Browsing Tag

titilagarh news

ଟିଟିଲାଗଡ଼ ପୌର ପରିଷଦ ପକ୍ଷରୁ ନୂଆ-ଓ ଯୁବ ଓଡ଼ିଶା କ୍ରୀଡା କାର୍ଯ୍ୟକ୍ରମର ପୁରସ୍କାର ବିତରଣୀ ଉତ୍ସବ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଟିଟିଲାଗଡ଼ ପୌର ପରିଷଦ ଦ୍ୱାରା ନୂଆ-ଓ କାର୍ଯ୍ୟକ୍ରମ ମାଧ୍ୟମରେ ୧୩ରୁ ୧୫ ବର୍ଷ ଯୁବ କ୍ରୀଡା ପ୍ରେମୀଙ୍କୁ ନେଇ କ୍ରିକେଟ, ଫୁଟବଲ, ହକି, ଖୋ-ଖୋ, କବାଡି, ଭଲିବଲ ପ୍ରତିଯୋଗିତାମାନ ଆୟୋଜନ କରାଯାଇଥିଲା । ସେହି
Read More...

ଲୋକକଳା ଉତ୍ସବ ଉ୍‌ଦଯାପିତ

ଟିଟିଲାଗଡ଼, (କେପିଏନ୍‌ଏସ୍‌) : କଳା ସଂସ୍କୃତି ପରମ୍ପରାକୁ ନେଇ ପଶ୍ଚିମ ଓଡ଼ିଶା ବେଶ ପରିଚିତ । ରସର୍‌କେଲି, ମାଏଲାଜଡ଼, ଡାଲଖାଇ, ଘୁଡକା ନୃତ୍ୟ, ଘୁମୁରା ନୃତ୍ୟକୁ ନେଇ ଅନେକ କଳାକାର ମଞ୍ଚରେ ତାଙ୍କର କଳା ପରିବେଷଣ କରିଥାଆନ୍ତି । ତେବେ ଦୀର୍ଘ ବର୍ଷ ହେବ ଏହି କଳାସଂସ୍କୃତିକୁ ନେଇ
Read More...

ଟିଟିଲାଗଡ଼ ହାଟପଦା ପଡ଼ା ପୁରୁଣା ରେଳ ଫାଟକ ନିକଟରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତ ଦେହ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ମଙ୍ଗଳବାର ସକାଳୁ ହାଟପଦା ପଡ଼ା ପୁରୁଣା ରେଳ ଫାଟକ ଥିବା ନିକଟରେ ରେଳ ଧାରଣା ଉପରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ପଡି ରହିଥିବା ଦେଖିବାକୁ ମିଳିଛି । ବ୍ୟକ୍ତି ଜଣକ କିଏ ଜଣା ପଡ଼ି ନଥିବା ବେଳେ ସେ ଲୁଙ୍ଗି ଓ ଲାଇନିଂ ଟି ସାର୍ଟ ପିନ୍ଧିଛନ୍ତି ।
Read More...

ଡିସେମ୍ବର ୨୪ ତାରିଖରୁ ନିଖୋଜ ଅଛନ୍ତି ବିପୁଲ ନାଏକ : ଆର୍‌ପିଏଫ୍‌ ଖୋର୍ଦ୍ଧାରୁ ମିଳିଲା ତାଙ୍କର ୨ମୋବାଇଲ ଓ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଡିସେମ୍ବର ୨୪ ତାରିଖରୁ ନିଖୋଜ ଅଛନ୍ତି ବିପୁଲ ନାଏକ । ଆର୍‌ପିଏଫ୍‌ ଖୋର୍ଦ୍ଧାରୁ ମିଳିଲା ତାଙ୍କର ୨ମୋବାଇଲ ଓ ଜିନିଷପତ୍ର । ହେଲେ ବିପୁଲଙ୍କ ଏପର୍ଯ୍ୟନ୍ତ ପତ୍ତା ମିଳିନାହିିଁ । ସୂଚନା ଅନୁସାରେ ଜି. ଉଦୟଗିରିର ବିପୁଲ କୁମାର ନାଏକ, ପିତା ସ୍ଵର୍ଗତ
Read More...

ଟିଟିଲାଗଡକୁ ଜିଲ୍ଲା ମାନ୍ୟତା ଦାବି ନେଇ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ନବୀନ ନିବାସ ଗସ୍ତ : ହାଇକୋର୍ଟ ଯିବାକୁ…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଦୀର୍ଘ ଏକତିରିଶ ବର୍ଷର ଦାବୀ ହେଉଛି ଟିଟିଲାଗଡକୁ ଜିଲ୍ଲା ମାନ୍ୟତା ଦାବୀ । ଏହି ଦାବୀ ପୂରଣ ପାଇଁ ବର୍ଷ ବର୍ଷ ଧରି ଆନ୍ଦୋଳନ କରି ଆସୁଛନ୍ତି ଜିଲ୍ଲା ପ୍ରେମୀ । ପୁଣି ଥରେ ଅନିଶ୍ଚିତତା ଘେରକୁ ଠେଲି ହେଲା ଟିଟିଲାଗଡ ଜିଲ୍ଲା ଦାବୀ । ଆଜି ଟିଟିଲାଗଡ
Read More...

୨୨ତମ ଜୟ ହନୁମାନ ଯୁବକ ସଂଘ ଫୁଟବଲ ଟୁର୍ଣ୍ଣାମେଣ୍ଟ : ପ୍ରଥମ ସେମିଫାଇନାଲରେ କେସିଙ୍ଗାକୁ ହରାଇ ନାରିକଟା ବିଜୟୀ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ବ୍ଲକ ଯଗୁଆ ଗ୍ରାମ ପଞ୍ଚାୟତ ତୁର୍ଲା ଖେଳ ପଡିଆରେ ଚଳିତ ବର୍ଷ ୨୨ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଡିସେମ୍ବର ୨୫ ତାରିଖ ସୋମବାରଠାରୁ ଆଠ ଗୋଟି ଟିମ ମଧ୍ୟରେ ଲିଗ ମ୍ୟାଚ୍‌ ଖେଳା ଯାଇଥିଲା । ଆଜି ପ୍ରଥମ ସେମି ଫାଇନାଲ
Read More...

ଦେଢ଼ଗାଁରେ ଯୁବକଙ୍କୁ ହତ୍ୟା ଘଟଣା : ପ୍ରେମ ପାଇଁ ଦେଢଶୁରଙ୍କୁ ମାରିଦେଲା ଭାଇବୋହୂ, ଆଉ ଜଣେ ଗିରଫ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ଅଧିନସ୍ଥ ଦେଢ଼ଗାଁ ଗ୍ରାମରେ ଗତ ୨୧ ତାରିଖ ଗୁରୁବାର ରାତିରେ ଘଟିଥିବା ଜଘନ୍ୟ ହତ୍ୟାକାଣ୍ଡ ଘଟଣାକୁ ନେଇ ଆଗରୁ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ବୁଧବାର ଆଉ ଜଣକୁ ଗୋପାଳ ମହାନନ୍ଦଙ୍କୁ ଗିରଫ
Read More...

ଟିଟିଲାଗଡରୁ ସିନ୍ଧେକେଲା ଯିବା ରାସ୍ତାର ଭାଟିପଡାଠାରୁ ଗ୍ର।ଫାଇଟ ଇଣ୍ଡିଆ ଲିମିଟେଡ୍‌ କମ୍ପାନୀ ଯାଏଁ ରାସ୍ତା ଅବସ୍ଥା…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡଠାରୁ ସିନ୍ଧେକେଲା ଯିବା ରାସ୍ତା ତଥା ସହରକୁ ଲାଗି ରହିଥିବା ଭାଟିପଡା ଗ୍ରାମଠାରୁ ଗ୍ରାଫାଇଟ ଇଣ୍ଡିଆ ଲିମିଟେଡ କମ୍ପାନୀ ଯାଏଁ ରାସ୍ତା ଯିବା ଆସିବା ଯୋଗ୍ୟ ହୋଇ ଆଉ ନାହିଁ । ରାସ୍ତା ସବୁ ଖାଲ ଖମାରେ ପରିଣତ ହୋଇଗଲାଣି । ଦୈନିକ ବହୁତ ଲୋକ
Read More...

ଟିଟିଲାଗଡ଼ ସିନିଅର୍‌ ସିଟିଜେନ୍‌ ଆସୋସିଏସନ୍‌ର ବନ୍ଧୁ ମିଳନ : ଆଲୋଚନା ସଭା ଓ ପୁସ୍ତକ ଉନ୍ମୋଚନ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବୁଧବାର ସଂଧ୍ୟା ୬ ଘଟିକା ସମୟରେ ଟିଟିଲାଗଡ଼ ସିନିଅର୍‌ ସିଟିଜେନ୍‌ ଏସୋସିଏସନ୍‌ର ସଭାପତି ଡ. ଘନଶ୍ୟାମ ଜୈନଙ୍କ ସଭାପତିତ୍ୱରେ ସ୍ଥାନୀୟ ଜୈନ ଭବନ ପରିସରରେ ଏକ ବନ୍ଧୁ ମିଳନ, ଆଲୋଚନା ସଭା ଏବଂ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।
Read More...

ମହଙ୍ଗା ପଡିଲା ସ୍କୁଲ୍‌କୁ ମାତାଲ ହୋଇ ଆସିବା

ଟିଟିଲାଗଡ : ମଦ ପିଇ ବିଦ୍ୟାଳୟକୁ ଆସୁଥିଲେ ଶିକ୍ଷକ । ଅଭିଯୋଗ ପରେ ନିଲମ୍ବିତ କଲେ ବ୍ଲକ ଶିକ୍ଷା ଅଧିକାରୀ । ଏଭଳି ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକର ବୁଢ଼ାବାହାଲ ପଞ୍ଚାୟତର ଧୁମାପାଲି ଗାଁ ପ୍ରାଥମିକ ବିଦ୍ୟାଳୟରୁ ।ଖବର ଅନୁଯାୟୀ, ଧୁମାପାଲି ବିଦ୍ୟାଳୟର କାର୍ଯ୍ୟରତ
Read More...