Daily Archives

ଟୀକା ନେବା ପରେ ବି ତିନିଜଣ ଡାକ୍ତର ଓ ପାରାମେଡିକାଲ କର୍ମଚାରୀ କରୋନା ସଂକ୍ରମିତ

ଅନୁଗୁଳ : କୋଭିସିଲଡ଼ କରୋନା ଟୀକା ନେବାର ୬ ସପ୍ତାହ ପରେ ନାଲକୋ ଡାକ୍ତରଖାନାର ୩ ସ୍ୱାସ୍ଥ୍ୟକର୍ମୀ କରୋନା ପଜିଟିଭ୍ ହୋଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ ନାଲକୋ ଡାକ୍ତରଖାନାର ଜୈନେକ ଡାକ୍ତର ଗତ ଏପ୍ରିଲ ମାସରେ ୨ୟ ପର୍ଯ୍ୟୟ ଟୀକା ନେଇଥିଲେ । ଟୀକା ନେବାର ୧ମାସ ବିତି
Read More...

ଏଇ ମାଟିର ସ୍ୱର ତରଫରୁ ମନୋଜ ଦାସଙ୍କୁ ଶ୍ରଦ୍ଧାଞ୍ଜଳି

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇର ଅନ୍ୟତମ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ "ଏଇ ମାଟିର ସ୍ୱର" ପକ୍ଷରୁ ମହାନାୟକ ମହର୍ଷି ମନୋଜ ଦାସଙ୍କ ଏକାଦଶାହ ଉପଲକ୍ଷେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ପୂର୍ବକ ଏକ ସ୍ମୃତିଚାରଣ ସଭା କୋଭିଡ଼ ନିୟମକୁ ମାନି ୱେବିନାର ମାଧ୍ୟମରେ ଆୟୋଜିତ ହୋଇଯାଇଛି । ଏଥିରେ
Read More...

କର୍ଲାମୁଣ୍ଡା ପ୍ରେସ କ୍ଲବର ସମସ୍ତ ସାମ୍ବାଦିକଙ୍କୁ ଦିଆଗଲା କରୋନା ଭେକସିନ

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : ଓଡିଶା ସରକାରଙ୍କ ସ୍ୱୀକୃତିପ୍ରାପ୍ତ ସାମ୍ବାଦିକମାନଙ୍କୁ ସମ୍ପ୍ରତି ସରକାର କରୋନା ଯୋଦ୍ଧା ଘୋଷଣା କରିବା ସହ ଅଗ୍ରାଧିକାର ଭିତ୍ତିରେ ଭେକସିନ ଦେବାକୁ ନିର୍ଦେଶ ଦେଇଛନ୍ତି । ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ
Read More...

ଗରିବ ଅସହାୟଙ୍କୁ ସୁକନ୍ୟା ଶକ୍ତି ସଂଗଠନ ଚାରିଟେବୁଲ ଟ୍ରଷ୍ଟ ତରଫରୁ ରାସନ ସାମଗ୍ରୀ ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ କୋରୋନାର ଦ୍ୱିତୀୟ ଲହର ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଏନେଇ ରାଜ୍ୟ ସରକାର ୧୪ ଦିନିଆ ଲକଡାଉନ ଘୋଷଣା କରିଛନ୍ତି । ଅନ୍ୟ ପଟେ ଦେଖିବାକୁ ଗଲେ ଗରିବ ଅସହାୟମାନଙ୍କ ରୋଜଗାର ପୁରା ଠପ ହୋଇଯାଇଛି । ଏନେଇ ପଦ୍ମପୁର ବ୍ଲକର ସୁକନ୍ୟା ଶକ୍ତି
Read More...

ଜୁରିଆ ବସଷ୍ଟାଣ୍ଡରେ ଅନ୍ତତଃ ଟିକେ ପାନୀୟ ଜଳର ବ୍ୟବସ୍ଥା କରାଯାଉ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ରୁ ପଦ୍ମପୁର ଓ ଖପ୍ରାଖୋଲକୁ ସଂଯୋଗ କରୁଥିବା ଜୁରିଆ ବସଷ୍ଟାଣ୍ଡରେ ପାନୀୟ ଜଳର ବ୍ୟବସ୍ଥା ନଥିବାରୁ ଲୋକେ ବାହାରୁ କିଣି ପିଉଥିବା ଦୃଶ୍ୟ ଦେଖିବାକୁ ମିଳିଛି । ବସକୁ ଅପେକ୍ଷା କରୁଥିବା ଯାତ୍ରୀ ଓ ଜୁରିଆରେ ସମବାୟ ସମିତି ବ୍ୟାଙ୍କ, କିଓସ୍କ
Read More...

ଋଣ ଅସଲିକୁ ନେଇ ଜନ ଅସନ୍ତୋଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସାରା ରାଜ୍ୟରେ ଏବେ ୧୪ ଦିନିଆ ଲକଡାଉନ ଚାଲିଥିବା ବେଳେ ରାଜ୍ୟ ସରକାର କିଭଳି ମାଇକ୍ରୋଫାଇନାନ୍ସ କମ୍ପାନୀ ଗୁଡିକୁ ଋଣ ଅସୁଲି ପାଇଁ ଅନୁମତି ଦେଇଛନ୍ତି, ତାହା ଚିନ୍ତାର ବିଷୟ ପାଲଟିଛି । ଏପଟେ ଗରିବ ମା'ମାନଙ୍କୁ ହଇରାଣ ହରକତ କରି ବିଭିନ୍ନ ସଂସ୍ଥା
Read More...

ପୂର୍ବତନ ଛାତ୍ର ସଂସଦ ସଭାପତି ଚକ୍ରଧର ମହାକୁର ଚାଲିଗଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୂର୍ବତନ ଛାତ୍ର ସଂସଦ ସଭାପତି ଚକ୍ରଧର ମହାକୁର(୮୭) ଗତକାଲି ଚାଲିଗଲେ । ୧୯୯୩ରେ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗରୁ ଗୋଷ୍ଠୀ ସମ୍ପ୍ରସାରଣ ପ୍ରଶିକ୍ଷକ ଭାବରେ ସେ ଅବସର ଗ୍ରହଣ । ଫୁଟବଲ ଖେଳରେ ବିଶେଷ କୃତିତ୍ବ ଅର୍ଜନ କରିଥିଲେ ସ୍ୱର୍ଗତ ମହାକୁର ।
Read More...

ଆଜି ବୌଦ୍ଧରେ ସାମ୍ବାଦିକଙ୍କୁ ଟୀକା

ବୌଦ୍ଧ, (ମମତା ମହାକୁର) : ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଆଜି ବୌଦ୍ଧ ଜିଲାରେ ସ୍ୱତନ୍ତ୍ର ଭାବେ ଟୀକାକରଣ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟୀକାକରଣ ଚାଲିଛି । ବର୍ତ୍ତମାନ କିଛିଦିନ ହେଲା ଟୀକା ଅଭାବ ଥିବା ଅଭିଯୋଗ ହେଉଥିବା ବେଳେ ଆଜି ପୁଣି ଆରମ୍ଭ ହୋଇଛି । ସାମ୍ବାଦିକମାନଙ୍କୁ ଟୀକା
Read More...

କ୍ରମାଗତ ଦ୍ୱିତୀୟ ଦିନ ପାଇଁ ୪ ଲକ୍ଷରୁ ଅଧିକ ଆଂକ୍ରାନ୍ତ ଚିହ୍ନଟ, ୩୯୧୫ ଲୋକଙ୍କ ଜୀବନ ନେଲା

ନୂଆଦିଲ୍ଲୀ : କରୋନା ଭୂତାଣୁର ଦ୍ୱିତୀୟ ତରଙ୍ଗ ଦେଶରେ ହାହାକାର ସୃଷ୍ଟି କରୁଛି । ଗୁରୁବାର ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ଚାରି ଲକ୍ଷ ଅତିକ୍ରମ କରିଛି । ଗୁରୁବାର ଦିନ ସାରା ଦେଶରେ ମୋଟ ୪,୧୪,୧୮୮ ଟି ନୂଆ ମାମଲା ରୁଜୁ ହୋଇଥିବା ବେଳେ ୩୯୧୫ ଜଣଙ୍କର ମୃତ୍ୟୁ ଘଟିଛି । କେନ୍ଦ୍ର ସ୍ୱାସ୍ଥ୍ୟ
Read More...

ସୁନାମଧନ୍ୟ ସାହିତ୍ୟିକ ଡ.ଅଜାମ୍ବର ମଲ୍ଲ ଚାଲିଗଲେ

ଟିଟିଲାଗଡ଼, (ଗୌରବ ଦର୍ଜୀ) : କରୋନା ସଂକ୍ରମଣ ଯେମିତି ବଢ଼ୁଛି, କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ବି ସେମିତି ବଢ଼ି ବଢ଼ି ଚାଲିଛି । ଅନେକ ସୁନାମଧନ୍ୟ ସ୍ରଷ୍ଟା ପୁରୁଷଙ୍କୁ ନେଇ ସାରିଲାଣି କରୋନା ମହାମାରୀ । ଏମିତି ବେଳେ ପୁଣି ଏକ ଦୁଃଖଦ ଖବର ଟିଟିଲାଗଡ଼ ଅଂଚଳକୁ ସ୍ତବ୍ଧ କରି
Read More...