗୋରେଖନାଥ ବରିହା) : 'ଚାଷ କାମ ଯାହାର କେଡେ ସୁଖ ତାହାର' ଏ ଉକ୍ତି ଟା ପଢ଼ିବା କି କହିବାକୁ ବହୁତ ସୁନ୍ଦର ଓ ସରଳ ଲାଗିଥାଏ । ହେଲେ ଚାଷୀର ଜୀବନ ସର୍ବଦା କଠିନ । କେତେବେଳେ ବର୍ଷାର ଅଭାବ ତ କେତେବେଳେ ଦୈବଦୂର୍ବିପାକ ତ କେତେବେଳେ ଅଦିନିଆ ବର୍ଷା ଦାଉ ସାଜିଥାଏ ଚାଷୀଙ୍କୁ ।
Read More...

ଜାତୀୟ ଡାକ କର୍ମଚାରୀ ସଂଘର ୨୨ତମ ମିଳିତ ଦ୍ୱିବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସାମ୍ବାଦିକ ଭବନରେ ଜାତୀୟ ଡାକ କର୍ମଚାରୀ ସଂଘର ୨୨ତମ ମିଳିତ ଦ୍ୱିବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସାଧାରଣ ସଭାରେ ମୁଖ୍ୟଅତିଥି ଭାବେ ଡାକ ଅଧିକ୍ଷକ ରାଜେନ୍ଦ୍ର କୁମାର ପଟ୍ଟନାୟକ ଯୋଗଦାନ କରିଥିବା ବେଳେ
Read More...

ମହାଯୋଗୀ ଶ୍ରୀ ଅରବିନ୍ଦଙ୍କ ୧୫୦ତମ ଜନ୍ମୋତ୍ସବ ପାଳନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଅତାବିରା ବ୍ଲକ ଅନ୍ତର୍ଗତ କାଠଡେରାଠାରେ ପରମ ପ୍ରଭୁ ମହାଯୋଗୀ ଶ୍ରୀ ଅରବିନ୍ଦଙ୍କ ଜନ୍ମ ବାର୍ଷିକୀ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ପରିସରରେ ପାଳିତ ହୋଇଯାଇଛି । ୧୫ଅଗଷ୍ଟ ୨୦୨୧ରୁ ୧୫ ଅଗଷ୍ଟ ୨୦୨୨ ପର୍ଯ୍ୟନ୍ତ ସର୍ବ ଭାରତୀୟ ସ୍ତରରେ
Read More...

ଯକ୍ଷ୍ମା ରୋଗ ସଂପୂର୍ଣ୍ଣ ନିରାକରଣର ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସଦର ମହକୁମା ସ୍ଥିତ ଜାତୀୟ ସ୍ୱାସ୍ଥ୍ୟ ମିଶନର ସମ୍ମିଳନୀ କକ୍ଷଠାର ଯକ୍ଷ୍ମା ରୋଗ ସଂପୂର୍ଣ୍ଣ ନିରାକରଣ ନିମିତ୍ତ ମେଡିକାଲ ଅଫିସରମାନଙ୍କ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସ୍ୱାସ୍ଥ୍ୟ ସମିତି ବରଗଡ ଆନୁକୂଲ୍ୟରେ
Read More...

ଲୋକାର୍ପିତ ହେଲା ପ୍ରଫେସର ମଧୁସୂଦନ ପତିଙ୍କ ନାଟକ ବହି ‘ସିଦ୍ଧାର୍ଥ’

ବଲାଙ୍ଗିର, (କେପିଏନ୍‌ଏସ୍) : ଆଜି ସ୍ଥାନୀୟ ଆଇନ ମହାବିଦ୍ୟାଳୟ ସଭାକକ୍ଷରେ ଲୋକାର୍ପିତ ହୋଇଯାଇଛି ପ୍ରଫେସର ମଧୁସୂଦନ ପତିଙ୍କ ନାଟକ ବହି 'ସିଦ୍ଧାର୍ଥ' । 'ନାଟ୍ୟଗ୍ରାମ' ପକ୍ଷରୁ ପ୍ରକାଶିତ ଏହି ପୁସ୍ତକର ଲୋକାର୍ପଣ ଉତ୍ସବରେ କବି ରାଜୀବ ଲୋଚନ ଆଚାର୍ଯ୍ୟଙ୍କ ଆହ୍ୱାନ କ୍ରମେ ନାଟ୍ୟକାର
Read More...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ : ଅଳ୍ପକେ ବଂଚିଗଲେ ଡ଼୍ରାଇଭର ଓ ହେଲପର୍‌

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ ସିଂହପୁର ପଂଚାୟତ କୁଟ୍ରୁପଲା ନିକଟରେ ଗତକାଲି ବିଳମ୍ବିତ ରାତ୍ରିରେ ଏକ ଟ୍ରକ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଓଲଟି ପଡ଼ିଥିବା ବେଳେ ନିଶ୍ଚିନ୍ତ ମୃତ୍ୟୁ ମୁଖରୁ ବଂଚିଯାଇଛନ୍ତି ଡ଼୍ରାଇଭର ଏବଂ ହେଲପର୍ । ତେବେ
Read More...