Browsing Tag

titilagarh news

ଭାଲୁ ଆକ୍ରମଣରେ ଜଣେ ଗୁରୁତର

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ମୁରିବାହାଲ ରେଞ୍ଜ ଗୁଲମୀ ଜଙ୍ଗଲରେ ସାଙ୍ଗମାନଙ୍କ ସାଙ୍ଗରେ ଜାଳେଣି କାଠ ପାଇଁ ଯାଇଥିବା ବେଳେ ଜଙ୍ଗଲରେ ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି ବେଲପଦର ଗ୍ରାମର ଲୋଚନ ରାଉତ । ଖବର ପାଇ ଗାଁ ଲୋକେ ଲୋଚନକୁ ଆମ୍ବୁଲାନ୍ସ ଯୋଗେ ଟିଟିଲାଗଡ଼ ଡାକ୍ତରଖାନାକୁ ଆଣି
Read More...

ଚତୁର୍ଥ ଦିନରେ ଗ୍ରାମୀଣ ଡାକ ସେବକ ସଙ୍ଘ ପକ୍ଷରୁ ଟିଟିଲାଗଡରେ ଧର୍ମଘଟ ଜାରି

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଙ୍ଘ ତରଫରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଦିଆ ଯାଇଥିବା ଧର୍ମଘଟକୁ ସମର୍ଥନ ଜଣାଇ ବଲାଙ୍ଗିର ମଣ୍ଡଳ ଟିଟିଲାଗଡ ମୁଖ୍ୟ ଡାକଘର ଶାଖା ଅଧିନରେ ଥିବା ୨୧ ଟି ଗ୍ରାମୀଣ ଡାକ ସେବକମାନେ ଉପସ୍ଥିତ ରହି ଟିଟିଲାଗଡ ମୁଖ୍ୟ ଡାକଘର
Read More...

ଟିଟିଲାଗଡରେ ଜିଲ୍ଲାସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଉଦ୍‌ଘାଟିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ବାଲ୍‌ ବୈଜ୍ଞାନିକ ପ୍ରଦର୍ଶନୀ ଉଦ୍‌ଘାଟିତ ହୋଇଯାଇଛି । ଜିଲ୍ଲାସ୍ତରୀୟ ବାଲ୍ (ଶିଶୁ) ବୈଜ୍ଞାନିକ ପ୍ରଦର୍ଶନୀରେ ବଲାଙ୍ଗିର ଜିଲ୍ଲାର ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର କୁନି କୁନି ବୈଜ୍ଞାନିକ
Read More...

କେନ୍ଦ୍ର ସରକାରଙ୍କ ଅନ୍ୟାୟ ଓ ଅତ୍ୟାଚାର ବିରୁଦ୍ଧରେ ଗ୍ରାମୀଣ ଡାକ ସେବକ ସଙ୍ଘ ପକ୍ଷରୁ ଟିଟିଲାଗଡରେ ଧର୍ମଘଟ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଙ୍ଘ ତରଫରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଦିଆ ଯାଇଥିବା ଧର୍ମଘଟକୁ ସମର୍ଥନ ଜଣାଇ ବଲାଙ୍ଗିର ମଣ୍ଡଳ ଟିଟିଲାଗଡ ମୁଖ୍ୟ ଡାକଘର ଶାଖା ଅଧିନରେ ଥିବା ୨୧ ଟି ଗ୍ରାମୀଣ ଡାକ ସେବକ ମାନେ ଉପସ୍ଥିତ ରହି ଟିଟିଲାଗଡ ମୁଖ୍ୟ ଡାକଘର
Read More...

ଦୁଇ ମାସ ହେଲା ହୋଇନି ଡ୍ରେନ ସଫା : ଅଳିଆ ଆବର୍ଜନାକୁ ନିଜେ ସଫା କରୁଛନ୍ତି ଲୋକେ

ସ୍ୱଚ୍ଛତା ଅଭିଯାନର ସତ୍ୟତା ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନମ୍ୱର୍ ୧୪ର ଟାଙ୍ଗରପଡ଼ା ତଳ ପଟେ ରହୁଥିବା ବାସିନ୍ଦାଙ୍କ ଦୁଃଖ କହିଲେ ନ ସରେ । ଏଠାରେ ରହୁଥିବା ଲୋକଙ୍କ ଘରକୁ ଯିବା ରାସ୍ତା ଅତି ସଙ୍କୁଚିତ ହୋଇଥିବା ବେଳେ ରାସ୍ତା କଡ଼ରେ
Read More...

ଟିଟିଲାଗଡ଼ରେ ଏଲ୍‌ଆଇସିର ସମ୍ବଲପୁର ମଣ୍ଡଳସ୍ତରୀୟ ଏସ୍‌ସି, ଏସ୍‌ଟି ବୁଦ୍ଧିଷ୍ଟ କଲ୍ୟାଣ କର୍ମଚାରୀ ସଂଘର ୩୦ତମ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଚଳିତ ବର୍ଷ ପ୍ରଥମ ଥର ପାଇଁ ଏସ୍‌ସି, ଏସ୍‌ଟି, ବୁଦ୍ଧିଷ୍ଟ ଏଲ୍‌ଆଇସି କଲ୍ୟାଣ କର୍ମଚାରୀ ସଂଗଠନର ଡ଼ିଭିଜନାଲ କନ୍‌ଫରେନ୍ସ୍‌ ସ୍ଥାନୀୟ ଅଭିମନ୍ୟୁ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଏଲ୍‌ଆଇସିର
Read More...

ଟିଟିଲାଗଡ଼ ବ୍ରାହ୍ମଣ ସମାଜର ନୂତନ କର୍ମକର୍ତ୍ତା ନିର୍ବାଚନ : ସୁବୋଧ ଦାଶ ସଭାପତି ଓ ସତ୍ୟବ୍ରତ ପଣ୍ଡା ସମ୍ପାଦକ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଜି ସ୍ଥାନୀୟ ଶ୍ରୀ ଜଗନ୍ନାଥ ମନ୍ଦିରଠାରେ ଟିଟିଲାଗଡ଼ ବ୍ରାହ୍ମଣ ସମାଜର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନରେ ଆଇନଜୀବୀ ସୁବୋଧ ଦାଶ ସଭାପତି, ରାମନାରାୟଣ ମିଶ୍ର ଉପସଭାପତି, ଆଇନଜୀବୀ ତଥା ସାମ୍ବାଦିକ ସତ୍ୟବ୍ରତ
Read More...

ଟିଟିଲାଗଡ଼ରେ ଏଲ୍‌ଆଇସିର ସମ୍ବଲପୁର ମଣ୍ଡଳସ୍ତରୀୟ ଏସ୍‌ସି, ଏସ୍‌ଟି, ବୁଦ୍ଧିଷ୍ଟ କଲ୍ୟାଣ କର୍ମଚାରୀ ସଂଘର ୩୦ତମ…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଚଳିତ ବର୍ଷ ପ୍ରଥମ ଥର ପାଇଁ ଏସ୍‌ସି, ଏସ୍‌ଟି, ବୁଦ୍ଧିଷ୍ଟ ଏଲ୍‌ଆଇସି କଲ୍ୟାଣ କର୍ମଚାରୀ ସଂଗଠନର ବାର୍ଷିକ ସମ୍ମିଳନୀ ସ୍ଥାନୀୟ ଅଭିମନ୍ୟୁ କଲ୍ୟାଣ ମଣ୍ଡପଠାରେ ପ୍ରଥମ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏହି ଅଧିବେଶନରେ ମୁଖ୍ୟ ଅତିଥି ଭାବେ ସର୍ବ
Read More...

ଟିଟିଲାଗଡରେ ଆୟକର ବିଭାଗର ହୋଇଥିବା ଚଢଉରେ ମିଳିଛି ୧୧ କୋଟି ଟଙ୍କା : ସୂଚନା ଦେଲେ ଏସ୍‌ବିଆଇ ଉପ ମହାପ୍ରବନ୍ଧକ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରାଜ୍ୟରେ ହଟ ଚମଟ ସୃଷ୍ଟି କରିଥିବା ମଦ ବ୍ୟବସାୟୀଙ୍କ ଘରେ ଆୟକର ବିଭାଗର ଚଢଉ ଏବେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଦିନକୁ ଦିନ ଚଢ଼ାଉ ଟଙ୍କା ପରିମାଣ ଜାଣି ଲୋକେ ହତବାକ ହେଉଛନ୍ତି । ରାଜ୍ୟର ୮୪ଟି ସ୍ଥାନରେ ଆୟକର ବିଭାଗର ଚଢଉ କରାଯାଇଥିବା ବେଳେ
Read More...

ନାରେନ୍ ଏଏନ୍ଏମ୍‌ ସେଣ୍ଟର ପାଖରେ ବାଇକ ଚାଳକ ପଡି ଗୁରୁତର : ରାସ୍ତା ନିର୍ମାଣ ବେଳେ ବିନା ଫଳକ ଯୋଗୁଁ ଦୁର୍ଘଟଣା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ରୁ ସିନ୍ଧେକେଲା ଯିବା ମୁଖ୍ୟ ରାସ୍ତା ନିର୍ମାଣ କାମ ଚାଲିଥିବା ବେଳେ ବିନା ଫଳକ ଲଗାଇ କାମ କରୁଥିବା ଯୋଗୁଁ କଲଭର୍ଟ ନିକଟ ପୋଲିଆ ଭିତରେ ପଶି ଯାଇ ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଫଳ ସ୍ୱରୂପ କଳାହାଣ୍ଡି ଜିଲ୍ଲାର
Read More...