ଲକ୍ଡାଉନ୍ ବେଳେ ଫେରିଥିବା ଶ୍ରମିକମାନେ କ୍ୱାରେନ୍ଟାଇନ୍ ଅନୁଦାନ ପାଇ ନଥିବା ଅଭିଯୋଗ
ତୁରେକେଲା, (କୈଳାଶ ସଗ୍ରିଆ) : ଲକ୍ଡାଉନ୍ ବେଳେ ଫେରିଥିବା ଶ୍ରମିକମାନେ କ୍ୱାରେନ୍ଟାଇନ୍ ଅନୁଦାନ ପାଇ ନଥିବା ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ତୁରେକେଲା ବ୍ଲକ୍ ଅନ୍ତର୍ଗତ କନ୍ଦେଲ ପଞ୍ଚାୟତ ଅଧୀନସ୍ଥ ଟିକ୍ରାପଡ଼ା ଗାଁର ଅଭିକ ପୁଟେଲ, ସ୍ତ୍ରୀ ସତଫୁଲ ପୁଟେଲ ତିନି ଝିଅଙ୍କୁ ନେଇ!-->…
Read More...
Read More...