ଟିଟିଲାଗଡରେ ଆନ୍ତର୍ଜାତୀୟ ଭିପାସନା କେନ୍ଦ୍ରର କରାଗଲା ଭୂମିପୂଜନ
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହରଠାରୁ ପାଞ୍ଚ କିଲୋମିଟର ଦୂର ବଲାଙ୍ଗିର ଯିବା ରାସ୍ତା କଡ଼ରେ ଆନ୍ତର୍ଜାତୀୟ ଭିପାସନା କେନ୍ଦ୍ରର ଶୁକ୍ରବାର ସକାଳ ସାଢେ ସାତଟାରେ ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କର୍ତ୍ତା ରୂପେ ଅଶୋକ ସିହ୍ନା ଏବଂ ସପତ୍ନୀ!-->…
Read More...
Read More...