Monthly Archives

April 2021

ପ୍ରଭାକର ରଥ ଜନ୍ମ ଶତବାର୍ଷିକୀରେ ପଣ୍ଡିତ କବିରାଜ ନାରାୟଣ ମିଶ୍ର ସ୍ମୃତି ସ୍ମାରକୀ ବକ୍ତୃତା ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବାଧିତ ଜନବନ୍ଧୁ ପ୍ରଭାକର ରଥଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ପ୍ରଭାକର ରଥ ସ୍ମୃତି ସମିତି ତରଫରୁ ବିଶିଷ୍ଟ କବିରାଜ ପଣ୍ଡିତ ନାରାୟଣ ମିଶ୍ରଙ୍କ ସ୍ମୃତି ସ୍ମାରକୀ ବକ୍ତୃତା ଆଇନଜୀବୀ ଜୟରାମ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।…
Read More...

ମନମୁଣ୍ଡାରେ ବର୍ଜ୍ୟବସ୍ତୁ ପରିଚାଳନା ସଭା

ବୌଦ୍ଧ, (ମମତା ମହାକୁର) : ଆଜି ମନମୁଣ୍ଡା ପଂଚାୟତ କାର୍ୟ୍ୟାଳୟ ପରିସର ସଭାଗୃହରେ ବର୍ଜ୍ୟବସ୍ତୁ ପରିଚାଳନା ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଡି ଏସ ସି ଆର୍ତ୍ତତ୍ରନ ପାଢ଼ୀ, ସରୋଜ କୁମାର ପାଢୀ, ମାଷ୍ଟର ଟ୍ରେନର ରଞ୍ଜନ ପାତ୍ର, ସ୍ୱେଚ୍ଛାଗ୍ରାହୀ ବିଭୁତିଭୂଷଣ ମହଲା, ମନମୁଣ୍ଡା…
Read More...

ଦଣ୍ଡ ନୃତ୍ୟ ମାଧ୍ୟମରେ କରୋନା ସଚେତନତା

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କରୋନା ପାଇଁ ସମସ୍ତେ ଚିନ୍ତିତ । କିଭଳି କରୋନାକୁ ମୁକାବିଲା କରାଯାଇପାରିବ ସେ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟାପକ ବନ୍ଦୋବସ୍ତ କରିବା ସହ ସଚେତନତା ଜାରି ରଖିଛନ୍ତି । ତଥାପି କରୋନା ସଂକ୍ରମଣ ସଂଖ୍ୟା ବଢ଼ିଚାଲିଛି । ଏହା ଭିତରେ…
Read More...

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଛାତ୍ର ଗଣ୍ଡୋଗୋଳ ପଛରେ ଛାତ୍ର କଂଗ୍ରେସର ସଂମ୍ପୃକ୍ତି ରହିଥିବା ଅଭିଯୋଗ କଲା ବିଜେଡି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଛାତ୍ର ଗଣ୍ଡଗୋଳ ଘଟଣାରେ ଏବେ ରାଜନୀତି ପଶିଛି । ଏହି ଘଟଣାରେ ଛାତ୍ର କଂଗ୍ରେସର ସଂମ୍ପୃକ୍ତି ଥିବା ନେଇ ସମ୍ବାଦିକ ସମ୍ମିଳନୀରେ ବିଜୁ ଯୁବ ଛାତ୍ର ବିଜେଡି ଅଭିଯୋଗ କରିଛି । ଅନ୍ୟ ପକ୍ଷରେ ଭିଡିଓରେ ମାଡ ମାରୁଥିବା ଦୁଇ ମୁଖ୍ୟ…
Read More...

ସାଗୁନଭାଡିରେ ବଙ୍ଗୋମୁଣ୍ଡା ବ୍ଲକ ଯାଦବ ମହାସଭାର ସମ୍ମିଳନୀ : ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଯାଦବମାନେ…

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ମୁଣ୍ଡପଦର ପଂଚାୟତ ସାଗୁନଭାଡି ଗ୍ରାମର ଆମ୍ବତୋଟା ଠାରେ ବଙ୍ଗୋମୁଣ୍ଡା ବ୍ଲକ ଯାଦବ ମହାସଭାର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ଚଣ୍ଡୀ ସମଲେଇଙ୍କୁ ପୂଜାର୍ଚ୍ଚନା କରାଯିବା ପରେ…
Read More...

ସିନ୍ଧେକେଲାରେ କେଶହରୀୟା ହିନ୍ଦୁ ବାହିନୀର ବୈଠକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଶିବ ମନ୍ଦିର ପ୍ରାଙ୍ଗଣରେ କେଶରୀୟା ହିନ୍ଦୁ ବାହିନୀର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କେଶରୀୟା ହିନ୍ଦୁ ବାହିନୀର ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷ ନୌରାଜ ରଣାଙ୍କ ସଭାପତିତ୍ୱରେ…
Read More...

ବଲାଙ୍ଗିର ଜିଲ୍ଲାରେ ବି ଉପରମୁହାଁ ହେଉଛି କରୋନା : ଆଜି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୫୪

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଶ ଓ ରାଜ୍ୟରେ କରେନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ବଲାଙ୍ଗିର ଜିଲ୍ଲାରେ ମଧ୍ୟ ଉପରମୁହାଁ ହେଉଛି କରୋନା । ଆଜି ବଲାଙ୍ଗିର ଜିଲ୍ଲାରେ ୫୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଚଂଳ ୱାର୍ଡ ନଂ.…
Read More...

ବଢୁଛି ଖରାର ତାତି : ରାସ୍ତା ଘାଟରେ ନାହିଁ ପାଣି ଛତ୍ର : ଶୀତଳ ଜଳ ଗୃହରେ ଲାଗିନି ଫ୍ରିଜର୍ : ଥଣ୍ଡା ପାଣି ଖୋଜୁଛି…

ଦେଓଗାଁ, (ମନୀଷ କୁମାର ସାହୁ) : ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଆଶାତିତ ଭାବେ ବୃଦ୍ଧି ପାଇଛି । ଗତ କିଛି ଦିନ ହେଲା ଅଞ୍ଚଳରେ ଦିନର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବା ଦେଖାଯାଇଛି । ସକାଳ ୧୦ଟାରୁ ବେଶ ଗରମ ଅନୁଭୂତ ହେଉଛି । ତେବେ ଏପ୍ରିଲ ଆରମ୍ଭରୁ ତାପମାତ୍ରାର ଏଭଳି ବୃଦ୍ଧି…
Read More...

ଖଦ୍ୟୋତ ଅନୁଷ୍ଠାନ ତରଫରୁ କରୋନା ସଚେତନତା ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଲପଡା ଖଦ୍ୟୋତ ଅନୁଷ୍ଠାନ ତରଫରୁ ଆଠଗାଁ ପଂଚାୟତ କାଲିଝରଣ ଠାରେ କରୋନା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ସଭାପତିତ୍ୱରେ କାଲିଝରଣ ଗ୍ରାମବାସୀକୁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ଓ ବାରମ୍ବାର…
Read More...

ପୁଣି କରୋନାରେ ଗଡ଼ିଲା ମୁଣ୍ଡ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ବିକାଶ ମଲ୍ଟି ସ୍ପେସିଆଲେଟି ଚିକିତ୍ସାଳୟରେ ଆଜି ଜଣେ କରୋନା ସଂକ୍ରମିତଙ୍କ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁବରଣ ହୋଇଛି । ମୃତ ବ୍ୟକ୍ତି ଜଣକ ହେଲେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ମୂଳ ବାସିନ୍ଦା ପ୍ରଦୀପ ଅଗ୍ରୱାଲ(୫୨) । ସେ ଗତ ୨୭ ମାର୍ଚ୍ଚ…
Read More...