Daily Archives

ପୀଠସ୍ନାନ ପରେ ସମାପନ ହେଲା କଲାସୀ ପର୍ବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମାପନ ହେଲା ଆଶା ଓ ବିଶ୍ୱାସର ପର୍ବ କଲାସୀ । ପୀଠସ୍ନାନ ପରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସ୍ଥାନରେ ହେଉଥିବା କଲାସୀ ପର୍ବ ଆଜି ସମାପନ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାର ଠେଲକୋମୁଣ୍ଡା ଓ ଖଲିଆପାଲିରୁ ଦେଖିବା କଲାସୀ ସମ୍ପର୍କରେ ଆମ ରିପୋର୍ଟ । ପବିତ୍ର
Read More...

ସରସ୍ଵତୀ ବହିଦାରଙ୍କ ଦେହାନ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର କରଣ ସାହିର ସରସ୍ଵତୀ ବହିଦାରଙ୍କ ଗତକାଲି ରାତିରେ ନିଜ ବାସଭବନରେ ୮୬ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । କିଛି ବର୍ଷ ପୂର୍ବରୁ ସେ ତାଙ୍କ ସ୍ୱାମୀଙ୍କୁ ହରାଇଥିଲେ । ସ୍ୱର୍ଗତା ବହିଦାର କିଛି ବର୍ଷ ଧରି ଅସୁସ୍ଥ ଥିବା ବେଳେ ଗତକାଲି ତାଙ୍କର
Read More...

ମା’ଦୁର୍ଗେଇଖୋଲ ଯାତ୍ରାର ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆସନ୍ତା ଡିସେମ୍ବର ୧୯ ତାରିଖ ଓ ୨୦ ତାରିଖ ଦୁଇଦିନ ଧରି ହେବାକୁ ଥିବା ଗନ୍ଧମାର୍ଦ୍ଦନ ପାଦଦେଶରେ ମା' ଦୁର୍ଗେଇ ଦେବୀଙ୍କ ପୂଜନୋତ୍ସବ ଉପଲକ୍ଷେ ପାଇକମାଲ ବ୍ଲକ ମିଠାପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମନଭଙ୍ଗ ଡେମଠାରେ ନବୀନ ମଲ୍ଲିକଙ୍କ ସଭାପତିତ୍ୱରେ ଏକ
Read More...

ବାଇକ ଡିକିରୁ ୭ କେଜି ଗଂଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କଲା ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିନକୁ ଦିନ ଗଞ୍ଜେଇ କାରବାର ବଢିବାରେ ଲାଗିଥିବା ବେଳେ ଆଜି ବଲାଙ୍ଗିର ଜିଲ୍ଲା ତୁଷୁରା ଅଂଚଳରେ ଏକ ପଲସର ବାଇକ ଡିକିରୁ ୭ କେଜି ଗଂଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି ପୋଲିସ ବୋଲି ଖବର ମଳିଛି । ସୂଚନା ଅନୁସାରେ ଆଜି ଏକ ପଲ୍‌ସର୍‌ ବାଇକ ଯୋଗେ
Read More...

ବିଲେଇସର୍ଡା ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ୧୪ ତାରିଖରୁ ୮ଟି ଦଳକୁ ନେଇ ଆରମ୍ଭ ହୋଇଥିବା ୭୭ତମ ଆଞ୍ଚଳିକ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳ ଆର୍‌.କେ. ଷ୍ଟିଲ, ବଲାଙ୍ଗିର ଓ କୁଶଙ୍ଗ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଫାଇନାଲ ଖେଳରେ କୁଶଙ୍ଗ ଦଳ, ଆର.କେ. ଷ୍ଟିଲ ବଲାଙ୍ଗିର ବିପକ୍ଷରେ
Read More...

ନୀଳପୁରାରେ ଅଲେଖ ମହିମା ଆଶ୍ରମ ପ୍ରତିଷ୍ଠା

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଗବଗାଁ ପଞ୍ଚାୟତ ଅନ୍ତର୍ଗତ ନୀଳପୁରା ଗ୍ରାମରେ ସ୍ୱର୍ଗତଃ ଶ୍ରୀଧର ପାଳଙ୍କ ସ୍ମୃତି ଉପଲକ୍ଷେ ଯୋରନ୍ଦା ମହିମା ଆଶ୍ରମର କୌପିନି ଧାରୀ ତଥା ବାଲେଶ୍ୱର ମହିମା ସମାଜର ସଭାପତି କରୁଣାକର ବାବାଙ୍କ ଦ୍ୱାରା ଅଲେଖ ମହିମା ଆଶ୍ରମ ପ୍ରତିଷ୍ଠା
Read More...

ନରସିଂହ ମହାପାତ୍ରଙ୍କ ବିୟୋଗରେ ଶୋକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ପୁରୁଣା ଡେଲାଙ୍ଗ ଗ୍ରାମର ବରିଷ୍ଠ ସମାଜସେବୀ ନରସିଂହ ମହାପାତ୍ର(୯୦)ଙ୍କ ଗତ ଶନିବାର ବିଳମ୍ବିତ ରାତିରେ ପରଲୋକ ଘଟିଥିବା ଜଣାପଡିଛି । ସେ ଦୀର୍ଘ ଦିନ ହେଲା ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । ତାଙ୍କର ବିୟୋଗରେ
Read More...

୫ ଦଫା ଦାବୀରେ ଉତ୍କଳ ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ ସଂଘର ଧାରଣା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ୫ ଦଫା ଦାବୀରେ ଉତ୍କଳ ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ ସଂଘ ସ୍ଥାନୀୟ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛି । ବ୍ୟାଙ୍କ କର୍ମଚାରୀମାନଙ୍କ ଦୀର୍ଘ ଦିନର ଦାବୀକୁ ବାରମ୍ବାର ଉପେକ୍ଷା କରାଯାଉଥିବା ବେଳେ ୫ ଦାଫା ଦାବୀ ନେଇ ବିଗତ ୧୧ ତାରିଖରେ
Read More...

ଭିଜିଲାନ୍ସ ଜାଲରେ ସୁପର ଭାଇଜର ଦିଦି

ନୂଆପଡା, (ନିରାକାର ମେହେର) : ଭିଜିଲାନ୍ସ ଜାଲରେ ସୁପର ଭାଇଜର ଦିଦି । ଅଙ୍ଗନୱାଡ଼ି ଚାକିରୀ କରାଇଦେବା ପାଇଁ ୮୦ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି ସିନାପାଲି ଚଟିଆଗୁଡ଼ା ସେକ୍ଟର ସୁପର ଭାଇଜର ହର୍ଷମଣି ମହାନନ୍ଦ । ସୂଚନା ଅନୁସାରେ ସିନାପାଲି ସାଗୁନଭାଡ଼ି
Read More...

ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ, ପୂର୍ବତନ ମୁଖ୍ୟମନ୍ତ୍ରୀ, ରାଜନୀତି ବିଷାରଦ, ସାମ୍ବାଦିକ ଓ ସାହିତ୍ୟ ତ୍ରିବେଣୀଧାରା ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ୧୨୨ତମ ଜୟନ୍ତୀ ସେକ୍ଟର ୫ ଗୁଣ୍ଡିଚା ମନ୍ଦିରଠାରେ ପାଳିତ ହୋଇଯାଇଛି । ସୁନ୍ଦରଗଡ ସାଂସଦ ତଥା
Read More...
error: Content is protected !!