ଲକ୍ଷେଘର ଗଣ୍ଡା ସମାଜର ବୈଠକ
ପଦ୍ମପୁର, (ନିରୋଜ କୁମାର ପାଣୀ) : ଜାମସେଠ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଡୁଡୁକିଝରିଆ ଖେଳପଡିଆ ଠାରେ ଲକ୍ଷେଘର ଗଣ୍ଡା ସମାଜର ଏକ ସାଧାରଣ ବୈଠକ ପାଇକମାଲ ସର୍କିଲ ବ୍ଲକ ସଭାପତି ଧନୁ ଦୀପଙ୍କ ଆହ୍ୱାନ କ୍ରମେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଲକ୍ଷେଘର ଗଣ୍ଡା ସମାଜ ଜାମସେଠ ପଞ୍ଚାୟତ!-->…
Read More...
Read More...