ପାନୀୟ ଜଳ ପାଇଁ ଡହଳ ବିକଳ : ସମସ୍ୟା ସମାଧାନ ପାଇଁ ବିଡ଼ିଓଙ୍କୁ ଅଭିଯୋଗ
ପାଟଣାଗଡ଼, (ଗୋରେଖନାଥ ବରିହା) : ମୌଳିକ ଅଧିକାରକୁ ଜନସାଧାରଣଙ୍କ ଦୁଆର ମୁହଁରେ ପହଂହେଇବା ପାଇଁ ସରକାର ଯୋଜନା ଉପରେ ଯୋଜନା ପ୍ରସ୍ତୁତ କରୁଥିଲେ ସୁଦ୍ଧା କେଉଁ ଅଦୃଶ୍ୟ ଶକ୍ତି ଯୋଗୁଁ ତାହା ତୃଣମୂଳ ସ୍ତରକୁ ପହଞ୍ଚି ପାରୁନି । ରାଜ୍ୟ ସରକାର କେବଳ ବିକାଶ ନାଁରେ ଡିଣ୍ଡିମ ପିଟୁଛନ୍ତି ।!-->…
Read More...
Read More...