Browsing Tag

Titlagarh news

ରାୟପୁର ଏମ୍‌ଏମ୍‌ଆଇ ନାରାୟଣ ହସ୍ପିଟାଲର ବିଶେଷଜ୍ଞ ଡାକ୍ତର ଦେଲେ ଲୋକଙ୍କୁ ହାଡ ଓ ହୃଦ୍‌ରୋଗ ସମ୍ବନ୍ଧୀୟ ତଥ୍ୟ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଶନିବାର ସନ୍ଧ୍ୟାରେ ଟିଟିଲାଗଡ଼ ମାରୱାଡ଼ି ୟୁଭା ମଞ୍ଚ ସେଣ୍ଟ୍ରାଲ ଶାଖା ପକ୍ଷରୁ ରାୟପୁର ଏମ୍‌ଏମ୍‌ଆଇ ହସ୍ପିଟାଲର ସହଭାଗିତାରେ ଏକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଶେଷଜ୍ଞ ଡାକ୍ତରମାନଙ୍କୁ ନେଇ ଏକ ଆଲୋଚନା ଚକ୍ର ସ୍ଥାନୀୟ ଡିଏନ ରିସର୍ଟ ଠାରେ ଅନୁଷ୍ଠିତ
Read More...

ଟିଟିଲାଗଡ଼ ବ୍ଲକ କେନ୍ଦୁମୁଣ୍ଡି ଗ୍ରାମରେ ଟିଟିଲାଗଡ଼ ଲାୟନ୍ସ କ୍ଲବ ତରଫରୁ ନିଶୁଳ୍କ ମଧୁମେହ ପରୀକ୍ଷଣ ଶିବିର…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଲାୟନ୍ସ କ୍ଲବ ସବୁବେଳେ ସମାଜସେବା କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଥାଏ । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡ଼ ଲାୟନ୍ସ କ୍ଲବ ନିଶୁଳ୍କ ମଧୁମେହ ପରୀକ୍ଷଣ ଶିବିର ଆୟୋଜନ କରାଯାଇଛି । ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ
Read More...

ଟିଟିଲାଗଡ଼ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ପଡ଼ି ରହିଛି ଅଳିଆ ଆବର୍ଜ୍ଜନା – ସଫା କରିବା କାହାର ଦାୟିତ୍ଵ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ପିପଲପଦର ସ୍ଥିତ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ମାସ ମାସ ଧରି ରୋଗୀମାନଙ୍କ ପାଇଁ ବ୍ୟବହୃତ ହୋଇଥିବା ଅସନା ସାମଗ୍ରୀ ଡିଜି ରୁମ୍ ନିକଟରେ ପଡ଼ିରହିଛି । ପାଖରେ ଅସ୍ତ୍ରୋପଚାର ଗୃହ, ଡାକ୍ତର ଓ ରୋଗୀଙ୍କ ପାଇଁ କକ୍ଷ ରହିଛି ।
Read More...

ଟିଟିଲାଗଡ଼ ରେଳ ଓଭର ବ୍ରିଜ ଉପରେ ହେଲାଣି ଖାଲ – ବିପଦ ସଙ୍କୁଳ ଅବସ୍ଥାରେ ଲୋକଙ୍କ ଜୀବନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଆର୍ଥିକ ଅନୁଦାନରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଟିଟିଲାଗଡ଼ ରେଳ ଓଭର ବ୍ରିଜକୁ ଉଦ୍‌ଘାଟନ କରିଥିଲେ । ଏହି ଉଦ୍‌ଘାଟନ ସମାରୋହରେ ସାଂସଦ ଶ୍ରୀମତୀ ସଙ୍ଗୀତା
Read More...

ଟିଟିଲାଗଡରେ ବ୍ଲକସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଓ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅନ୍ତର୍ଗତ ବିଜ୍ଞାନ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ଲକ୍ ଅନ୍ତର୍ଗତ ଗୁଲୁମି ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଆଜି ବ୍ଲକସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଓ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅନ୍ତର୍ଗତ ବିଜ୍ଞାନ ମେଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ଉଦ୍‌ଘାଟନୀ ସମାରୋହରେ
Read More...

ଖୋଲାନ ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ଭୂତଳ ଜଳ କେନ୍ଦ୍ରୀୟ ଟିମର ପରିଦର୍ଶନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଭୂତଳ ଜଳ କେନ୍ଦ୍ରୀୟ କମିଟି ଗତ ମଙ୍ଗଳବାର ଦିନ ଟିଟିଲାଗଡ଼ ବ୍ଲକ ଖୋଲାନ ଗ୍ରାମ ପଞ୍ଚାୟତ ଗସ୍ତରେ ଆସିଥିଲେ । ଏହି କମିଟିରେ କେନ୍ଦ୍ରୀୟ ନିର୍ଦ୍ଦେଶକ ଆର.ସି ଦେବେନ୍ଦ୍ର, ସିଜିଡବଲୁବିର ସାଇଣ୍ଟିଷ୍ଟ ମୌସୁମୀ ସାହୁ, ମନରେଗା ସଂଯୋଜକ ପ୍ରିତମ
Read More...

ଟିଟିଲାଗଡରେ ଗ୍ରିଡ ସ୍ଥାପନକୁ ନେଇ ଉପଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ବୈଠକ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ରେ ଆଗାମୀ ଦିନରେ କିଭଳି ୨୪ ଘଣ୍ଟିଆ ବିଦ୍ୟୁତ୍ ସେବା ମିଳିପାରିବ ସେଥି ପାଇଁ ଗତ ମଙ୍ଗଳବାର ଦିନ ମାସକ ଭିତରେ ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଟିଟିଲାଗଡ ଉପ ଜିଲ୍ଲାପାଳ ରେହନ ଖେତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ
Read More...

ଓପିଏସ୍‌ସି ପରୀକ୍ଷାରେ ୫୨୭ ରେଙ୍କ୍‌ରେ ଉତ୍ତୀର୍ଣ୍ଣ ହୋଇ ଟିଟିଲାଗଡ଼ର ନାଁ ରଖିଛନ୍ତି ଲଲାଟେନ୍ଦୁ ଛୁରା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକଙ୍କ) : ଚଳିତ ବର୍ଷ ଓପିଏସ୍‌ସି ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ମାର୍ଲାଡ ଗ୍ରାମର ବଲିନ୍ଦ୍ର ଛୁରା ଓ ପଦ୍ମାବତୀ ଛୁରାଙ୍କ ପୁତ୍ର ଲଲାଟେନ୍ଦୁ ଛୁରା ଚଳିତ ବର୍ଷ ଓପିଏସ୍‌ସି ପରୀକ୍ଷାରେ ୫୨୭ ନମ୍ୱର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି
Read More...

ଟିଟିଲାଗଡ଼ରେ ଗ୍ରିଡ୍ ସ୍ଥାପନ ପାଇଁ ମିଳିଲା ଅନୁମୋଦନ : ସହରବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ହେବ ସାକାର

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଏବେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ସରକାର ଚାଲିଛି । ଏହି ସରକାର ହେଉଛି ଲୋକଙ୍କ ସରକାର । ଏହି ସରକାରରେ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି । ସେହିପରି ଟିଟିଲାଗଡ଼ ସହରର ପ୍ରମୁଖ ସମସ୍ୟା ଭିତରୁ ଟିଟିଲାଗଡ଼ରେ ଗୋଟିଏ
Read More...

ଟିଟିଲାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମାଁ ଘଣ୍ଟାଶୁଣିଙ୍କ ପବିତ୍ର ନବମୀ ଯାତ୍ରା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଜି ପବିତ୍ର ନବମୀ ଯାତ୍ରା । ଟିଟିଲାଗଡ଼ ସହରର ଅଧିଷ୍ଠାତ୍ରୀ ଦେବୀ ମାଁ ଘଣ୍ଟାଶୁଣିଙ୍କ ନବମୀ ଯାତ୍ରା ଉପଲକ୍ଷେ ମାଁ ଘଣ୍ଟାଶୁଣି ସେବା ସମିତି ଓ ମନ୍ଦିର କମିଟି ଦ୍ୱାରା ଅତି ସୁନ୍ଦର ବ୍ୟବସ୍ଥା କରାଯାଇଥିଲା । ସକାଳୁ ମାଁ ଘଣ୍ଟାଶୁଣିଙ୍କ ମନ୍ଦିରରେ
Read More...