ଟିଟିଲାଗଡ ନିକଟସ୍ଥ ରିକଡୁଲ ଗ୍ରାମରେ ପାଗଳ କୁକୁର କାମୁଡାରେ ୧୨ ଆହତ
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ମଙ୍ଗଳବାର ସକାଳୁ ଏକ ଅଘଟଣ ଘଟିଛି । ଟିଟିଲାଗଡ ନିକଟସ୍ଥ ବିଜେପୁର ପଞ୍ଚାୟତ ରିକଡୁଲ ଗ୍ରାମର ମୁଖ୍ୟ ରାସ୍ତା ସ୍କୁଲ ପାଖରେ ଗୋଟିଏ ପାଗଳ କୁକୁର ଗ୍ରାମର ୧୨ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡିଛି । ସେମାନଙ୍କ ଭିତରୁ ଜଣେ ନାବାଳକ ମଧ୍ୟ ଅଛନ୍ତି ।!-->…
Read More...
Read More...