କଂଟାବାଂଜିର ୱାର୍ଡ ନଂ.୧୦, ୧୧, ୨ ଓ ୫ରୁ କଣ୍ଟେନମେଣ୍ଟ ହଟିଲା

କଂଟାବାଂଜି, (ଗୁରୁଦୟାଲ ହଂସ) : କରୋନା ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି କଂଟାବାଂଜିର ୱାର୍ଡ ନଂ.୧୦, ୧୧, ୨ ଓ ୫ରୁ କଣ୍ଟେନମେଣ୍ଟ ଓ ବଫର୍ ଜୋନକୁ ହଟାଇବାକୁ ନିର୍ଦେଶ ଦେଇଛନ୍ତି ବଲାଙ୍ଗିର ଜିଲ୍ଲାପାଳ ଅରିନ୍ଦମ ଡାକୁଆ । ଏହା ଆଜି ରାତି ୧୨ଟା ପରଠାରୁ ଏହି ନିର୍ଦେଶ ଲାଗୁ ହେବ ବୋଲି ମଧ୍ୟ କୁହାଯାଇଛି ।

Leave A Reply

Your email address will not be published.