Browsing Tag

titilagarh news

ତୃତୀୟ ପର୍ଯ୍ୟାୟରେ 5T ସ୍କୁଲ ରୂପାନ୍ତରଣ ଉଦ୍‌ଘାଟନ ଅବସରରେ କୁଶକେଲା ପଞ୍ଚାୟତର ୨ଟି ସ୍କୁଲ ଲୋକାର୍ପିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ କୁଶକେଲା ଗ୍ରାମ ପଞ୍ଚାୟତର ଲିମପଡା ଓ କୁଶକେଲା ଗ୍ରାମର ୨ଟି 5T ସ୍କୁଲର ବୁଧବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସ୍‌ ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି । କୁଶକେଲା ପଞ୍ଚାୟତରେ ୨ଟି 5T ସ୍କୁଲ
Read More...

ଟିଟିଲାଗଡ ମୁଡ଼ାବନ୍ଧ ସଫା କରାଇଲେ ପୌରାଧ୍ୟକ୍ଷା : ଅଳିଆ ଆବର୍ଜ୍ଜନା ନ ଫିଙ୍ଗିବାକୁ କଲେ ଆହ୍ୱାନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନମ୍ବର ୫ ଠାରେ ଥିବା ମୁଡାବନ୍ଧର ଅବସ୍ଥା ଅତି ଶୋଚନୀୟ ଅବସ୍ଥାରେ ଥିଲା । ଲୋକଙ୍କ ଅଭିଯୋଗ ପାଇ ଆଜି ପୌରାଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ, ବିଜେପି ୱାର୍ଡ ମେମ୍ବର ମନୋଜ ଜୈନ ଏବଂ ପୌର ପରିଷଦ
Read More...

ଟିଟିଲାଗଡ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ସଂକୁଳର ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସଙ୍କୁଳର ତ୍ରିଦିବସୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଟିଟିଲାଗଡ ଠାରେ ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟଶାଳାର ଉଦ୍‌ଘାଟନୀ ଉତ୍ସବର ଅଧ୍ୟକ୍ଷ ସଂକୁଳ ପ୍ରମୁଖ ସଞ୍ଜିବ କୁମାର ମିଶ୍ର
Read More...

ବିନା ଓରେରା ଅନୁମତିରେ ବିକ୍ରି ହେଉଛି ଜମି, ସରକାରଙ୍କ ରାଜସ୍ୱ ହାନୀ : ସାଧାରଣରେ ଆଲୋଚନା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଦିନକୁ ଦିନ ଲୋକ ସଂଖ୍ୟା ବଢ଼ିବା ସାଙ୍ଗକୁ ଘର ନିର୍ମାଣ ସଂଖ୍ୟା ବି ବଢ଼ି ଚାଲିଛି । ଜମି ଖଣ୍ଡିଏ ନିଜ ଦର ଅନୁଯାୟୀ ଖୋଜି ପାଇବା ଭାରି କଷ୍ଟକର ବ୍ୟାପାର ହୋଇଗଲାଣି । ଜମି ବିକ୍ରି ବ୍ୟବସାୟ ଏବେ ପ୍ରାୟତ ସବୁ ଆଡ଼େ ମାଡ଼ି ଚାଲିଛି । ଜମି ମାଲିକ ମଧ୍ୟ
Read More...

ଟିଟିଲାଗଡ ବ୍ରାହ୍ମଣ ସମାଜ ତରଫରୁ ପର୍ଶୁରାମ ଜନ୍ମୋତ୍ସବ ଧୁମ୍‌ଧାମ୍‌ରେ ପାଳିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପ୍ରତି ବର୍ଷ ଅକ୍ଷୟ ତୃତୀୟା ଦିନ ପର୍ଶୁରାମ ଜନ୍ମୋତ୍ସବ ପାଳନ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ ପର୍ଶୁରାମ ସମାଜ ତରଫରୁ ଏହି ଜନ୍ମୋତ୍ସବ ପାଇଁ ଜୋରଦାର ପ୍ରସ୍ତୁତି କରିବା ସହ ଶାନ୍ତି ଶୃଙ୍ଖଳାର ସହିତ ଏହି ଜନ୍ମୋତ୍ସବକୁ ପାଳନ କରାଯାଇଛି ।
Read More...

ଟିଟିଲାଗଡ ଲାୟନ୍ସ କ୍ଲବର ମହିଳା ସଦସ୍ୟଙ୍କ ଦ୍ୱାରା ପରିବା ବିକାଳିଙ୍କୁ ଛତା, ଚପଲ ଓ ଥଣ୍ଡା ବଣ୍ଟନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ଶନିବାର ଦିନ ସକାଳୁ ଟିଟିଲାଗଡ ଲାୟନ୍ସ କ୍ଲବର ମହିଳା ସଦସ୍ୟଙ୍କ ଦ୍ୱାରା ଖରା ଦାଉରୁ ରକ୍ଷା ପାଇବା ପାଇଁ ଥାନା ସମ୍ମୁଖରେ ବିକୁଥିବା ପରିବା ବିକାଳିଙ୍କୁ ଛତା, ଚପଲ ଓ ଥଣ୍ଡା ବଣ୍ଟନ କରାଯାଇଥିଲା । ଏହି ସେବା କାର୍ଯ୍ୟ
Read More...

ଟିଟିଲାଗଡ଼ ନାଗରିକ ମଞ୍ଚର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ନାଗରିକ ମଞ୍ଚର ବାର୍ଷିକ ସାଧାରଣ ବୈଠକ ସ୍ଥାନୀୟ ବଣିକ ସଂଘ ସଭା ଗୃହରେ ମଞ୍ଚର ସଭାପତି ରାଧାକାନ୍ତ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷର ଆଗାମୀ କାର୍ଯ୍ୟପନ୍ଥା ପାଇଁ ଉପସ୍ଥିତ ସଦସ୍ୟମାନେ ନିଜ ନିଜର ମତ ପ୍ରଦାନ
Read More...

ଟିକିଏ ବର୍ଷା ଯୋଗୁଁ ଟିଟିଲାଗଡ ସହରବାସୀ ଖରାରୁ ପାଇଲେ ଆଶ୍ୱସ୍ତି

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସାରା ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଟିଟିଲାଗଡ ସହର ବି ବାଦ୍‌ ନପଡି ୪୩ ଡିଗ୍ରୀ ତାପମାତ୍ରା ଅତିକ୍ରମ କରିସାରିଥିଲା । ହଠାତ୍‌ ଶୁକ୍ରବାର ରାତି ୩ଟାରୁ ଅତି ଜୋର୍‌ରେ ପବନ ବୋହିବା ସହ ଘଡଘଡି ମାରି ସାମାନ୍ୟତମ ବର୍ଷା
Read More...

ଟିଟିଲାଗଡ଼ ଗସ୍ତରେ ଉନ୍ନୟନ ସଚିବ ଅନୁ ଗର୍ଗ

ଜଳ ସମ୍ପଦ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କ ସହ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଲେ ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଦୁଇ ଦିନିଆ ବଲାଙ୍ଗିର ଜିଲ୍ଲା ଗସ୍ତରେ ଉନ୍ନୟନ ସଚିବ ଅନୁ ଗର୍ଗଙ୍କ ସହ ବୈଷୟିକ ଟିମ୍‌ ଏବଂ ଟିଟିଲାଗଡ଼ର ବିଧାୟିକା ତଥା ବାଣିଜ୍ୟ ପରିବହନ ଓ ଜଳ ସମ୍ପଦ
Read More...

ସିହିନି ପଥର ବ୍ଲାଷ୍ଟିଂ ବେଳେ ଅଘଟଣରେ ମନୋଜ ମାଝିଙ୍କ ମୃତ୍ୟୁ ମାମଲା : ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଥାନା ଘେରାଉ,…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ସିହିନି ଗ୍ରାମ ନିକଟ ପଥର କୁଆଁରୀରେ ମଙ୍ଗଳବାର ସକାଳେ ପଥର ବ୍ଲାଷ୍ଟିଂ ସମୟରେ କମ୍ପ୍ରେସର ଫାଟି ଯିବା ଯୋଗୁଁ କାମ କରୁଥିବା ଦୁଇ ଜଣ ଶ୍ରମିକ ଗୁରୁତର ହୋଇ ପ୍ରଥମେ ଟିଟିଲାଗଡ଼ ସରକାରୀ ଡାକ୍ତରଖାନାକୁ ଆସି ପ୍ରାରମ୍ଭିକ
Read More...