Monthly Archives

July 2021

ଯୁବ ସମାଜସେବୀ ଯଶୋବନ୍ତଙ୍କ ପ୍ରଶଂସନୀୟ ପଦକ୍ଷେପ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ରାଜପୁର ଗାଁର ଯାଜ୍ଞସେନି ପୁଝାରୀ ସେହି ଗାଁର ସଚିଦାନନ୍ଦ ନାଏକଙ୍କୁ ଆଠ ବର୍ଷ ତଳେ ପ୍ରେମ ବିବାହ କରିଥିଲେ । କିନ୍ତୁ ଏହି ବିବାହକୁ ଯାଜ୍ଞସେନିଙ୍କ ପରିବାର ଗ୍ରହଣ କରିନଥିଲେ । ତେବେ ତାଙ୍କୁ ସାମାଜିକ ବାସନ୍ଦ ମଧ୍ୟ…
Read More...

ଦାବୁଜୁରୀ ଗ୍ରାମରେ ରଥଯାତ୍ରା ପାଳିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଦାବିଜୁରୀ ଗ୍ରାମରେ ଦୀର୍ଘ ୯୦ ବର୍ଷ ପୂର୍ବରୁ ଆଷାଢ଼ ମାସ ତୃତୀୟ ତିଥିରେ ରୀତିନୀତି ଅନୁସାରେ ରଥଯାତ୍ରା ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ପୂଜକ ଭବାନୀ ଶଙ୍କର ପାଣିଗ୍ରାହୀ ପୂଜାର୍ଚ୍ଚନା କରିଥିବା ବେଳେ ପ୍ରମୋଦ ପଣ୍ଡା…
Read More...

କୋଭିଡ କଟକଣା ମଧ୍ୟରେ ଗୁଦେରପାଲି ରଥ ତୃତୀୟା ସମ୍ପନ୍ନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ଦୁଇ ବର୍ଷ ଧରି ଦେଖାଦେଇଥିବା କରୋନା ମହାମାରୀକୁ ଦୃଷ୍ଟିରେ ରଖି ସରକାରୀ କଟକଣା ମଧ୍ୟରେ ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ଗାଁରେ ରଥ ତୃତୀୟା ସମ୍ପନ୍ନ ହୋଇଯାଛି । କିଛି ବର୍ଷ ପୂର୍ବରୁ ଗାଁ ଗୌଉନ୍ତିଆଙ୍କ ବଡ଼ ପୁଅ ରଥ…
Read More...

ଜନ୍ମଦିନରେ ଅସହାୟ ରୋଗୀଙ୍କୁ ରକ୍ତଦାନ କଲେ ଅବନୀ

ଦେଓଗାଁ, (ମନୀଷ କୁମାର ସାହୁ) : ନିଜ ଜନ୍ମଦିନରେ ଜଣେ ଅସହାୟ ରୋଗୀଙ୍କୁ ରକ୍ତଦାନ କରି ତାଙ୍କ ଅମୁଲ୍ୟ ଜୀବନକୁ ବଞ୍ଚାଇ ଜନ୍ମଦିନକୁ ଆହୁରି ସ୍ମୃତିପୂର୍ଣ୍ଣ କରିଛନ୍ତି ଦେଓଗାଁ ବ୍ଲକର ଜଣେ ସ୍ୱେଚ୍ଛାକୃତ ରକ୍ତଦାତା । ପ୍ରକାଶ ଯେ, ମଙ୍ଗଳବାର ଦିନ ଦେଓଗାଁ ବ୍ଲକ ଝାରମୁଣ୍ଡା ଗାଁର…
Read More...

ଦାବଯୁରୀ ଗ୍ରାମରେ ରଥଯାତ୍ରା ପାଳିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଦାବଯୁରୀ ଗ୍ରାମରେ ଦୀର୍ଘ ୯୦ ବର୍ଷରୁ ଆଷାଢ଼ ମାସ ତୃତୀୟା ତିଥିରେ ରୀତିନୀତି ଅନୁସାରେ ରଥଯାତ୍ରା ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ପୂଜକ ଭବାନୀ ଶଙ୍କର ପାଣିଗ୍ରାହୀ ପୂଜାର୍ଚ୍ଚନା କରିଥିବା ବେଳେ ପ୍ରମୋଦ ପଣ୍ଡା…
Read More...

ଖପ୍ରାଖୋଲ ବ୍ଲକରେ ନୂତନ ଭାବେ ଯୋଗ ଦେଇଥିବା ବିଇଓ ସୁରେନ୍ଦ୍ର କୁମାର ପୁରୋହିତଙ୍କୁ ସିଆରସିସିଙ୍କ ତରଫରୁ ସ୍ୱାଗତ

ପାଟଣାଗଡ଼, (ଗୋରେଖନାଥ ବରିହା) : ଗତକାଲି ଖପ୍ରାଖୋଲ ବ୍ଲକରେ ନୂତନ ଭାବେ ଯୋଗ ଦେଇଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେନ୍ଦ୍ର କୁମାର ପୁରୋହିତଙ୍କୁ ବ୍ଲକ ଅନ୍ତର୍ଗତ ସିଆରସିସି ମାନଙ୍କ ଦ୍ୱାରା ଏବିଇଓ ବୀରେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ସ୍ୱାଗତ ସମାରୋହ ଅନୁଷ୍ଠିତ ହୋଇ ଯାଇଛି ।…
Read More...

ଯୁବକଙ୍କ ଅଶ୍ଳୀଳ ଭିଡିଓ ତିଆରି ଯୁବତୀ କଲେ ବ୍ଲାକମେଲ୍‌ : ମାମଲା ଥାନାରେ

ବୁଲନ୍ଦଶହର : ନଗର କୋତୱାଲୀ ଅଞ୍ଚଳର ଜଣେ ପ୍ରତିଷ୍ଠିତ ପରିବାରର ଯୁବକଙ୍କ ସହ ଜଣେ ଯୁବତୀ ଅଶ୍ଳୀଳ ଭିଡିଓ ଚାଟ୍ କରିଥିଲେ । ଏହା ପରେ ଅଭିଯୁକ୍ତ ଯୁବତୀ ଉକ୍ତ ଚାଟ୍‌ର ସ୍କ୍ରିନ୍ ଭିଡିଓ ରେକର୍ଡ କରିଥିଲେ । ବର୍ତ୍ତମାନ ଅଭିଯୁକ୍ତ ଯୁବତୀ ସେହି ଭିଡିଓକୁ ଭାଇରାଲ କରିବାକୁ ଧମକ ଦେଇ ପୀଡିତ…
Read More...

କରୋନା ନିୟମର ଅନୁପାଳନ ସଠିକ୍ ନହେଲେ ପରିସ୍ଥିତି ପୁଣି ଭୟାବହ ହେବ : ଜିଲ୍ଲାପାଳ

ଗଞ୍ଜାମ ଜିଲ୍ଲାରେ କୋଭିଡ଼ ଗାଇଡ଼ଲାଇନ ତଥା ପଞ୍ଚସୂତ୍ର ନିୟମକୁ କଡାକଡ଼ି କରାଯିବବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କରୋନା ସଂକ୍ରମଣକୁ ରୋକିବା ଦିଗରେ ସରକାରଙ୍କ ନିୟମ ପ୍ରକାରେ ପ୍ରଶାସନ ପକ୍ଷରୁ ଯାହା ସବୁ ନୀତି ନିୟମ ବା ଗାଇଡ୍‌ଲାଇନ୍ ଜାରୀ କରାଯାଇଛି, ତାହା ବର୍ତ୍ତମାନ…
Read More...

ପି. ଚିଦାମ୍ବରମ୍ ସରକାରଙ୍କ ଉପରେ ଅଭିଯୋଗ କରିଛନ୍ତି, କହିଛନ୍ତି – କେନ୍ଦ୍ରର ଭୁଲ ନୀତି ଯୋଗୁଁ ମହଙ୍ଗା ବଢ଼ିଛି

ନୂଆଦିଲ୍ଲୀ : ଦେଶର ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି. ଚିଦାମ୍ବରମ୍ ମଙ୍ଗଳବାର କହିଛନ୍ତି ଯେ, କେବଳ କେନ୍ଦ୍ର ସରକାରଙ୍କ ଭୁଲ ନୀତି ଏବଂ ଏହାର ଅର୍ଥନୀତିର ଅବ୍ୟବସ୍ଥା ଯୋଗୁଁ ଦେଶରେ ମହଙ୍ଗା ବୃଦ୍ଧି ପାଉଛି । ପୂର୍ବତନ ଅର୍ଥମନ୍ତ୍ରୀ ତୁରନ୍ତ ପେଟ୍ରୋଲ, ଡିଜେଲ ଏବଂ…
Read More...

ବିସ୍ମୟ : ଚତୁର୍ଦ୍ଧା ମୂର୍ତ୍ତି କାର୍‌ରେ ଗଲେ ମାଉସୀ ଘରକୁ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ମହାପ୍ରଭୂ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା, ସୁଦର୍ଶନ ଠାକୁରଙ୍କୁ ଯାନ୍ତ୍ରିକ ଯାନ କାରରେ ନେଇ ଗଲେ ମାଉସୀ ମା' ଘର ଅଥବା ଗୁଣ୍ଡିଚା ଘର ଆଡ଼ପ ମଣ୍ଡପକୁ । ଘଟଣାଟି ଘଟିଛି ବାଲେଶ୍ୱର ସହର ପୋଲିସ ଲାଇନ ଛକସ୍ଥିତ ଜଗନ୍ନାଥ ମନ୍ଦିରରେ । ଏ…
Read More...