Monthly Archives

August 2021

ଯଶୋବନ୍ତଙ୍କ ହସ୍ତକ୍ଷେପ ପରେ ଆଶୀର୍ବାଦ ଯୋଜନାରେ ସାମିଲ ହେଲେ ଦୁଇ ଝିଅ

ଗଜପତି, (କେପିଏନ୍‌ଏସ୍‌) : କରୋନା ମହାମାରୀରେ ଅନେକ ପରିବାର ଉଜୁଡି ଯାଇଥିବା ବେଳେ ଅନେକଙ୍କ ସାମାଜିକ ଓ ଆର୍ଥିକ ଅବସ୍ଥା ଦୋହଲି ଯାଇଛି । ଏହିଭଳି ଅବସ୍ଥାରେ ପରିବାରର କିଏ ମୁରବି ହରାଇଛି ତ କିଏ ରୋଜଗାରିଆ ପୁଅକୁ ହରାଇଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ଗଜପତି ଜିଲ୍ଲା ମୋହନା…
Read More...

ଆଜି ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ରହିଥିବା ସରାକରୀ ସୂତ୍ରରେ କୁହାଯାଇଛି । ସଇଁନ୍ତଲା ବ୍ଲକ ବଡମାଲ ଗ୍ରା.ପ.ରୁ ୨ ଜଣ ଏବଂ ବୁଡାବାହାଲ ଗ୍ରା.ପ.ରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି ।
Read More...

ଅଞ୍ଚଳ ମହାବିଦ୍ୟାଳୟରେ ସ୍ୱଚ୍ଛତା ପକ୍ଷ ଓ ଆନ୍ତର୍ଜାତିକ ଯୁବ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁରରେ ସ୍ୱଚ୍ଛତା ପକ୍ଷ ଓ ଆନ୍ତର୍ଜାତିକ ଯୁବ ଦିବସ ପାଳନ ଅବସରରେ ଏନ୍‌ଏସ୍‌ଏସ୍‌, ଏନ୍‌ସିସି ଏବଂ ୱାଇଆର୍‌ସିର ମିଳିତ ଆନୁକୂଲ୍ୟରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ…
Read More...

ସମାଜସେବୀଙ୍କ ପ୍ରୟାସରେ ୨୧ ଭୂମିହୀନ ପରିବାରକୁ ମିଳିବ ଘରଡିହ ପଟ୍ଟା

କଳାହାଣ୍ଡି, (କେପିଏନ୍‌ଏସ୍‌) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଘୋଡାବନ୍ଧ ପଞ୍ଚାୟତ ବ୍ରାହ୍ମଣୀ ଗାଁ କଲୋନୀପଡ଼ାରେ ସରକାରୀ ଜମିରେ ଘରକରି ୨୧ ପରିବାର ରହୁଛନ୍ତି । ସୂଚନା ଅନୁସାରେ ଦୀର୍ଘ ୩୩ ବର୍ଷ ଧରି ସରକାରୀ ଜମିରେ ଘର କରି ରହୁଥିଲେ ସୁଧା ଏମାନଙ୍କ ପ୍ରତି ପ୍ରଶାସନର ଦରଦ ନାହିଁ ।…
Read More...

ସମାଜସେବୀଙ୍କ ହସ୍ତକ୍ଷେପ ପରେ କବିତାଙ୍କ ପରିବାରକୁ ମିଳିଲା ଆର୍ଥିକ ସହାୟତା

ନୟାଗଡ : ସରକାର ସାଧାରଣ ଜନତାଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ହେଲେ ତାହା ପ୍ରକୃତ ହିତାଧିକାରୀଙ୍କ ପାଖକୁ ପହଂଚିପାରେ ନାହିଁ । ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଥିଲା ନୟାଗଡ ଜିଲ୍ଲା ଆଦିବାସୀ ଗାଁ କରଚୁଲିର କବିତାଙ୍କ ପରିବାରରେ । ସୂଚନା ଅନୁସାରେ ବେସାହାରା ଭାବେ…
Read More...

ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ସୁସ୍ଥ ଦୌଡ଼ ଆସନ୍ତା ୧୪ରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ସୁସ୍ଥ ଦୌଡ଼ ଆସନ୍ତା ୧୪ ତାରିଖ ଦିନ ଅନୁଷ୍ଠିତ ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗିର ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଘୋଷଣା କରାଯାଇଛି । ଜିଲ୍ଲା ଯୁବ ଅଧିକାରୀ ନରସିଂହା କୁମାର ଏବଂ ସଂଯୋଜକ ଡ. ଶ୍ରୀକର…
Read More...

ପ୍ରସ୍ତାବିତ ନୂତନ ଇନ୍‌ଡୋର ଷ୍ଟାଡିୟମକୁ ସହିଦ ମାଧୋ ସିଂଙ୍କ ନାମରେ ନାମିତ କରାଯାଉ : ଆପ୍

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ରାଜ୍ୟ ସରକାର ଖେଳର ବିକାଶ ପାଇଁ ବିଭିନ୍ନ ସ୍ଥାନରେ ଇନ୍‌ଡୋର ଷ୍ଟାଡିୟମ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ଯାହାକି ସ୍ୱାଗତ ଯୋଗ୍ୟ ପଦକ୍ଷେପ କିନ୍ତୁ ତାହାକୁ ସହିଦ ମାଧୋ ସିଂଙ୍କ ନାମରେ ନାମିତ କରିବାକୁ ଆମ୍ ଆଦମୀ ପାର୍ଟି ଦାବୀ କରିଛି ।…
Read More...

ବାରାହ ଆକ୍ରମଣରେ ଜଣେ ଆହତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲାର ତୁରେକେଲା ବ୍ଳକ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଅଛି । ଏଣୁ ଜଙ୍ଗଲରେ ଜଙ୍ଗଲି ଜୀବଜନ୍ତୁ ଯଥା ଭାଲୁ, ହାତୀ, ବିଲୁଆ, ଚିତାବାଘ, ବାରାହ ଆଦି ଦେଖିବାକୁ ମିଳନ୍ତି । ସୂଚନା ଅନୁସାରେ ଆଜି ସକାଳେ ଲାଠୋର ନିବାସୀ ନେତ୍ରାନନ୍ଦ ଦାସ ନିଜ…
Read More...

ଜରାସିଂହା କନ୍ଧେନ୍‌ଜୋର୍‌ ନାଳା ରାସ୍ତା କାର୍ଯ୍ୟକ୍ଷମ କେବେ ?

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବସ୍‌ ଷ୍ଟେସନରୁ କୁଲିହାବହାଲ ରାସ୍ତା ଯଥା ଜରାସିଂହାରୁ କୁଲିହାବାହାଲ ରାସ୍ତା ଉପରେ ଥିବା କନ୍ଧେନ୍‌ଜୋର୍‌ ନାଳା ଉପରେ ପୋଳ ନିର୍ମାଣ ବର୍ଷେ ହେଲା ଆରମ୍ଭ ହୋଇଛି । ପୋଳ କାମ ଶେଷ ହୋଇଥିବା ବେଳେ ଏପ୍ରୋଚ୍‌ କାମ ଆରମ୍ଭ ହୋଇନାହିଁ । ଯାହା…
Read More...

ଡିଆର୍‌ଡିଏ ସମ୍ମିଳନୀ କକ୍ଷରେ ୭୫ତମ ସ୍ୱାଧୀନତା ଦିବସର ଆଜାଦିକା ଅମୃତ ମହୋତ୍ସବ ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ବରଗଡ ଜିଲ୍ଲା ଡିଆର୍‌ଡିଏ ସମ୍ମିଳନୀ କକ୍ଷରେ ୭୫ତମ ସ୍ୱାଧୀନତା ଦିବସର ଆଜାଦିକା ଅମୃତ ମହୋତ୍ସବ ଅବସରରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ଏକ ସେମିନାର ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ସୁଶାନ୍ତ ସିଂହ ଯୋଗ ଦେଇଥିଲେ । ଏଥିରେ…
Read More...