Yearly Archives

2020

କଂଟାବାଂଜିରେ ଜବର୍ ଦଖଲ୍ ଉଚ୍ଛେଦ କାର୍ଯ୍ୟକ୍ରମ

କଂଟାବାଂଜି, (ଗୁରୁଦୟାଲ ହଂସ) : ସ୍ଥାନୀୟ ଝାଙ୍କରପଡ଼ା ସ୍ଥିତ ପିଏଚଡ଼ି ପମ୍ପ ହାଉସ୍ ପାଖରେ ପ୍ରଶାସନ ପକ୍ଷରୁ ଜବର୍ ଦଖଲ୍ ଉଚ୍ଛେଦ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ତେବେ ପିଡ଼ବ୍ଲୁଡ଼ି ରାସ୍ତା ଉପରେ ଜବର୍ ଦଖଲ୍ ସ୍ଥାନରେ ନିର୍ମିତ ହୋଇଥିବା ୬ଟି ଦୋକାନ ଗୃହ ଭଂଗା ଯିବାକୁ ପ୍ରଶାସନ ପକ୍ଷରୁ
Read More...

ବିଜେପି କର୍ମୀ ଲୋକନାଥ ହତ୍ୟା ମାମଲା : ଗୃହ ବିଭାଗକୁ ଚିଠି ଲେଖିଲେ ଜିଲ୍ଲାପାଳ

ବୌଦ୍ଧ,(ବଂଶୀଧର ମାଝୀ): କଣ୍ଟାମାଳ ଥାନା ଅଧିନ ଖମନମୁଣ୍ଡା ପଞ୍ଚାୟତ ସିଆଲିଝୁଲି ଗ୍ରାମର ବହୁଚର୍ଚ୍ଚିତ ବିଜେପି କର୍ମୀ ଲୋକନାଥ ପ୍ରଧାନ ହତ୍ୟା ମାମଲାର ଉପଯୁକ୍ତ ତଦନ୍ତ ଦାବିରେ ବିଜେପି ପକ୍ଷରୁ ହୋଇଥିବା ସିବିଆଇ ତଦନ୍ତ ଦାବି ସଂପର୍କରେ ଗତକାଲି ବୌଦ୍ଧ ଜିଲ୍ଲାପାଳ ରାଜ୍ୟ ଗୃହ ବିଭାଗର
Read More...

ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, ୧୪/୮: ଆଜି ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ସଂଘର ଲାଇବ୍ରେରୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ହରିନାରାୟଣ ପୂଜାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସାଧାରଣ ସଂପାଦକ ବଳରାମ ମିଶ୍ର ସଂପାଦକୀୟ ବିବରଣୀ ପାଠ କରିଥିଲେ ।
Read More...

ବଲାଙ୍ଗିର ଜିଲ୍ଲାରୁ ଆଜି ୭ ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍ଏସ୍) : ଆଜି ବଲାଙ୍ଗିର ଜିଲ୍ଲାରୁ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ବଲାଙ୍ଗିର ସହରର ୫ ଜଣ ଚିହ୍ନଟ ହୋଇଥିବା ବେଳେ ୨ ଜଣ ଗ୍ରାମାଂଚଳର ବୋଲି ସରକାରୀ ରିପୋର୍ଟରେ ଦର୍ଶା ଯାଇଛି । ବଲାଙ୍ଗିର ପୌରାଂଚଳର ଲେକଚର୍ କଲୋନୀରୁ ୨, ଆନଂଦନଗରରୁ ୧ ଏବଂ ପୋଲିସ
Read More...

ଲଘୁଚାପ ବର୍ଷାରେ ଭାଙ୍ଗିଲା ଘର

ବୌଦ୍ଧ,(ବଂଶୀଧର ମାଝୀ): ଗତକାଲି ବିଳମ୍ବିତ ରାତିରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ବୌଦ୍ଧ ବ୍ଳକ ଖୁଣ୍ଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ଜହ୍ନାପଙ୍କ ଗ୍ରାମର ପିତ୍ତ ଛତ୍ରଙ୍କ ଚାଳ ଛପର ଘର କାନ୍ଥ ଭାଙ୍ଗିଯାଇଛି । ତେବେ ଘରେ ଶୋଇଥିବା ପରିବାରର ୬ ଜଣ ସଦସ୍ୟ ଅଳ୍ପକେ ବର୍ତ୍ତିଯାଇଛନ୍ତି । ସୂଚନା
Read More...

ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା କେବୁଲ ବୋଝେଇ ଆଇଚର : ଅଳ୍ପକେ ବର୍ତିଲେ ଚାଳକ

ବୌଦ୍ଧ,(ବଂଶୀଧର ମାଝୀ): ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଖୋର୍ଦ୍ଧା-ବଲାଙ୍ଗୀର ନଂ.୫୭ ଜାତୀୟ ରାଜପଥ ପୁରୁଣା କଟକ ଥାନା ଆଡେନିଗଡ଼ ଫାଣ୍ଡି ଅଧିନ ରାଣିଗଞ୍ଜ ନିକଟରେ ଏକ ଆଇଚର ଗାଡି ଭାରସାମ୍ୟ ହରାଇ ରାସ୍ତା ତଲକୁ ଖସି ପଡିଥିବା ଜଣା ପଡ଼ିଛି । ଗାଡିଟି ଭୁବନେଶ୍ୱରରୁ କେବୁଲ ବୋଝେଇ କରି
Read More...

ସଂବିତ ପାତ୍ରଙ୍କ ଗିରଫ ଦାବୀ କଲା ବଲାଙ୍ଗିର ଯୁବ କଂଗ୍ରେସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଆଦର୍ଶ ଟାଉନ ଥାନାରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସଂବିତ ପାତ୍ରଙ୍କ ଗିରଫ ଦାବୀ କରିଛି ବଲାଙ୍ଗିର ଯୁବ କଂଗ୍ରେସ । ଅଭିଯୋଗ କରାଯାଇଛି ଯେ, ସଂବିତ ପାତ୍ରଙ୍କର ଅପମାନସୂଚକ ମନ୍ତବ୍ୟ ଓ ଦୁର୍ବବ୍ୟବହାରରେ ଭାରତୀୟ ଜାତୀୟ କଂଗ୍ରେସର
Read More...

ଦେଶରେ ୬୪,୫୩୩ ଓ ଓଡ଼ିଶାରୁ ୧୯୭୭ ଆକ୍ରାନ୍ତ ଚିହ୍ନଟ : ଖୋର୍ଦ୍ଧାରୁ ସର୍ବାଧିକ ୩୩୨

ଭୁବନେଶ୍ୱର, (କେପିଏନ୍ଏସ୍) : ଗତ ୨୪ ଘଂଟା ମଧ୍ୟରେ ଦେଶରେ ୬୪,୫୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଓଡ଼ିଶାରୁ ସର୍ବାଧିକ ୧୯୭୭ ଜଣ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଅନୁଗୁଳରୁ ୨, ବାଲେଶ୍ୱରରୁ ୫୬, ବରଗଡ଼ରୁ ୨୨, ଭଦ୍ରକରୁ ୧୧୮, ବଲାଙ୍ଗିରରୁ ୭, ବୌଦ୍ଧରୁ ୫, କଟକରୁ
Read More...

ଶିକ୍ଷକତା ପେସା, କିନ୍ତୁ କୋଶଲୀ ସଙ୍ଗୀତ ନିଶା : ଜନକ ସେଠ

ସଇଁନ୍ତଲା, (ଅଜିତ କୁମାର ସାହୁ) : : ଛୋଟ ବେଳୁ ରେଡିଓରେ ଗୀତ ଶୁଣୁ ଣୁଣୁ କୋଶଲୀ ଗୀତ ପ୍ରତି ଆକୃଷ୍ଟ ହେଇଥିଲେ । ଧିରେ ଧିରେ ନିଜେ ଲେଖି ଗାଇବା ଆରମ୍ଭ କଲେ । ଗୀତ ଲେଖି ଆକାଶବାଣୀ ସମ୍ବଲପୁର କେନ୍ଦ୍ରକୁ ଗୀତ ମଧ୍ୟ ପଠାଉଥିଲେ । ନବୋଦୟ ବିଦ୍ୟାଳୟ ବେଲପଡାରେ ପଢ଼ିବା ସମୟରେ ସାଙ୍ଗ ସାଥୀ
Read More...

ରେଳବାଇ ବୋର୍ଡ ଅଧ୍ୟକ୍ଷଙ୍କ ଦ୍ୱାରା ଇ-ପାସ୍‌ ମଡ୍ୟୁଲ ଉଦ୍‌ଘାଟିତ

• ଏଚ୍‌ଆରଏମ୍‌ଏସ୍‌ ପ୍ରକଳ୍ପ ଅଧୀନରେ ଏହି ମଡ୍ୟୁଲ ସିଆରଆଇଏସ୍‌ ଦ୍ୱାରା ବିକଶିତ• ଏହା ଅନ୍‌ଲାଇନ ପାସ୍‌ ଜେନେରେସନ ଏବଂ ରେଳ କର୍ମଚାରୀଙ୍କ ଟିକେଟ ବୁକିଂରେ ସହାୟକ ହେବ• ରେଳ କର୍ମଚାରୀ ଯେକୌଣସି ସ୍ଥାନରୁ ଅନ୍‌ଲାଇନ ପାସ୍‌ ପାଇଁ ଆବେଦନ ଏବଂ ଇ-ପାସ୍‌ ଜେନେରେଟ କରିପାରିବେ
Read More...