Browsing Tag

titilagarh news

ଟିଟିଲାଗଡ଼ରେ ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ ପାଳିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଡିସେମ୍ବର ୨୬ ତାରିଖକୁ ଓଡିଶାର କୋଣ ଅନୁକୋଣରେ ବିଜୁ ଜନତା ଦଳ ତରଫରୁ ରାଜ୍ୟରେ ପ୍ରତିଷ୍ଠା ଦିବସ ରୂପେ ପାଳନ କରାଯାଏ । ଦୀର୍ଘ ୨୬ ବର୍ଷ ଧରି ଓଡ଼ିଶାର ଶାସନ ଭାରର ଦାୟିତ୍ଵ ନିର୍ବାହ କରୁଛନ୍ତି ବିଜୁ ଜନତା ଦଳର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
Read More...

ହାଟପଦାପଡ଼ା ଜୁନିଅର ଫୁଟବଲ ଟିମ ତରଫରୁ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣ।ମେଣ୍ଟ ଆୟୋଜିତ : ଫାଇନାଲରେ ଚିଙ୍ଗେରମୁଣ୍ଡା…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ଡିଏଭି ମହାବିଦ୍ୟାଳୟ ଖେଳ ପଡିଆଠାରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଆଠଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ଫାଇନାଲରେ ଚିଙ୍ଗେରମୁଣ୍ଡା ଓ ସିହିନି ଦଳ ମଧ୍ୟରେ ଖେଳ ହୋଇଥିଲା । ସମୟ ସୀମା
Read More...

ଟିଟିଲାଗଡରେ ସେଣ୍ଟ୍ରାଲ ସ୍କୁଲ ଖୋଲିବ କେବେ, ଆଦର୍ଶ ବିଦ୍ୟାଳୟ ଭଳି ବଳି ପଡ଼ିବ କି କେନ୍ଦ୍ର ବିଦ୍ୟାଳୟ : ବୁଦ୍ଧିଜୀବୀ…

ଟିଟିଲାଗଡ, (ସଂଜୟ କୁମାର ନାୟକ) : କେନ୍ଦ୍ର ସରକାର ହୁଅନ୍ତୁ କି ରାଜ୍ୟ ସରକାର, ସଦାବେଳେ ଜନ ହିତକର ତଥା ଲୋକଙ୍କ ସୁବିଧା ନିମନ୍ତେ ବିଭିନ୍ନ ଯୋଜନା ହାତକୁ ନେଇଥାନ୍ତି । ଶିକ୍ଷା ସ୍ୱାସ୍ଥ୍ୟ ଓ ଗମନା ଗମନ ସହ ଜନ ସାଧାରଣଙ୍କୁ ଉଚିତ ସୁବିଧା ସୁଯୋଗ ଯୋଗାଇବା ହେଉଛି ସରକାରଙ୍କ ମୂଳ ଲକ୍ଷ୍ୟ
Read More...

ଟିଟିଲାଗଡ଼ ଡିଏଭି ମହାବିଦ୍ୟାଳୟରେ ନୂଆ ଓଡ଼ିଶା ଓ ସମନ୍ୱିତ ଯୁବ ବିକାଶ ଉଦ୍‌ଯାପନୀ ଉତ୍ସବ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗ ଦ୍ୱାରା ପ୍ରାୟୋଜିତ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ ନୂଆ-ଓ କାର୍ଯ୍ୟକ୍ରମ ସ୍ଥାନୀୟ ଡିଏଭି ସ୍ଵୟଂ ଶାସିତ ମହାବିଦ୍ୟାଳୟ ଓ ଏହି ମହାବିଦ୍ୟାଳୟ ଅଧୀନରେ ଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ବିଭିନ୍ନ
Read More...

ଟିଟିଲାଗଡ଼ରେ ପହଞ୍ଚିଲା ଭାଷା ସଂସ୍କୃତି ସ୍ୱାଭିମାନ ଯାତ୍ରା : ଭବ୍ୟ ସ୍ଵାଗତ କଲା ଟିଟିଲାଗଡ଼ ବିକାଶ ସେନା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପଶ୍ଚିମାଞ୍ଚଳ ପିପୁଲସ ଫୋରମ୍‌ ଦ୍ୱାରା ଆୟୋଜିତ ଡ଼ିସେମ୍ବର ୨୨ ତାରିଖଠାରୁ ୨୭ ଡ଼ିସେମ୍ବର ଯାଏ ନୃସିଂହନାଥଠାରୁ ସୁନ୍ଦରଗଡ଼ ପର୍ଯ୍ୟନ୍ତ ଭାଷା ସଂସ୍କୃତି ସ୍ୱାଭିମାନ ଯାତ୍ରା ବାହାରିଛି । ଏହି ଦ୍ୱିତୀୟ ଦିନରେ ଏହି ସ୍ୱାଭିମାନ ଯାତ୍ରା ଟିଟଲାଗଡ଼ରେ
Read More...

ଜେସିଆଇ ଟିଟିଲାଗଡ଼ ସିଟି ତରଫରୁ ହାସ୍ୟ କବି ସମ୍ମିଳନୀ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜେସିଆଇ ଟିଟିଲାଗଡ଼ ସିଟି ତରଫରୁ ସଭାପତି ତ୍ରିଲୋକନାଥ ଜୈନଙ୍କ ସଭାପତିତ୍ୱରେ ସ୍ଥାନୀୟ ଡିଏନ୍‌ ରିସର୍ଟଠାରେ ଜାତୀୟସ୍ତରର ହାସ୍ୟ କବିମାନଙ୍କୁ ନେଇ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ହାସ୍ୟ କବି
Read More...

ଟିଟିଲାଗଡ଼ରେ ଯକ୍ଷ୍ମା ରୋଗୀଙ୍କୁ ବିନା ଟଙ୍କାରେ ମିଳୁନି ସରକାରୀ ମାଗଣା ଔଷଧ : ଅଧିକାରୀଙ୍କ ବିରୁଦ୍ଧରେ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଯକ୍ଷ୍ମା ରୋଗର ନିରାକରଣ ପାଇଁ ଲୋକଙ୍କୁ ସଚେତନ କରିବା ସହ ମାଗଣାରେ ଔଷଧ ଯୋଗାନ୍ତି ସରକାର କିନ୍ତୁ ଟିଟିଲାଗଡ଼ ଅଞ୍ଚଳରେ କିଛି ମାସ ହେଲା ଯକ୍ଷ୍ମା ରୋଗୀମାନଙ୍କୁ ଠିକ୍ ସମୟରେ ଔଷଧ ମିଳୁନଥିବା ଅଭିଯୋଗ ହୋଇ ଆସୁଥିଲା । ଏହି ପ୍ରସଙ୍ଗରେ ଗତ ତାରିଖ
Read More...

ଦେବୀ ରାଣୀ ସତୀ ଦାଦି ମାଆଙ୍କ ଚୁନରୀ ଉତ୍ସବ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ରେ ପାଳିତ ହୋଇଯାଇଛି ଦେବୀ ରାଣୀ ସତୀ ଦାଦି ମାଆଙ୍କ ଚୁନରୀ ଉତ୍ସବ । ୧୫୧ ଫୁଟ୍‌ ଚୁନରୀକୁ ନେଇ ମହିଳାମାନେ ସହର ସାରା ପରିକ୍ରମା କରିବା ପରେ ଦେବୀଙ୍କଠାରେ ଲାଗି କରାଯାଇଛି । ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ରେ ଶ୍ରଦ୍ଧା ଓ ଭକ୍ତିର ସହ ବହୁ
Read More...

ଦୁଇ ଦିନିଆ ସାଂସଦଙ୍କ ଗସ୍ତ : ବିଜେଡି ଓ କଂଗ୍ରେସ ନେତା ବିଜେପିରେ ସାମିଲ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତକୁ ସାଂସଦ ଶ୍ରୀମତୀ ସଙ୍ଗୀତା ସିଂ ଦେଓ ଦୁଇ ଦିନିଆ ଗସ୍ତରେ ଆସି କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ । ବଲାଙ୍ଗିର ଜିଲ୍ଲାର ବିଜେପି ଜିଲ୍ଲା
Read More...

ଟିଟଲାଗଡ଼ ବ୍ଲକ ମୁଖ୍ୟାଳୟଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ଟିଟଲାଗଡ଼, (ସଞ୍ଜୟ କୁମାର ନାୟକ) : ଡିସେମ୍ବର ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆଜି ଟିଟଲାଗଡ଼ ବ୍ଲକ ମୁଖ୍ୟାଳୟଠାରେ ଅନୁଷ୍ଠିତ ହୋଇଛି । ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଚଞ୍ଚଳ ରାଣା ଏବଂ ଆରକ୍ଷୀ
Read More...