ମକଡ୍ରିଲ୍ କରୁଥିବା ବେଳେ ପାଣିରେ ବୁଡି ଜଣେ ଯବାନଙ୍କ ମୃତ୍ୟୁ
ବୌଦ୍ଧ,(ବଂଶୀଧର ମାଝୀ): ବୌଦ୍ଧ ଜିଲ୍ଲା ବଲାସିଙ୍ଗାଠାରେ ଚାଲିଥିବା ପଞ୍ଚମ ଆଇ.ଆର.ବି. ବାଟାଲିୟନର ଓଡ୍ରାଫ ୟୁନିଟର ଯବାନମାନେ ଆଜି ବଉଦ ମହାନଦୀର ଅପରପାର୍ଶ୍ୱରେ ମକଡ୍ରିଲ୍ କରୁଥିବା ବେଳେ ପାଣିରେ ବୁଡି ଜଣେ ଯବାନ ମୃତ୍ୟୁବରଣ କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ କିଆକଟା ପାଶ୍ୱର୍ରେ!-->…
Read More...
Read More...