pakka

ସମ୍ବଲପୁର ଜିଲ୍ଲାରେ କରୋନା ଆକ୍ରାନ୍ତ ହଜାରେ ଟପିଲା

bbehera

ସମ୍ବଲପୁର, (ଦାମୋଦର ପଣ୍ଡା) : ସମ୍ବଲପୁର ଜିଲ୍ଲାରେ ରବିବାର ନୂଆ କରୋନା ଆକ୍ରାନ୍ତ ୧୪ ଜଣ ସମସ୍ତେ ମହା ନଗର ନିଗମ ଅଞ୍ଚଳର ହୋଇଥିବା ବେଳେ ଏହି ସଂଖ୍ୟା ୧୦୦୧ରେ ପହଁଚିଛି । ଏହାର ମୁକାବିଲା ପାଇଁ ଭିମସାରରେ ଆଉ ଶହେ ଶଯ୍ୟାବିଶିଷ୍ଟ ଆଇସୋଲେସନ କେନ୍ଦ୍ର କାର୍ୟ୍ୟକ୍ଷମ ହୋଇଛି । ଅପରପକ୍ଷରେ ଡାକ୍ତର, ନର୍ସ ଓ ଆଟେଣ୍ଡେଣ୍ଟଙ୍କ ପାଇଁ ୫୦ ଶଯ୍ୟା ବିଶିଷ୍ଟ ନୂତନ କୋଭିଡ ପ୍ରଯତ୍ନ କେନ୍ଦ୍ର ଖୋଲାଯାଉଛି । ଆଜିଠୁ ଲକ୍ଷଣ ନ ଥିବା ୩୫ ଜଣଙ୍କୁ ନିଜ ଘରେ ରଖି ଚିକିତ୍ସା ପାଇଁ ଅନୁମତି ଦିଆଯାଇଛି ।

jay balangir
Leave A Reply

Your email address will not be published.

three + one =