Daily Archives

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆତଙ୍କବାଦକୁ ଘେରିବାରୁ ପାକିସ୍ତାନକୁ ରକ୍ଷା କରିବାକୁ ଓହ୍ଲାଇଲା ଚୀନ୍

ଇସଲାମାବାଦ : ଆତଙ୍କବାଦକୁ ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାକିସ୍ତାନ ଉପରେ ବର୍ଷିବା ସମୟରେ ପାକିସ୍ତାନର ଘନିଷ୍ଠ ବନ୍ଧୁ ଚୀନ୍ ସାହାଯ୍ୟ କରିବାକୁ ତୁରନ୍‌ନ୍ତ ଓହ୍ଲାଇ ଆସିଛି । ଆତଙ୍କବାଦ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଅନ୍ତର୍ଜାତୀୟ ସମାଲୋଚନାର ଶିକାର
Read More...

ନିଜକୁ ସୁସ୍ଥ ରଖିବାର ସୁଗମ ଉପାୟ

ସୁସ୍ଥ ରହିବାକୁ ସମସ୍ତଙ୍କ ପସନ୍ଦ, କିନ୍ତୁ ସୁସ୍ଥ ରହିବାକୁ ଉଦ୍ୟମ କରିବା ଦିଗରେ ସମସ୍ତେ ସଚେତନ ରୁହନ୍ତି ନାହିଁ । ଯାହାଫଳରେ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡେ଼ । ସମୟ ସମୟରେ ଖୁବ୍‌ ବେଶୀ ସ୍ୱାସ୍ଥ୍ୟ ବିଗିଡ଼ିବା କାରଣରୁ ଅଯଥାରେ ଗୁଡ଼ାଏ କଷ୍ଟ ଉପାର୍ଜିତ ଅର୍ଥ ବି ଖର୍ଚ୍ଚ
Read More...

ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଂଚଳରେ ସାଁସ୍ କାର୍ଯ୍ୟକ୍ରମ ଆରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଂଚଳରେ କେନ୍ଦ୍ର ସରକାର ଓ ଓଡ଼ିଶା ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ସାଁସ୍ କାର୍ଯ୍ୟକ୍ରମ ପାଇଁ ପାଇକମାଲ ବ୍ଲକ ସ୍ଥିତ ସଭାଗୃହ ଠାରେ ଇତି ମଧ୍ୟରେ ସମସ୍ତ ମହିଳା ସ୍ବାସ୍ଥ୍ୟକର୍ମୀ
Read More...

ଗୋବର୍ଦ୍ଧନ ଆଶ୍ରମରେ ୨ ସାଧୁଙ୍କ ସନ୍ଦେହଜନକ ମୃତ୍ୟୁ, ତୃତୀୟ ଜଣଙ୍କ ଅବସ୍ଥା ଗୁରୁତର

ନୂଆଦିଲ୍ଲୀ : ମଥୁରାର ଗୋବର୍ଦ୍ଧନ ଆଶ୍ରମରେ ଦୁଇ ସାଧୁଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ସାଧୁଙ୍କ ଅବସ୍ଥା ଗୁରୁତର ରହିଥିବା ଖବରରେ କୁହାଯାଇଛି । ଦୁଇ ସାଧୁଙ୍କର ସନ୍ଦେହଜନକ ମୃତ୍ୟୁଚୁ ନେଇ ନାନା ପ୍ରକାର ଚର୍ଚ୍ଚା ଚାଲିଛି । ସୂଚନା ଅନୁସାରେ ତିନି ସାଧୁ ଗୋବର୍ଦ୍ଧନ ମାର୍ଗର ଗିରିରାଜ
Read More...

ସ୍କୁଲ ବନ୍ଦ ପ୍ରସଙ୍ଗରେ ଆତ୍ମହତ୍ୟା ଧମକ ଦେଲେ କଂଗ୍ରେସ ବିଧାୟକ ତାରା ବାହିନୀପତି

ଭୁବନେଶ୍ୱର : ସାରା ରାଜ୍ୟରେ ସ୍କୁଲ ବନ୍ଦକୁ ନେଇ ତୁ‌ମ୍ବି ତୋଫାନ୍‌ ଦେଖା ଦେଇଥିବା ବେଳେ ସ୍କୁଲ ବନ୍ଦ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ତାରା ବାହିନୀପତି ଆତ୍ମହତ୍ୟା ଧମକ ଦେଇଛନ୍ତି । ନିଷ୍ପତ୍ତି ପ୍ରତ୍ୟାହାର ନ କଲେ ବିଧାନସଭାରେ ଆତ୍ମାହୁତି ଦେବି । ବେକ କାଟି ମରିବି ବୋଲି କଂଗ୍ରେସ
Read More...

ଶବ୍ଦ ନୃତ୍ୟ ଗୁରୁ ଭଗବାନ ସାହୁଙ୍କ ଶ୍ରାଦ୍ଧ ଦିବସ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଶବ୍ଦ ନୃତ୍ୟ ଗୁରୁ ଭଗବାନ ସାହୁଙ୍କ ୨୦ତମ ଶ୍ରାଦ୍ଧ ଦିବସ ବରପାଲି ଗଙ୍ଗାଧର କଳା ପରିଷଦ ଠାରେ ଅନୁଷ୍ଠିତ ହୋଇଯାଇଅଛି । ନୃତ୍ୟ ଗୁରୁ ଭଗବାନ ସାହୁ ସ୍ମୃତି କମିଟିର ସଭାପତି ଭଗବାନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାକୁ ମହେନ୍ଦ୍ର ମେହେର ପରିଚାଳନା
Read More...

ହାଜତ ମୃତ୍ୟୁ ମାମଲା ଓ ସ୍କୁଲ ବନ୍ଦ ପ୍ରସଙ୍ଗରେ ବିଧାନସଭା ଶୀତ ଅଧିବେଶନ ସର୍‌ଗରମ୍‌

ଭୁବନେଶ୍ୱର : ବିଧାନସଭା ଶୀତକାଳୀନ ଅଧିବେଶନର ଦ୍ୱିତୀୟ ଦିନରେ ହାଜତ ମୃତ୍ୟୁ ମାମଲା ଓ ସ୍କୁଲ ବନ୍ଦ ପ୍ରସଙ୍ଗରେ ହୋ-ହାଲ୍ଲା ଦେଖିବା ଦେଇଛି । ତେବେ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ପ୍ରଥମେ ୧୫ ମିନିଟ ଏବଂ ପରେ ଅପରାହ୍ଣ ୩ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଥିବା ଜଣାପଡ଼ିଛି । କଂଗ୍ରେସ
Read More...

ସ୍ୱପ୍ନ ବିଚାର ଓ ଲୋକ ବିଶ୍ୱାସ : ଏହି ୫ ସ୍ୱପ୍ନ ଯଦି ଦେଖନ୍ତି, ତେବେ ଭାବି ନିଅନ୍ତୁ ଆପଣଙ୍କ ଭାଗ୍ୟ ଉଦୟ ହେଲା

ସ୍ୱପ୍ନ ବିଚାରକୁ ନେଇ ଅନେକ ଯୁକ୍ତି ରହିଛି । ସ୍ୱପ୍ନ ଉପରେ ଗବେଷଣା କରୁଥିବା ଗବେଷକମାନେ ବିଭିନ୍ନ ମତ ଦେଉଥିବା ବେଳେ ଏହା ଏକ ସଂକେତ ବୋଲି ମଧ୍ୟ କହନ୍ତି । ସ୍ୱପ୍ନ ଉପରେ ଭରପୂର ଲୋକ ବିଶ୍ୱାସ ମଧ୍ୟ ରହିଛି, ଯାହା ଅଣଦେଖା କରାଯାଇ ନପାରେ । ତେବେ ସ୍ୱପ୍ନ ବିଚାରରେ କୁହାଯାଇଛି ଯଦି ଆପଣ
Read More...

ଭାରତ ଓ ଚୀନ ମଧ୍ୟରେ ସବୁ କ୍ଷେତ୍ରରେ ଜାରି ରହିଛି ଛକାପନ୍‌ଝା : ନେପାଳକୁ ଆର୍‌ଏଡ଼ବ୍‌ଲ୍ୟୁ ମୁଖ୍ୟଙ୍କ ଗସ୍ତ ପରେ ଏବେ…

କାଠମାଣ୍ଡୁ : ଦୁଇ ଦିନ ପୂର୍ବେ ଭାରତ ଏହାର ସର୍ବୋଚ୍ଚ କୂଟନୀତିଜ୍ଞଙ୍କୁ ନେପାଳ ପଠାଇଥିଲା ଏବଂ ବର୍ତ୍ତମାନ ଚୀନ୍‌ର ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ନେପାଳ ଗସ୍ତରେ ଯିବାକୁ ପ୍ରସ୍ତୁତ ହେଉଛନ୍ତି । କାଠମାଣ୍ଡୁ ପୋଷ୍ଟ୍‌ର ରିପୋର୍ଟରେ କୁହାଯାଇଛି ଯେ, ନେପାଳର ବୈଦେଶିକ ମନ୍ତ୍ରଣାଳୟ ଏ
Read More...

କାବୁଲ ଉପରେ ବମ୍-ରକେଟ୍ ମାଡ଼ : ୩ ଜଣ‌ଙ୍କ ମୃତ୍ୟୁ ଆଶଂକା

କାବୁଲ : ଆଫଗାନିସ୍ତାନର ରାଜଧାନୀ କାବୁଲରେ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ଘଟିଥିବା ବେଳେ ଏହିକୁ ନେଇ ଅନେକ ଚଚ୍‌ର୍ଚ୍ଚା ବାହାରକୁ ଆସିଛି, ​​ଯେଉଁଥିରେ ଦାବୀ କରାଯାଇଛି ଯେ ସହରକୁ ରକେଟ୍ ଆକ୍ରମଣ କରାଯାଇଛି । ବୋମା ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିବା
Read More...