pakka

ବରଗଡ଼ ନୁଁ ଫେର୍ ୧୦

bbehera

ବରଗଡ଼, (କେପିଏନ୍ଏସ୍) : ଆଏଜ୍ ବରଗଡ଼ ନେ ଫେର୍ ୧୦ ଝନ୍ କରୋନା ସଂକ୍ରମିତ୍ ବାହାରିଛନ୍ । ଗଲାକାଲି ୫୧ ଝନ୍ ବାହାରିଥିଲେ । କରୋନା ସଂକ୍ରମଣ୍ କେ ନେଇ କରି ଲୋକ୍ ମାନକର୍ ଭିତ୍ରେ ଡର୍ ଡରନିଆଁ ଥିତି ଦେଖବାକେ ମିଲୁଛେ । ସାରା ଜିଲା ଥି କରୋନା ଖେପି ଚାଲିଛେ । କିଛି ବି ଛେକେନ୍ କେ ନେଇଁ ମାନବାର୍ କରୋନା । ଆଏଜ ତକ ବରଗଡ଼ ଜିଲାର ୩ ଝନକର ଜୀବନ ବି ଗଲାନ’ ଇ ବେମାର ଥି ।

jay balangir
Leave A Reply

Your email address will not be published.

eleven − 2 =