Yearly Archives

2020

ଏଇ ସପ୍ତାହରେ ବାହାରିବ +୨ ବିଜ୍ଞାନ ଫଳାଫଳ

ଭୁବନେଶ୍ୱର, (କେପିଏନ୍ଏସ୍) : ଅଗଷ୍ଟ ୧୫ ତାରିଖ ସୁଦ୍ଧା +୨ ବିଜ୍ଞାନ ଫଳାଫଳ ପ୍ରକାଶ କରିବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି । ଏ ସଂପର୍କରେ ସଂପୃକ୍ତ ବିଭାଗ ପକ୍ଷରୁ ବିଧିବଦ୍ଧ ଘୋଷଣା ଦିନେ ଦୁଇ ଦିନ ଭିତରେ ହେବ ବୋଲି ବିଶ୍ୱାସ କରାଯାଉଛି । ସୂଚନା
Read More...

କାଳିଆ ଟଙ୍କା ଫେରସ୍ତ ପ୍ରକ୍ରିୟା ସ୍ଥଗିତ

ଭୁବନେଶ୍ୱର, (କେପିଏନ୍ଏସ୍) : ଅଯୋଗ୍ୟ କାଳିଆ ହିତାଧିକାରୀମାନଙ୍କଠାରୁ ଟଙ୍କା ଫେରସ୍ତ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ପ୍ରକି୍ରୟା ଚାଲିଥିଲା, ତାହା ଏବେ ସ୍ଥଗିତ କରାଯାଇଛି । ତେବେ ମହାମାରୀ କରୋନା ସଂକ୍ରମଣ ସମୟକୁ ଆଖି ଆଗରେ ରଖି ତଥା ଚାଷୀମାନଙ୍କ ଖରିଫ୍ ଚାଷରେ ବ୍ୟସ୍ତ ଥିବା
Read More...

ରାଜ୍ୟରେ ଆଜି ୧୫୨୮ ଜଣ ଆକ୍ରାନ୍ତ, ୧୪ ଜଣ ମୃତ

ଭୁବନେଶ୍ୱର, (କେପିଏନ୍ଏସ୍) : ରାଜ୍ୟରେ ଆଜି ୧୫୨୮ ଜଣ ପଜେଟିଭ୍ ବାହାରିଥିବା ବେଳେ ମହାମାରୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ୪୭,୪୫୫କୁ ବୃଦ୍ଧି ପାଇଛି । ପୁଣି ଆଜି ୧୪ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଇଛି । ତେବେ ଅନୁଗୁଳରୁ ୮, ବାଲେଶ୍ୱରରୁ ୪୩, ବରଗଡ଼ରୁ ୧୦, ଭଦ୍ରକରୁ ୭୦,
Read More...

ଦେଶରେ ଆଜି ଗତ ୨୪ ଘଂଟାରେ ୬୨,୦୬୪ ଆକ୍ରାନ୍ତ, ୧୦୦୭ ମୃତ

ନୂଆଦିଲ୍ଲୀ, (କେପିଏନ୍ଏସ୍) : ସବୁ ପ୍ରକାର ଆକଟକୁ ଅତିକ୍ରମ କରି କ୍ଷୀପ୍ର ବେଗରେ ବଢ଼ି ଚାଲିଛି କରୋନା । ଆଜି ୨୪ ଘଂଟା ମଧ୍ୟରେ ୬୨,୦୬୪ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୧୦୦୭ ଜଣଙ୍କର ମୃତ୍ୟୁ ଘଟିଥିବା ସରକାରୀ ସୂତ୍ରରେ କୁହାଯାଇଛି । ବର୍ତ୍ତମାନ ସୁଦ୍ଧା କରୋନା ୪୩ ହଜାର ୩୮୬
Read More...

ବର୍ଷାର ଦେଖା ନାହିଁ : ଚିନ୍ତାରେ ଚାଷୀ

ବଙ୍ଗୋମୁଣ୍ଡା (ହୁଲେଶ୍ୱର ହଂସ) : ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଅଞ୍ଚଳରେ ଚଳିତବର୍ଷ ମରୁଡି ଆଶଙ୍କା ସୃଷ୍ଟି ହୋଇଛି । କମ ବର୍ଷା ଯୋଗୁଁ ଚଳିତ ବର୍ଷ ସିନ୍ଧେକେଲା ଅଞ୍ଚଳର ବିଭିନ୍ନ ଗାଁ ଗୁଡିକରେ ଚାଷକାମ ବ୍ୟାହତ ହୋଇଛି । ଚାଷ କାମ ଆଗେଇ ପାରୁନ ଥିବାରୁ ଚାଷୀମାନେ ମୁଣ୍ଡରେ ହାତ ଦେଇ
Read More...

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କୃଷି ଭିତ୍ତିଭୂମି ପାଣ୍ଠି ବ୍ୟବସ୍ଥାରେ ଏକ ଲକ୍ଷ କୋଟି ଟଙ୍କାର ଅର୍ଥ ଯୋଗାଣ ପ୍ରକ୍ରିୟା…

• ପିଏମ-କିସାନ ଯୋଜନାର ଷଷ୍ଠ କିସ୍ତିରେ ପ୍ରାୟ ୮.୫ କୋଟି ଚାଷୀଙ୍କ ବ୍ୟାଙ୍କ ଖାତାକୁ ୧୭ ହଜାର କୋଟି ଟଙ୍କା ପ୍ରେରଣ କଲେ ପ୍ରଧାନମନ୍ତ୍ରୀ• କ୍ୟାବିନେଟ ଅନୁମୋଦନର ୩୦ ଦିନ ମଧ୍ୟରେ କେନ୍ଦ୍ରୀୟ ଯୋଜନାରେ କୃଷି ଭିତ୍ତିଭୂମି ପାଣ୍ଠିରୁ ୨୨୮୦ କୃଷକ ସମବାୟ ପାଇଁ ମଞ୍ଜୁର ହେଲା ଏକ ହଜାର କୋଟି
Read More...

ସମ୍ବଲପୁର କ୍ରୀଡା ହଷ୍ଟେଲରୁ ଫୁଟବଲ ଶୃଙ୍ଖଳାକୁ ଉଛେଦ କରାଯିବା ନିଷ୍ପତ୍ତି ଯୋଗୁଁ ଖେଳପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ

ସମ୍ବଲପୁର, (ଦାମୋଦର ପଣ୍ଡା) : ସମ୍ବଲପୁର କ୍ରୀଡା ହଷ୍ଟେଲରୁ ଫୁଟବଲ ଶୃଙ୍ଖଳାକୁ ଉଛେଦ କରାଯିବା ନିଷ୍ପତ୍ତି ଯୋଗୁଁ ଖେଳପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ମେହେର ଏସୋସିଏସନ ଓ ଅନ୍ୟାନ୍ୟ କ୍ଲବ ତରଫରୁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦେବା ପରେ ଜିଲ୍ଲାପାଳ ଏହି ନିଷ୍ପତ୍ତିର
Read More...

ସମ୍ବଲପୁର ଜିଲ୍ଲାରେ କରୋନା ଆକ୍ରାନ୍ତ ହଜାରେ ଟପିଲା

ସମ୍ବଲପୁର, (ଦାମୋଦର ପଣ୍ଡା) : ସମ୍ବଲପୁର ଜିଲ୍ଲାରେ ରବିବାର ନୂଆ କରୋନା ଆକ୍ରାନ୍ତ ୧୪ ଜଣ ସମସ୍ତେ ମହା ନଗର ନିଗମ ଅଞ୍ଚଳର ହୋଇଥିବା ବେଳେ ଏହି ସଂଖ୍ୟା ୧୦୦୧ରେ ପହଁଚିଛି । ଏହାର ମୁକାବିଲା ପାଇଁ ଭିମସାରରେ ଆଉ ଶହେ ଶଯ୍ୟାବିଶିଷ୍ଟ ଆଇସୋଲେସନ କେନ୍ଦ୍ର କାର୍ୟ୍ୟକ୍ଷମ ହୋଇଛି । ଅପରପକ୍ଷରେ
Read More...

ଲୋଇସିଂହା : ବିଶ୍ୱ ଆଦିବାସୀ ଦିବସ ପାଳିତ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ବିଶ୍ୱ ଆଦିବାସୀ ଦିବସ ଅବସରରେ ଲୋଇସିଂହା ଓ ଆଗଲପୁର ବ୍ଲକ ଆଦିବାସୀ ସଂଘର ମିଳିତ ଉଦ୍ୟମରେ ଲୋଇସିଂହାସ୍ଥିତ ଆଦିବାସୀ ଭବନରେ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଆଦିବାସୀଙ୍କ ମୂଳ ଦେବାଦେବୀଙ୍କ ପୂଜାର୍ଚ୍ଚନା ପରେ ବୀର
Read More...

ହରିଶଙ୍କରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଖପ୍ରାଖୋଲ, (ଜ୍ୟୋତି ରଂଜନ ପଣ୍ଡା) : ଖପ୍ରାଖୋଲ ବ୍ଲକ ପବିତ୍ର ତୀର୍ଥକ୍ଷେତ୍ର ହରିଶଙ୍କର ଠାରେ ସାମ୍ବାଦିକ ସଂଘ ଓ ଗନ୍ଧମାର୍ଦ୍ଧନ ସୁରକ୍ଷା ଯୁବ ପରିଷଦ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୋଭିଡ କଟକଣା ଯୋଗୁଁ ସାମାଜିକ ଦୂରତା ରଖି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା
Read More...