Daily Archives

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ : ଭିଜିଲାନ୍ସ ଜାଲରେ ପଡ଼ିଲେ ଫରେଷ୍ଟର ସୁଶାନ୍ତ ଦାଶ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଫରେଷ୍ଟର ସୁଶାନ୍ତ ଦାଶଙ୍କ ପଦ୍ମପୁର ମାଷ୍ଟର କଲୋନୀ ସ୍ଥିତ ଘର ଓ ଝାରବନ୍ଧ ଅଫିସରେ ଏକକାଳୀନ ଭିଜିଲାନ୍ସର ଦୁଇଟି ଟିମ୍‌ ଚଢାଉ କରିଛି । ବରଗଡ଼ ଭିଜିଲାନ୍ସ ଡିଏସ୍‌ପି ଦାଶରଥି
Read More...

ବଲାଙ୍ଗିର ଜିଲ୍ଲା ପେସାଦାର ସାମ୍ବାଦିକ ସଂଘର ନୂତନ କାର୍ଯ୍ୟକାରୀ କମିଟି ଗଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପେସାଦାର ସାମ୍ବାଦିକ ସଂଘର ଏକ ଜରୁରୀକାଳୀନ ବୈଠକ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ସଭାପତି ଆନଂଦ ଚଂଦ୍ର ସାହୁଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଚଳିତ ଅବଧି ପାଇଁ ସଂଘର ନୂତନ କାର୍ଯ୍ୟକାରୀ କମିଟି ଗଠନ କରାଯାଇଛି ।
Read More...

ପାଣି ସମସ୍ୟାକୁ ନେଇ ମହିଳାଙ୍କ ରାସ୍ତା ରୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଣି ସମସ୍ୟାକୁ ନେଇ ପଦ୍ମପୁର ପଟଣାଗଡ଼ ମୁଖ୍ୟ ରାସ୍ତା ରୋକିଲେ ମହିଳା । ସୂଚନା ଅନୁସାରେ ପଦ୍ମପୁର ସହରରେ ବାରମ୍ବାର ବିଭିନ୍ନ ଅଞ୍ଚଳରେ ସମୟ ସମୟରେ ପାନୀୟ ଜଳ ସମସ୍ୟା ଦେଖିବାକୁ ମିଳୁଥିବା ବେଳେ ଲୋକଙ୍କ ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ ଏହାର
Read More...

ଲଘୁଚାପର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ : ଓଡ଼ିଶାରେ ଆଜିଠୁ ଦୁଇ ଦିନ ପ୍ରବଳ ବର୍ଷା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଲଘୁଚାପର ରୂପ ନେଇଛି ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ । ଯାହା ଫଳରେ ଓଡ଼ିଶାରେ ଆଜିଠୁ ଦୁଇ ଦିନପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି । ଏହି ଲଘୁଚାପ କ୍ଷେତ୍ର ଉତ୍ତର-ପଶ୍ଚିମ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ତଥା ଦକ୍ଷିଣ ଓଡିଶା
Read More...

ଯଶୋବନ୍ତଙ୍କ ହସ୍ତକ୍ଷେପ ପରେ ସରକାରୀ ସହାୟତା ପାଇଲେ ଦୁଇ ଅନାଥ ଝିଅ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ସାଗରୀକା ନାମ୍ନୀ ଜଣେ ମା ବାପା ଛେଉଣ୍ଡ ନାବାଳିକା ଝିଅ ସାଗରୀକା ତେଲେଙ୍ଗାନା ଇଟା ଭାଟିରେ ବନ୍ଧକ ରହିବା ଘଟଣାକୁ ଜାତୀୟ ମାନବାଧିକାର କମିଶନ ଉଭୟ ଓଡିଶା ରାଜ୍ୟ ଓ ତେଲେଙ୍ଗାନା ରାଜ୍ୟର ସମ୍ପୃକ୍ତ ଜିଲ୍ଲାପାଳ ଦୟଙ୍କୁ ସବିଶେଷ
Read More...

ଉଭୟ ମହିଳା ଓ ପୁରୁଷ ହକି ଦଳ ଆଜି ଭୁବନେଶ୍ୱରରେ ପହଁଚିବେ

ଭୁବନେଶ୍ୱର : ଆଜି ଅପରାହ୍ନ ୧୧ଟା୧୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବେ ଟୋକିଓ ଅଲମ୍ପିକ୍ସରେ ଖେଳିଥିବା ଉଭୟ ମହିଳା ଓ ପୁରୁଷ ହକି ଦଳ । ବିମାନ ବନ୍ଦରରେ ସମସ୍ତଙ୍କୁ ଓଡିଶା ସରକରାଙ୍କ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା କରାଯିବ । ତେବେ କୋଭିଡ କଟକଣା ଯୋଗୁଁ ସମସ୍ତଙ୍କର ଆରଟିପିସିଆର
Read More...

ସମାଜସେବୀଙ୍କ ହସ୍ତକ୍ଷେପ ପରେ ସନ୍ନାଉଲ୍ଲାଙ୍କୁ ମିଳିଲା ଭତ୍ତା ଓ ହୁଇଲ୍‌ଚେୟାର୍‌

ପୁରୀ, (କେପିଏନଏସ) : ନିମାପଡା ବ୍ଲକ ଚାରିଛକ ନିକଟ କଲାପାଞ୍ଚନ ପଞ୍ଚାୟତ ମାଧିବରହୁପୁର ଗ୍ରାମର ସନ୍ନାଉଲ୍ଲାଖା ଚାରି ଝିଅ ଓ ବିଧବା ବୁଢ଼ୀ ମା'କୁ ନେଇ ରୁହନ୍ତି । ସୂଚନା ଅନୁସାରେ ଗତ ଚାରି ବର୍ଷ ତଳେ ଏକ ସଡ଼କ ଦୁର୍ଘଟଣାରେ ସନ୍ନାଉଲ୍ଲାଙ୍କର ଦୁଇଟିଯାକ ଗୋଡ ଅକର୍ମନ୍ୟ ହୋଇ ବସିଥିବା ବେଳେ
Read More...

ପବିତ୍ର ଶ୍ରାବଣ ମାସର ଶେଷ ସୋମବାର ଦିନ ହରିଶଙ୍କର ମନ୍ଦିରରେ ନାଗ ସାପ : ପୂଜକ ଓ ଭକ୍ତ ମାନଙ୍କ ଆହୁରି ଭକ୍ତି ଭାବବେଗ…

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ତଥା ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ହରିଶଙ୍କର ମନ୍ଦିରରେ ହରି ଓ ଶଙ୍କର ବାବା ଲିଙ୍ଗ ପୂଜା ପାଉଥିବା ସ୍ଥାନରେ ନାଗ ସାପ ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁସାରେ ଗତ କାଲି ପବିତ୍ର ଶ୍ରାବଣ ମାସର ଶେଷ ସୋମବାର ହେଉଥିବା ହେତୁ
Read More...

ଯଶୋବନ୍ତଙ୍କ ଅଭିଯୋଗ ପରେ ଉଦ୍ଧାର ହେଲେ ଚାରି ଅନାଥ ଭାଇ ଭଉଣୀ

ନବରଙ୍ଗପୁର, (କେପିଏନ୍‌ଏସ୍‌) : ଅଜଣା ରୋଗ ଚାରି ଶିଶୁଙ୍କୁ ଅନାଥ କରିଦେଲା । ତିନି ବର୍ଷ ପୂର୍ବେ ମା' ସନ୍ତୁଳା ଗଣ୍ଡ ମୃତ୍ୟୁ ବରଣ କରିଥିବା ବେଳେ ୨ମାସ ପୂର୍ବେ ବାପ ବୂଟା ଗଣ୍ଡ ମଧ୍ୟ ମୃତ୍ୟୁ ବରଣ କରିଥିଲେ । ବାପା ମା'ଙ୍କ ମୃତ୍ୟୁ ପରେ ତାଙ୍କର ୨ ଝିଅ ଓ ୨ ପୁଅ ଏବେ ଅନାଥ ହୋଇ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୮ ଜଣ କରୋନା ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୦୨୧କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ କଟକ ଜିଲ୍ଲାରୁ ୧୪ଜଣ, ଅନୁଗୁଳ ଏବଂ ଜଗତସିଂହପୁର ଜିଲ୍ଲାରୁ ୮ଜଣ ଲେଖାଏଁ,
Read More...