Monthly Archives

June 2021

କାର ବାଇକ୍ ମୁହାଁମୁହିଁ ଧକ୍କା : ଦୁଇ ଗୁରୁତର ଆହାତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମହାସିଙ୍ଗି ନିକଟ ୫୯ ନମ୍ବର ଜାତୀୟ ରାଜପଥରେ ଏକ କାର ସହ ମୋଟର ସାଇକଲ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ଦୁଇଜଣ ଗୁରୁତର ଆହାତ ହୋଇଛନ୍ତି । ଘଟଣାସ୍ଥଳରେ ବାଲିଗୁଡ଼ା ଥାନା ଭାର…
Read More...

୬ ଜଣ ବରିଷ୍ଠ ନେତାଙ୍କୁ ବିଭିନ୍ନ ଜିଲ୍ଲା ପାଇଁ ସିନିୟର ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତି କଲା ବିଜେଡି

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ୬ ଜଣ ବରିଷ୍ଠ ନେତାଙ୍କୁ ବିଭିନ୍ନ ଜିଲ୍ଲା ପାଇଁ ସିନିୟର ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତି ଦେଇଛି ବିଜେଡି । ବିକ୍ରମ କେଶରୀ ଆରୁଖଙ୍କୁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତି ଦେଇଥିବା…
Read More...

ଆଶ୍ରିତ ପଶୁପକ୍ଷୀମାନଙ୍କୁ ଖାଦ୍ୟ ଯୋଗାଇଲେ ପ୍ରକୃତିବନ୍ଧୁ ବିରଞ୍ଚି ନାରାୟଣ ଦାଶ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କରୋନା ଯୋଗୁଁ ସପ୍ତାହନ୍ତ ତାଲାବନ୍ଦୀରେ ହରିଶଙ୍କର ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି । ଏହି ଅବସରରେ ସେଠାରେ ଥିବା ଆଶ୍ରିତ ପଶୁପକ୍ଷୀ ପ୍ରାୟତଃ ମାଙ୍କଡମାନେ ଖାଇବାକୁ ନପାଇ ଭୋକଉପାସରେ ରହୁଛନ୍ତି । ମନ୍ଦିର ବନ୍ଦ ଯୋଗୁଁ ଦର୍ଶକ ମଧ୍ୟ ଆସୁନାହାନ୍ତି ।…
Read More...

ପଦ୍ମପୁର ସହରର ପାନୀୟ ଜଳ ସମସ୍ୟା ବିଷୟରେ ବିଭାଗୀୟ ଯନ୍ତ୍ରୀଙ୍କ ସହ ଆଲୋଚନା କଲେ ନଗର ବିଜେପି ପ୍ରତିନିଧି ଦଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ସହରର ପାନୀୟ ଜଳ ଯୋଗାଣ ସମସ୍ୟାକୁ ନେଇ ବିଭାଗୀୟ ଯନ୍ତ୍ରୀ ଅଧିକାରୀଙ୍କୁ ଭେଟି ଆଲୋଚନା କରିଥିଲେ ପଦ୍ମପୁର ନଗର ବିଜେପି ପ୍ରତିନିଧି ଦଳ । ଖରା ମାସରେ ଅଙ୍ଗନଦୀ ନାଳରେ ପାଣି ଧାର କମିଯାଏ ବା ଜଳସ୍ତର କମିଯାଏ କିନ୍ତୁ ଲୋକଙ୍କର…
Read More...

ବଲାଙ୍ଗିର ଜିଳ୍ଲାପାଳଙ୍କ ଦେଓଗାଁ ହାଇସ୍କୁଲ ପରିଦର୍ଶନ : ୫ଟି ଯୋଜନାରେ କରାଯାଇଥିବା ଶିକ୍ଷା ବ୍ୟବସ୍ଥାକୁ କଲେ ତଦାରଖ

ଦେଓଗାଁ, (ମନୀଷ କୁମାର ସାହୁ) : ଶନିବାର ସାଢ଼େ ୧୦ଟା ସମୟରେ ବଲାଙ୍ଗିର ଜିଳ୍ଲାପାଳ ଚଞ୍ଚଳ ରାଣା ଦେଓଗାଁ ପଞ୍ଚାୟତ ସମିତି ହାଇସ୍କୁଲ ପରିଦର୍ଶନରେ ଆସି ସ୍ଥାନୀୟ ପ୍ରଧାନ ଶିକ୍ଷକ ଲୋକେଶ୍ୱର ପଧାନ ଓ ସହକାରୀ ଶିକ୍ଷକ ବିଭୂତୀ ଭୂଷଣ ବେହେରା, ଚୈତନ୍ୟ ସାହୁ, ବଳଦେବ ମାଝୀ ଶିକ୍ଷାପ୍ରେମୀଙ୍କ…
Read More...

ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ କ୍ଷୀର, କାଢା ଏବଂ ଶୁଖିଲା ଖାଦ୍ୟ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କରୋନା କାଳରେ ସଟ୍‌ଡାଉନ ଯୋଗୁଁ ଲୋକେ ନାହିଁ ନ ଥିବା ଅସୁବିଧା ହେଉଥିବା ବେଳେ ସ୍ଥାନୀୟ ଭୀମ ଭୋଇ ମେଡିକାଲ କଲେଜ ହସ୍‌ପିଟାଲରେ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ଗରମ କ୍ଷୀର, କାଢା ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ଜିଲ୍ଲା ଯୁବ…
Read More...

ପଦ୍ମପୁରରେ କରୋନା ସଚେତନତା‌ ରାଲି

ପଦ୍ମପୁର, (ନିରୋଜ କୁମାର ପାଣୀ) : ସମ୍ପ୍ରତି କୋରୋନ ଭୂତାଣୁକୁ ପ୍ରତିହତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକଙ୍କୁ ସଚେତନ କରିବା ପାଇଁ ଅନେକ ନିୟମ କାନୁନ ସୃଷ୍ଟି କରିଛନ୍ତି । ଏହି ନିୟମକୁ ପାଳନ କରି ଅଙ୍ଗନୱାଡ଼ି କର୍ମୀ ସବିତା ବହିଦାରଙ୍କ ନେତୃତ୍ୱରେ ପଦ୍ମପୁର…
Read More...

ବାଲି ଚୋରା ଚାଲାଣରେ ୧ଲକ୍ଷ ଟଙ୍କା ଜୋରିମାନା ଆଦାୟ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆଜି ପୂର୍ବାହ୍ନ ୧୧ଟାରେ ସୋନପୁର- ମନମୁଣ୍ଡା ବ୍ରିଜ ତଳ ତେଲ ନଦୀରୁ ୨ଟି ହାୱାଇ ଓ ୨ଟି ଟ୍ରାକ୍ଟରକୁ ବାଲି ଚୋରା ଚାଲାଣ କରୁଥିବା ସମୟରେ ତହସିଲଦାର ସୋନପୁର ନବୀନକିଶୋର ପାଢ଼ୀ ଚଢ଼ାଉ କରି ବେନିୟମ ବାଲି ଚାଲାଣ ନିମନ୍ତେ ହାୱାଇ ପ୍ରତି ୪୦, ୦୦୦ ହଜାର ଓ…
Read More...

ଅସହାୟଙ୍କ ଶବ ସତ୍କାର କଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ବଲାଙ୍ଗିର ସହରର ରାଜୀବନଗରରେ ଶ୍ରୀଦେବୀ କୁମ୍ଭାର (୭୫) ବହୁ ବର୍ଷରୁ ଭିକ୍ଷାବୃତ୍ତି କରି ଏକ କୁଡ଼ିଆରେ ରହି ଆସୁଥୁଲେ । ତେବେ ଗତକାଲି ତାଙ୍କର ଦେହାନ୍ତ ହୋଇଯାଇଥିଲା । ଅନ୍ୟ ଜାତି ଯୋଗୁଁ ସାହି ପଡିସା କେହି ଆସିନଥିଲେ । ଏନେଇ ବିଙ୍ଗ ହ୍ୟୁମାନ…
Read More...

ମାଟ୍ରିକ ପରୀକ୍ଷାରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବେଲଗାଁର ସଫଳତା

ସଇଁନ୍ତଲା, (ଅଜିତ କୁମାର ସାହୁ) : ଚଳିତ ବର୍ଷ ମଧ୍ୟ ଶତ ପ୍ରତିଶତ ସଫଳତାର ସହିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ବେଲଗାଁ ତାର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି । ଚଳିତବର୍ଷ ଏ୧ରେ ଜ୍ୟାତିର୍ମୟୀ ରଣା ୬୦୦ରୁ ୫୪୫ (୯୦.୮୩%), ସେଫାଳି ଭୋଇ ୬୦୦ରୁ ୫୪୨…
Read More...