Browsing Tag

sambalpur

କେନାଲରେ ଗାଧୋଉଥିବା ବେଳେ ଭାସିଗଲେ ବୃଦ୍ଧ

ସମ୍ବଲପୁର : ସମ୍ବଲପୁର ବୁର୍ଲା ପାଓ୍ୱାର କେନାଲର ବିଷ୍ଣୁ ମନ୍ଦିର ପଡ଼ାଘାଟରେ ଗାଧୋଉଥିବା ବେଳେ ଭାସିଗଲେ ବୃଦ୍ଧ । ନିଖୋଜ ବୃଦ୍ଧ ଜଣକ ବିଷ୍ଣୁ ମନ୍ଦିର ପଡ଼ାର ହରି ସାହୁ ବୋଲି ଜଣାପଡିଛି । ଖବର ଅନୁଯାୟୀ, ବୁର୍ଲା ପାଓ୍ୱାର କେନାଲରେ ବୃଦ୍ଧ ଜଣକ ଗାଧୋଉଥିବା ବେଳେ ହଠାତ୍‌ ବୃଦ୍ଧ ହରି
Read More...

କୋଭିଡ ସଂକ୍ରମଣକୁ ନଜରରେ ରଖି ଜରୁରୀ ନୋଟିସ ଜାରି କରିଛି ସମ୍ବଲପୁର ବିଶ୍ୱ ବିଦ୍ୟାଳୟ

ସମ୍ବଲପୁର : କୋଭିଡ ସଂକ୍ରମଣକୁ ନଜରରେ ରଖି ଜରୁରୀ ନୋଟିସ ଜାରି କରିଛି ସମ୍ବଲପୁର ବିଶ୍ୱ ବିଦ୍ୟାଳୟ । ପିଜି ହଷ୍ଟେଲ ୱାର୍ଡେନ ପ୍ରଫେସର ବି. ଶତପଥୀ ଏହି ନୋଟିସ ଜାରି କରିଛନ୍ତି । କୋଭିଡ ନିୟମ କଡାକଡି କରିବା ପାଇଁ ନୋଟିସରେ ଉଲ୍ଲେଖ ରହିଛି । ସନ୍ଧ୍ୟା ୭ ଟା ୩୦ ଭିତରେ ହଷ୍ଟେଲକୁ
Read More...

ଧର୍ମାନୁଷ୍ଠାନ ଖୋଲିବାକୁ ଦାବୀ

ସମ୍ବଲପୁର, (ଦାମୋଦର ପଣ୍ଡା) : କୋଭିଡ କଟକଣା ସହ ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନଗୁଡିକ ଖୋଲିବା ପାଇଁ ୱାର୍ଲଡ ହ୍ୟୁମାନ ରାଇଟ ପ୍ରୋଟେକ୍ସନ ଅର୍ଗାନାଇଜେସନ୍ ପକ୍ଷରୁ ଦାବୀ କରି ଜିଲ୍ଲାପାଳଙ୍କୁ ଦାବୀପତ୍ର ଦିଆଯାଇଛି । ଏହା ସମସ୍ତଙ୍କ ଧର୍ମୀୟ ଭାବନାକୁ ଆଘାତ କରୁଛି ବୋଲି କୁହାଯାଇଛି ।
Read More...

ଶବଦାହ ପାଇଁ ସମ୍ବଲପୁର ରାଜଘାଟରେ ଥିବା ବୈଦ୍ୟୁତିକ ଚୁଲା ଅଚଳ

ସମ୍ବଲପୁର, (ଦାମୋଦର ପଣ୍ଡା) : ଶବଦାହ ପାଇଁ ସମ୍ବଲପୁର ରାଜଘାଟରେ ଥିବା ବୈଦ୍ୟୁତିକ ଚୁଲା ରବିବାର ଅଚଳ ହୋଇଯାଇଛି, ଏହାର କଏଲ ପୋଡି ଯାଇଥିବା ବେଳେ କୋଲକାତାରୁ କମ୍ପାନୀ ମିସ୍ତ୍ରୀ ଆସିଲେ ଯାଇ କାର୍ୟ୍ୟକ୍ଷମ ହୋଇ ପାରିବ । ବର୍ତମାନ ସ୍ଥିତିରେ କେବଳ ପରିବେଶ ଦୃଷ୍ଟିରୁ ନୁହେଁ, କୋଭିଡ
Read More...

ସମ୍ବଲପୁର କ୍ରୀଡା ହଷ୍ଟେଲରୁ ଫୁଟବଲ ଶୃଙ୍ଖଳାକୁ ଉଛେଦ କରାଯିବା ନିଷ୍ପତ୍ତି ଯୋଗୁଁ ଖେଳପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ

ସମ୍ବଲପୁର, (ଦାମୋଦର ପଣ୍ଡା) : ସମ୍ବଲପୁର କ୍ରୀଡା ହଷ୍ଟେଲରୁ ଫୁଟବଲ ଶୃଙ୍ଖଳାକୁ ଉଛେଦ କରାଯିବା ନିଷ୍ପତ୍ତି ଯୋଗୁଁ ଖେଳପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ମେହେର ଏସୋସିଏସନ ଓ ଅନ୍ୟାନ୍ୟ କ୍ଲବ ତରଫରୁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦେବା ପରେ ଜିଲ୍ଲାପାଳ ଏହି ନିଷ୍ପତ୍ତିର
Read More...

ସମ୍ବଲପୁର ଜିଲ୍ଲାରେ କରୋନା ଆକ୍ରାନ୍ତ ହଜାରେ ଟପିଲା

ସମ୍ବଲପୁର, (ଦାମୋଦର ପଣ୍ଡା) : ସମ୍ବଲପୁର ଜିଲ୍ଲାରେ ରବିବାର ନୂଆ କରୋନା ଆକ୍ରାନ୍ତ ୧୪ ଜଣ ସମସ୍ତେ ମହା ନଗର ନିଗମ ଅଞ୍ଚଳର ହୋଇଥିବା ବେଳେ ଏହି ସଂଖ୍ୟା ୧୦୦୧ରେ ପହଁଚିଛି । ଏହାର ମୁକାବିଲା ପାଇଁ ଭିମସାରରେ ଆଉ ଶହେ ଶଯ୍ୟାବିଶିଷ୍ଟ ଆଇସୋଲେସନ କେନ୍ଦ୍ର କାର୍ୟ୍ୟକ୍ଷମ ହୋଇଛି । ଅପରପକ୍ଷରେ
Read More...
error: Content is protected !!