କବିତା : 🌱ଚାକିରିଆ କବି🌱
ଚାକିରିଆ କବି କେବେ ବିମନଖୋଲି ଲେଖି ପାରିବନି କବିତାସତକୁ ସତ, ମିଛକୁ ମିଛ କହିଦେଲେବଦଳି ଯାଇ ପାରେ ତା'ର ଚରିତ୍ର ପଞ୍ଜିକା
ତା' ଉପର ହାକିମଙ୍କ କଟୁକଥାତା' ସହକର୍ମୀ ପ୍ରତି ଦୁର୍ବଳତାତାକୁ ନେଇ ବି ଲେଖି ପାରିଥାନ୍ତାଗୋଟିଏ ଗୋଟିଏ କବିତାସବୁ ଭାବନାକୁ ଅବଦମିତ!-->!-->!-->…
Read More...
Read More...