Browsing Tag

koshalaprabaha

ଆଜି ବଲାଙ୍ଗିର ଜିଲ୍ଲାରୁ ୩୧ : ବଲାଙ୍ଗିର ପୌରାଂଚଳରୁ ୧୫

ବଲାଙ୍ଗିର, (କେପିଏନ୍ଏସ୍) : ଆଜି ବଲାଙ୍ଗିର ଜିଲ୍ଲାରୁ ୩୧ ଜଣ କରୋନା ପଜେଟିଭ୍ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ କେବଳ ୧୫ ଜଣ ସାମିଲ୍ ଅଛନ୍ତି । ସମୁଦାୟ ସଂକ୍ରମିତଙ୍କ ମଧ୍ୟରେ ୯ ଜଣ ମହିଳା ରହିଥିବା ସରକାରୀ ସୂଚନାରେ କୁହାଯାଇଛି । ତେବେ ବଲାଙ୍ଗିର ପୌରାଂଚଳର
Read More...

ବଲାଙ୍ଗିର ଜିଲ୍ଲାରୁ ଆଜି ୨୭ ଜଣ ଆକ୍ରାନ୍ତ : ବଲାଙ୍ଗିର ପୌରାଂଚଳରୁ ୨୫

ବଲାଙ୍ଗିର, (କେପିଏନ୍ଏସ୍) : ଆଜି ବଲାଙ୍ଗିର ଜିଲ୍ଲାରୁ ୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୩ ଜଣ ମହିଳା ଓ ୧୪ ଜଣ ପୁରୁଷ ରହିଛନ୍ତି ବୋଲି ସରକାରୀ ସୂତ୍ରରେ କୁହାଯାଇଛି । ତେବେ ବଲାଙ୍ଗିର ପୌରାଂଚଳରୁ ଆଜି ୨୫ ଜଣ ଏବଂ ଗୁଡ଼ଭେଲା ବ୍ଲକର କୁରେଇଭନାରୁ ଜଣେ
Read More...

କାଳିଆ ଟଙ୍କା ଫେରସ୍ତ ପ୍ରକ୍ରିୟା ସ୍ଥଗିତ

ଭୁବନେଶ୍ୱର, (କେପିଏନ୍ଏସ୍) : ଅଯୋଗ୍ୟ କାଳିଆ ହିତାଧିକାରୀମାନଙ୍କଠାରୁ ଟଙ୍କା ଫେରସ୍ତ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ପ୍ରକି୍ରୟା ଚାଲିଥିଲା, ତାହା ଏବେ ସ୍ଥଗିତ କରାଯାଇଛି । ତେବେ ମହାମାରୀ କରୋନା ସଂକ୍ରମଣ ସମୟକୁ ଆଖି ଆଗରେ ରଖି ତଥା ଚାଷୀମାନଙ୍କ ଖରିଫ୍ ଚାଷରେ ବ୍ୟସ୍ତ ଥିବା
Read More...

ରାଜ୍ୟରେ ଆଜି ୧୫୨୮ ଜଣ ଆକ୍ରାନ୍ତ, ୧୪ ଜଣ ମୃତ

ଭୁବନେଶ୍ୱର, (କେପିଏନ୍ଏସ୍) : ରାଜ୍ୟରେ ଆଜି ୧୫୨୮ ଜଣ ପଜେଟିଭ୍ ବାହାରିଥିବା ବେଳେ ମହାମାରୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ୪୭,୪୫୫କୁ ବୃଦ୍ଧି ପାଇଛି । ପୁଣି ଆଜି ୧୪ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଇଛି । ତେବେ ଅନୁଗୁଳରୁ ୮, ବାଲେଶ୍ୱରରୁ ୪୩, ବରଗଡ଼ରୁ ୧୦, ଭଦ୍ରକରୁ ୭୦,
Read More...

ସମ୍ବଲପୁର କ୍ରୀଡା ହଷ୍ଟେଲରୁ ଫୁଟବଲ ଶୃଙ୍ଖଳାକୁ ଉଛେଦ କରାଯିବା ନିଷ୍ପତ୍ତି ଯୋଗୁଁ ଖେଳପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ

ସମ୍ବଲପୁର, (ଦାମୋଦର ପଣ୍ଡା) : ସମ୍ବଲପୁର କ୍ରୀଡା ହଷ୍ଟେଲରୁ ଫୁଟବଲ ଶୃଙ୍ଖଳାକୁ ଉଛେଦ କରାଯିବା ନିଷ୍ପତ୍ତି ଯୋଗୁଁ ଖେଳପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ମେହେର ଏସୋସିଏସନ ଓ ଅନ୍ୟାନ୍ୟ କ୍ଲବ ତରଫରୁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦେବା ପରେ ଜିଲ୍ଲାପାଳ ଏହି ନିଷ୍ପତ୍ତିର
Read More...

ସମ୍ବଲପୁର ଜିଲ୍ଲାରେ କରୋନା ଆକ୍ରାନ୍ତ ହଜାରେ ଟପିଲା

ସମ୍ବଲପୁର, (ଦାମୋଦର ପଣ୍ଡା) : ସମ୍ବଲପୁର ଜିଲ୍ଲାରେ ରବିବାର ନୂଆ କରୋନା ଆକ୍ରାନ୍ତ ୧୪ ଜଣ ସମସ୍ତେ ମହା ନଗର ନିଗମ ଅଞ୍ଚଳର ହୋଇଥିବା ବେଳେ ଏହି ସଂଖ୍ୟା ୧୦୦୧ରେ ପହଁଚିଛି । ଏହାର ମୁକାବିଲା ପାଇଁ ଭିମସାରରେ ଆଉ ଶହେ ଶଯ୍ୟାବିଶିଷ୍ଟ ଆଇସୋଲେସନ କେନ୍ଦ୍ର କାର୍ୟ୍ୟକ୍ଷମ ହୋଇଛି । ଅପରପକ୍ଷରେ
Read More...

ଲୋଇସିଂହା : ବିଶ୍ୱ ଆଦିବାସୀ ଦିବସ ପାଳିତ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ବିଶ୍ୱ ଆଦିବାସୀ ଦିବସ ଅବସରରେ ଲୋଇସିଂହା ଓ ଆଗଲପୁର ବ୍ଲକ ଆଦିବାସୀ ସଂଘର ମିଳିତ ଉଦ୍ୟମରେ ଲୋଇସିଂହାସ୍ଥିତ ଆଦିବାସୀ ଭବନରେ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଆଦିବାସୀଙ୍କ ମୂଳ ଦେବାଦେବୀଙ୍କ ପୂଜାର୍ଚ୍ଚନା ପରେ ବୀର
Read More...

ହରିଶଙ୍କରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଖପ୍ରାଖୋଲ, (ଜ୍ୟୋତି ରଂଜନ ପଣ୍ଡା) : ଖପ୍ରାଖୋଲ ବ୍ଲକ ପବିତ୍ର ତୀର୍ଥକ୍ଷେତ୍ର ହରିଶଙ୍କର ଠାରେ ସାମ୍ବାଦିକ ସଂଘ ଓ ଗନ୍ଧମାର୍ଦ୍ଧନ ସୁରକ୍ଷା ଯୁବ ପରିଷଦ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୋଭିଡ କଟକଣା ଯୋଗୁଁ ସାମାଜିକ ଦୂରତା ରଖି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା
Read More...

ଗୋଟିଏ ଦିନରେ ୭,୧୯,୩୬୪ ନମୁନା ପରୀକ୍ଷା କରି ନୂତନ ଶିଖର ଛୁଇଁଛି ଭାରତ

• ଏବେ ସମୁଦାୟ ପରୀକ୍ଷଣ ସଂଖ୍ୟା ୨,୪୧,୦୬,୫୩୫ ଗୋଟିଏ ଦିନରେ ୭ ଲକ୍ଷରୁ ଅଧିକ ପରୀକ୍ଷା କରି ଭାରତ ଏକ ସଫଳତାର ଶୀର୍ଷରେ ପହଞ୍ଚିଛି । ଗତ କିଛି ଦିନ ଧରି ୬ ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରୁଥିବା ଭାରତ ଗତକାଲି ୨୪ ଘଣ୍ଟା ମଧ୍ୟରେ ୭,୧୯,୩୬୪ ନମୁନା ପରୀକ୍ଷା କରିଛି ।ଏହିଭଳି ଦୈନିକ
Read More...