ଟିଟିଲାଗଡ ସହରରେ ବୁଲା ଗାଈଗୋରୁଙ୍କ ଦୌରାତ୍ମ୍ୟ ବୃଦ୍ଧି : ବିଚ ରାସ୍ତାରେ ହେଉଛି ଷଣ୍ଢ ଲଢେଇ
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହରରେ ଦିନକୁ ଦିନ ବୁଲା ଗାଈଗୋରୁଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି । ଥାନା ସମ୍ମୁଖରେ, ରେଳ ଓଭର ବ୍ରିଜ ଉପରେ, ପେଟ୍ରୋଲ ପମ୍ପ ଛକରେ, ମଙ୍ଗଳା ମନ୍ଦିରଠାରେ, ହାଇସ୍କୁଲ ଖେଳ ପଡିଆ ନିକଟରେ ଅନବରତ ବୁଲା ଗାଈଗୋରୁଙ୍କ ଦ୍ୱାରା ରାସ୍ତା!-->…
Read More...
Read More...