Daily Archives

ଗତ ୨୪ ଘଣ୍ଟା ମଧ୍ୟରେ ୩୨ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ କରୋନା ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା…
Read More...

ଗୋଟିଏ ଦିନରେ ଦୁଇଟି ଡକାୟତି ଘଟଣା : ଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ ଓ ଜଣେ ବ୍ୟବସାୟୀଠୁ ଲୁଟିଲେ ଲକ୍ଷାଧିକ ଟଙ୍କା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିନକୁ ଦିନ ମହାମାରୀ କରୋନା ସଂକ୍ରମଣ ସମୟରେ ବଲାଙ୍ଗିର ସରରରେ ଗୁଣ୍ଡାରାଜ ବଢିବା ସହ ଡକାୟତି ମଧ୍ୟ ବଢିବାରେ ଲାଗିଛି । ଗତକାଲି ବଲାଙ୍ଗିର ସହରର ୨ଟି ପଡ଼ାରେ ୪ ଜଣିଆ ଡକାୟତି ଦଳ ଆତଙ୍କ ଖେଳାଇ ଦେଇଛନ୍ତି । ଯାହ ସାଧାରଣ ଜନତାଙ୍କ ପାଇଁ ଚିନ୍ତାର କାରଣ…
Read More...

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୧୦ଟି ଜିଲ୍ଲାରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଦୋକାନ ଖୋଲିବା ଅବଧି ବଢ଼ିଲା

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୧୦ଟି ଜିଲ୍ଲାରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଦୋକାନ ଖୋଲିବା ଅବଧି ବଢ଼ିଛି । ସକାଳ ୭ଟା ଦିନ ୧ଟା ଯାଏଁ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି । ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ୨ଦିନ ପାଇଁ କଟକଣା କୋହଳ କରାଯାଇଥିବା କୁହାଯାଇଛି…
Read More...

ବାତ୍ୟା ମୁକାବିଲା ପ୍ରସ୍ତୁତି ସଂକ୍ରାନ୍ତରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମୀକ୍ଷା

-କରୋନାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବାକୁ ପରାମର୍ଶଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ଗୃହ ଓ ନଗର ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ ଏବଂ ଆଇନ୍‌ ମନ୍ତ୍ରୀ ପ୍ରତାପ ଜେନା ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଏହାର ପ୍ରସ୍ତୁତି ସଂକ୍ରାନ୍ତରେ ସମୀକ୍ଷା କରିଛନ୍ତି ।…
Read More...

ବ୍ଲାକ୍‌ ଫଙ୍ଗସ୍‌ର ମୃତ୍ୟୁ ହାର କରୋନା ମୃତ୍ୟୁ ହାର ଠାରୁ ଅଧିକ, ଅଥଚ ବ୍ଲାକ୍ ଫଙ୍ଗସ୍ ସଂକ୍ରାମକ ରୋଗ ନୁହେଁ :…

ନୂଆଦିଲ୍ଲୀ : ଏମ୍‌ସ୍‌ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କରୋନା ରୋଗୀଙ୍କଠାରେ ବ୍ଲାକ୍‌ ଫଙ୍ଗସ୍ ରୋଗ ବିଷୟରେ କହିଛନ୍ତି । ସେ କହିଛନ୍ତି ଯେ, ଯଦି ବ୍ଲାକ୍‌ ଫଙ୍ଗ୍‌ସକୁ ଠିକ୍ ସମୟରେ ଚିକିତ୍ସା କରା ନ ଯାଏ ଏବଂ ଏହା ଶରୀରରେ ଅଧିକ ବ୍ୟାପିଥାଏ, ତେବେ କରୋନା ଭୂତାଣୁ ସଂକ୍ରମଣର ମୃତ୍ୟୁ…
Read More...

ସଇଁନ୍ତଲା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଗରିବଙ୍କୁ ରନ୍ଧା ଖାଦ୍ୟ ବାଣ୍ଟିଲେ ଥାନା ଅଧିକାରୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା ମହାମାରୀ ଯୋଗୁଁ ସାରା ରାଜ୍ୟରେ ଦୋକାନ ବଜାର ବନ୍ଦ ଥିବା ଯୋଗୁଁ ଗରୀବ ନିରୀହ ଲୋକଙ୍କ ଜୀଵନ ଏବେ ଅସ୍ତବ୍ୟସ୍ତ ହୋଇ ପଡିଛି । ଅନେକ ଲୋକେ ଭୋକ ଉପାସରେ ମଧ୍ୟ ଦିନ ବିତାଉଛନ୍ତି ତେବେ ଏଭଳି ପରିସ୍ଥିତିରେ ଆଜି ସଇଁନ୍ତଲା ପଞ୍ଚାୟତ କାର୍ଯ୍ୟାଳୟ…
Read More...

ଗତ ୨୪ ଘଂଟାରେ ରାଜ୍ୟରେ ୧୧,୦୫୯ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୧,୦୫୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧,୧୧,୨୬୨ରେ ରହିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୧୯୩ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୪୮୬୬ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ…
Read More...

କୋଶଲ ଭାରତୀର ସଂଧ୍ୟାକାଳୀନ ଅନଲାଇନ କୋଶଲି କବିତା ଆସର୍ ଆୟୋଜିତ

ଗାଇସିଲାଟ, (ପୁସ୍ତମ୍ ଯୁଆଡି ) : କୋଶଲ ଭାରତୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଗାଇସିଲାଟ ତରଫରୁ ଗୁଗୁଲ ମିଟ୍ ମାଧ୍ୟମରେ ଏକ ଅନଲାଇନ କୋଶଲି କବିତା ଆସର୍ ଆୟୋଜିତ ହୋଇଯାଇଛି । କବି ଦିଲ୍ଲୀପ କୁମାର ସରାପଙ୍କର ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି କବିତା ଆସରକୁ ସଂଯୋଜନା କରିଥିଲେ…
Read More...