ରାଷ୍ଟ୍ରପତି ରାମନାଥ କୋବିନ୍ଦ ନେଲେ କୋଭିଡ଼ ଟୀକା
ନୂଆଦିଲ୍ଲୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ କରୋନା ଟୀକାକରଣର ପ୍ରଥମ ମାତ୍ରା ମଧ୍ୟ ମିଳିଛି । ରାଷ୍ଟ୍ରପତିଙ୍କ ସୂଚନା ଅନୁଯାୟୀ ରାଷ୍ଟ୍ରପତି ବୁଧବାର ଦିନ ଦିଲ୍ଲୀରେ ଅବସ୍ଥିତ ଆର୍ମି ଆରଆର ହସ୍ପିଟାଲକୁ ଯାଇ ଟୀକା ନେଇଛନ୍ତି । ୬୦ ବର୍ଷରୁ ଅଧିକ ବୟସ୍କ ଏବଂ ୪୫ ବର୍ଷରୁ ଅଧିକ ବୟସ୍କ!-->…
Read More...
Read More...