ନାଳ ପାଣି ନିସ୍କାସନ ପାଇଁ ୱାର୍ଡ ନମ୍ବର ୧୪,୧୫ ବୁଲି ସ୍ଥିତି ଅନୁଧ୍ୟାନ କଲେ ପୌର ନିର୍ବାହୀ ଅଧିକାରୀ ଓ ତହସିଲଦାର
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ୨ ଦିନ ପୂର୍ବରୁ ଟିଟିଲାଗଡ ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନମ୍ବର ୧୪,୧୫ରେ ଅସରାଏ ବର୍ଷାରେ ନାଳ ପାଣି ନିସ୍କାସନ ନ ହୋଇ ଲୋକଙ୍କ ଘରେ ପାଣି ପଶି ଯାଇଥିଲା । ସୋମବାର ଦିନ ପୌର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ ୱାର୍ଡ ନମ୍ବର ୧୪ରେ ହେଉଥିବା ଅସୁବିଧା!-->…
Read More...
Read More...