Yearly Archives

2020

ଦୁଇ କୋଭିଡ ଆକ୍ରାନ୍ତ ଚିହ୍ନଟ ପରେ ଆତଙ୍କ

ଲୋଇସିଂହ, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକର ବୁର୍ଡା ଓ ଲୋଇସିଂହାରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଏକ ଆତଙ୍କର ବାତାବରଣ ଦେଖାଦେଇଛି । ଉଭୟ କେସ ପୁରୁଣା ହୋଇଥିବା ବେଳେ ଆକ୍ରାନ୍ତଙ୍କ ପରିବାର ଲୋକେ ଶତାଧିକ ବ୍ୟକ୍ତିଙ୍କ ସଂସ୍ପର୍ଶରେ
Read More...

ନୂଆଁଖାଇ ଉପଲକ୍ଷେ କୋଭିଡ୍ କଟକଣା କୋହଳ କରାଯିବା ପାଇଁ ସିଭିଲ ସୋସାଇଟି ପକ୍ଷରୁ ଦାବୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆମ ଅଂଚଳର କୃଷିଭିତ୍ତିକ ପବିତ୍ର ମହାନ ଗଣପର୍ବ ନୂଆଁଖାଇ ଆସନ୍ତା ୨୩ ତାରିଖରେ ପାଳନ କରାଯିବ । ଏହି ସମୟରେ କୋଭିଡ୍-୧୯ ପାଇଁ ଲାଗୁ କରାଯାଉଥିବା କଟକଣାକୁ କୋହଳ କରାଯିବା ନିମନ୍ତେ ସିଭିଲ ସୋସାଇଟି, ବଲାଙ୍ଗିର ଜିଲ୍ଲାପାଳଙ୍କ ଠାରେ ନିବେଦନ କରୁଛି ।
Read More...

କନଟେନମେଂଟ୍ ହଟିଲା

ବଲାଙ୍ଗିର, (କେପିଏନ୍ଏସ୍) : କରୋନା ସଂକ୍ରମଣ ସ୍ଥିତିକୁ ଅନୁଧ୍ୟାନ କରି ବଲାଙ୍ଗିର ପୌରାଂଚଳର ବେହେରାପାଲି ଏବଂ ୱାଡର଼୍ ନଂ.୧୯ ରୁଗୁଡ଼ିପଡ଼ାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି କନଟେନମେଂଟ୍ ଜୋନ୍ ଘୋଷଣାକୁ ହଟାଯାଇଛି । ତେବେ ବଲାଙ୍ଗିର ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କ ନିର୍ଦେଶ ଅନୁସାରେ
Read More...

ରଜ ଭଳି ନୂଆଁଖାଇ ସମୟରେ ମଧ୍ୟ କରୋନା କଟକଣାକୁ କୋହଳ କରାଯାଉ : ବଲାଙ୍ଗିର ଏକ୍ସନ କମିଟି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚାରି ମାସରୁ ଉର୍ଧ୍ବ ସମୟ ହେଲା କରୋନା କଟକଣା ଜାରୀ ରହିଛି । ସାମାଜିକ ଓ ଆର୍ଥିକ ବ୍ୟବସ୍ଥା ଭାଙ୍ଗିପଡିଥିବା ସତ୍ୱେ ଜନସାଧାରଣ ଏହାକୁ ଭରପୁର ସମର୍ଥନ ଓ ସହଯୋଗ କରିଛନ୍ତି । କିନ୍ତୁ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ସମୟରେ କରୋନା କଟକଣା ଅସହ୍ୟ ହେଉଛି
Read More...

ଲୋକକଳାକାରମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅଣଦେଖା!

ବଲାଙ୍ଗିର, (କେପିଏନ୍ଏସ୍) : କରୋନା ସଂକ୍ରମଣ କାଳରେ ସମସ୍ତ ବର୍ଗଙ୍କ ପାଇଁ ରାଜ୍ୟ ସରକାର ସହଯୋଗ ନିମନ୍ତେ ଯୋଜନା ପ୍ରଣୟନ କରିଥିବା ବେଳେ କଳାକାରମାନଙ୍କ ପ୍ରତି ଅଣଦେଖା କରିଥିବା ମନେ ହେଉଛି । ଏପରିକି ୫ ମାସ ପୂର୍ବରୁ କଳାକାରମାନଙ୍କଠାରୁ କାମ ନେଇ ରାଜ୍ୟ ସରକାର ସେମାନଙ୍କୁ ଉଚିତ୍
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ସର୍ବାଧିକ ୫୯ : ୩୩ ପୁରୁଣା ଓ ୨୬ ନୂଆ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲାରୁ ସର୍ବାଧିକ ୫୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୨୬ ଜଣ ନୂଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ୩୩ ଜଣ ପୁରୁଣା ରୋଗୀଙ୍କୁ ତାଲିକାରେ ସାମିଲ୍ କରାଯାଇଛି । ନୂଆ ତାଲିକାରୁ କରୋନା ଯୋଦ୍ଧାଙ୍କ ସହିତ ଟିଟିଲାଗଡ଼ ବ୍ଲକରୁ
Read More...

କବିତା : ଭଁଟାକେ ଯଉଛୁ ପହେଲା ହେଇ

ଦେଖରେ ପୁତା,ଭଁଟାକେ ଯଉଛୁ ପହେଲା ହେଇଆକାଶ ବଢେ଼ ଉସାର୍ ପିସାର୍ଯେତକି ଭଲକେ ସେତକି ଅସାର୍ଇନର୍ କଥା କାହିଁ ଜାନବୁ ତୁଇ! ଚାପର୍ ଏଡ଼କି ଗୁଡ଼ା ଭିତରେଦିନ୍ ସରୁଥିଲା ତୋର୍ବିପଦେ ଆପଦେ ତୋର୍ ଉପରେଆଏଁଖ୍ ଟେ ଥିଲା ମୋର୍ । ପାଆଁଲିଲା ତୋର୍ ଡେନା ଯେନ୍ତାଉଡ଼ବାର୍ ଶିଖାଲିଁ ତତେପଡ଼ି
Read More...

ବିଜାଖମନ ରାସ୍ତାରେ ବଢ଼ୁଛି ଲୁଟ୍ ତରାଜ୍ : ଜଣେ ଗିରଫ୍, ୪ ଫେରାର୍

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଟିଟିଲାଗଡ଼ ରୋଡ଼ରେ ବାରମ୍ବାର ଡକାୟତି, ଲୁଟ୍ ତରାଜ୍, ରାହାଜାନି ହେଉଥିବା ବେଳେ ଅସାମାଜିକ ତତ୍ତ୍ୱଙ୍କର କାୟା ବିସ୍ତାର ବିଢ଼ି ଚାଲିଛି । ସାମାନ୍ୟ ଟଙ୍କା ଲୁଟ୍ ପାଇଁ ଲହୁଲୁହାଣ ହେଉଛନ୍ତି ନିରୀହ ଲୋକେ । ଆଜି ଏହାର ଆଉ ଏକ ଉଦାହରଣ ଦେଖିବାକୁ
Read More...

ବରଗଡ଼ ନୁଁ ଫେର୍ ୧୦

ବରଗଡ଼, (କେପିଏନ୍ଏସ୍) : ଆଏଜ୍ ବରଗଡ଼ ନେ ଫେର୍ ୧୦ ଝନ୍ କରୋନା ସଂକ୍ରମିତ୍ ବାହାରିଛନ୍ । ଗଲାକାଲି ୫୧ ଝନ୍ ବାହାରିଥିଲେ । କରୋନା ସଂକ୍ରମଣ୍ କେ ନେଇ କରି ଲୋକ୍ ମାନକର୍ ଭିତ୍ରେ ଡର୍ ଡରନିଆଁ ଥିତି ଦେଖବାକେ ମିଲୁଛେ । ସାରା ଜିଲା ଥି କରୋନା ଖେପି ଚାଲିଛେ । କିଛି ବି ଛେକେନ୍ କେ ନେଇଁ
Read More...

କୁକୁଡାହାଡ ସରକାରୀ ପ୍ରାଥମିକ ସ୍କୁଲରେ ଚୋରୀ

 ୯ଟି ସିଂଲିଙ୍ଗ ପଙ୍ଖା, ୨ଟି ସମରସେବୁଲ ମୋଟର ଓ ପାଇପ ଚୋରୀ ସାଢେ ତିନି ବସ୍ତା ଏମଡିଏମ ଚାଉଳ ସହ କୋରେନଟାଇନ ସେଂଟରର ଜିନିଷ ପତ୍ର ମଧ୍ୟ ଚୋରୀ ହେଲାକଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ଥାନା ଅଧୀନସ୍ଥ କୁକୁଡାହାଡ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଚୋରୀ ହୋଇଥିବା ଘଟଣା ସୋମବାର
Read More...