Browsing Tag

titilagarh news

ପୋଲିସ ହାତରେ ଧରା ପଡ଼ିଲେ ନକଲି ଆୟକର ବିଭାଗ ଅଧିକାରୀ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ତଥା ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆୟକର ବିଭାଗ ପକ୍ଷରୁ ଚଢାଉ ଚାଲିଥିବା ବେଳେ ଜଣେ ବଙ୍ଗାଳି ଯୁବକ ଟିଟିଲାଗଡ ଅଞ୍ଚଳକୁ ଆସି ନିଜକୁ ଆୟକର ବିଭାଗ ଅଧିକାରୀ ପରିଚୟ ଦେଇ ଟିଟିଲାଗଡର ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଗୋପବନ୍ଧୁ ସାହୁଙ୍କଠାରୁ ମୁ
Read More...

ଆସନ୍ତାକାଲି ଟିଟିଲାଗଡ଼ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ୧୨ ଘଣ୍ଟିଆ ବନ୍ଦ ଡାକରା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ଜିଲ୍ଲାର ସର୍ବ ବୃହତ ସବ୍‌ଡିଭିଜନ୍‌ ହେଉଛି ଟିଟିଲାଗଡ଼ । ଦୀର୍ଘ ତିରିଶ ବର୍ଷ ହେଲା ଟିଟିଲାଗଡ଼କୁ ଜିଲ୍ଲା ଘୋଷଣା କରାଯାଉ ବୋଲି ଦାବି କରାଯାଉଛି । ଗୁଲମି ଗ୍ରାମର ଯୁବକ ରଞ୍ଜନ ଖୁଆସ ଟିଟିଲାଗଡ଼ରୁ ଭୁବନେଶ୍ୱରକୁ ଚାଲି ଚାଲି ଯାଇ
Read More...

ଟିଟିଲାଗଡ଼ର ମଦ ବ୍ୟବସାୟୀ ଦୀପକ ସାହୁ ଓ ସଞ୍ଜୟ ସାହୁଙ୍କ ଘରେ ଆୟକର ବିଭାଗର ଚଢ଼ାଉ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ର ମଦ ବ୍ୟବସାୟୀ ଦୀପକ ସାହୁ ଓ ସଞ୍ଜୟ ସାହୁଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି । ଆୟ ଫାଙ୍କୁଥିବା ଅଭିଯୋଗରେ ଭୁବନେଶ୍ୱର ଆୟକର ବିଭାଗର ଏକ ୩୦ ଜଣିଆ ଟିମ୍ ଆସି ଟିଟିଲାଗଡ଼ ସ୍ଥିତ ନେହେରୁ ନଗରରେ ଥିବା ତାଙ୍କ ବାସଭବନରେ ଚଢାଉ
Read More...

ପୁଣି ଥରେ ତେଜିଲା ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବି : ଆସନ୍ତା ୭ ତାରିଖରେ ହେବ ୧୨ ଘଣ୍ଟିଆ ଟିଟିଲାଗଡ଼ ବନ୍ଦ

ଟିଟିଲାଗଡ଼ , (ସଞ୍ଜୟ କୁମାର ନାୟକ) : ଦୀର୍ଘ ୩୦ ବର୍ଷର ଦାବି ହେଉଛି ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବି । ଗତ କିଛି ଦିନ ତଳେ ପଦମପୁରକୁ ଜିଲ୍ଲା କରାଯିବା ନେଇ ସମ୍ବଲପୁର ଆର୍‌ଡିସି ତରଫରୁ ବିଭିନ୍ନ ଦିଗରେ ତଦାରଖ କରାଯାଇଥିବା ସମ୍ପର୍କିତ ଖବର ପ୍ରଚାରିତ ହେବା ପରେ ମଙ୍ଗଳବାର
Read More...

ଓଲଟିଲା ପିକ୍‌ନିକ୍‌ ଗାଡ଼ି

ଟିଟିଲାଗଡ : ଓଲଟିଲା ପିକ୍‌ନିକ୍‌ ଗାଡ଼ି । ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ନିକଟସ୍ଥ କତରକେଲା ଫାଟକ ନିକଟରେ ଘଟିଛି ଦୁର୍ଘଟଣା । ଏହି ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ହଲଦୀରୁ କଳାହାଣ୍ଡିର
Read More...

ଟିଟିଲାଗଡ ଉପଖଣ୍ଡରେ ନବ ନିର୍ମିତ ଏକ ନୂତନ ସ୍ତ୍ରୀ ଓ ପ୍ରସୂତୀ ଏବଂ ଶିଶୁ ବିଭାଗ ନୂତନ ଚିକିତ୍ସାଳୟର ଶୁଭାରମ୍ଭ

ଟିଟିଲାଗଡ, (ସଞ୍ଜୟ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ଉପଖଣ୍ଡରେ ନବ ନିର୍ମିତ ଏକ ନୂତନ ସ୍ତ୍ରୀ ଓ ପ୍ରସୂତୀ ଏବଂ ଶିଶୁ ବିଭାଗ ନୂତନ ଚିକିତ୍ସାଳୟର ଶୁଭାରମ୍ଭକୁ ରାଜ୍ୟ ସରକାରଙ୍କ ଜଳସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଉଦ୍‌ଘାଟନ କରିଛନ୍ତି । ଏହି ଉଦ୍‌ଘାଟନି
Read More...

କୁଶକେଲା ଗ୍ରାମରେ ଧାନମଣ୍ଡି ଆରମ୍ଭ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ବ୍ଲକ ଅନ୍ତର୍ଗତ କୁଶକେଲା ଗ୍ରାମ ପଞ୍ଚାୟତର ସମବାୟ ସମିତିରେ ଧାନ ମଣ୍ଡି ଆରମ୍ଭ ହୋଇଯାଇଛି । ଏହି ଧାନ ମଣ୍ଡିର ଶୁଭାରମ୍ଭ ଆରମ୍ଭ ହେବା ପାଇଁ ପ୍ରଥମେ ପୂଜାର୍ଚ୍ଚନା କରାଯାଇଥିଲା । ଏହି ଅବସରରେ ସମବାୟ ସମିତିର ସଭାପତି ଚୈତନ୍ୟ ମାଝି ଓ
Read More...

ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାର ବିରୋଧରେ ବିଜେପି ପକ୍ଷରୁ ଟିଟିଲାଗଡ଼ ବ୍ଲକ ଘେରାଉ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଭାରତୀୟ ଜନତା ପାର୍ଟି ପକ୍ଷରୁ ଟିଟିଲାଗଡ଼ ସହର ଓ ବ୍ଲକରେ ହେଉଥିବା ଦୁର୍ନୀତି ବିରୁଦ୍ଧରେ ନଗର ସଭାପତି ପ୍ରଶାନ୍ତ ଷଡଙ୍ଗୀଙ୍କ ନେତୃତ୍ୱରେ ଆଜି ଦୁଇଟି ଦାବିପତ୍ର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଥମେ ଟିଟିଲାଗଡ଼
Read More...

‘କୋଶଳ ପ୍ରବାହ’ରେ ଖବର ଦେଖି ମନ୍ତ୍ରୀ କଳାକାରଙ୍କୁ ଡାକି କାର୍ଯ୍ୟାଳୟରେ କଲେ ସାକ୍ଷାତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଦୀପାବଳି ପାଳନ ଅବସରରେ ଟିଟିଲାଗଡ ନିକଟସ୍ଥ ବେଲ ପଦର ଗ୍ରାମର କ୍ଷୀରୋଦ ନାଗ ବିଭିନ୍ନ ରଙ୍ଗର ମୁରୁଜ ସାହାଯ୍ୟରେ ଏକ ରଙ୍ଗୋଲି ଟିଟିଲାଗଡ଼ର ବିଧାୟିକା ତଥା ବାଣିଜ୍ୟ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କ ଚିତ୍ର ଆଙ୍କି ତାଙ୍କୁ ଦୀପାବଳିର
Read More...

ଟିଟିଲାଗଡ ବ୍ଲକ ଜଗୁଆ ପଞ୍ଚାୟତ ଭାଟିପଡ଼ା ଗ୍ରାମରେ ଦ୍ୱିତୀୟ ବାସୁ ମେମୋରିଆଲ ଫୁଟବଲ ଟୁର୍ଣ୍ଣ।ମେଣ୍ଟ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଦ୍ୱିତୀୟ ବର୍ଷ ବାସୁ ମେମୋରିଆଲ ଫୁଟବଲ ଟୁର୍ଣ୍ଣ।ମେଣ୍ଟ ଜଗୁଆ ଗ୍ରାମପଞ୍ଚାୟତର ଭାଟିପଡ଼ା ଗ୍ରାମ ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଏହି ଫୁଟବଲ ପ୍ରତିଯୋଗିତାରେ କୁସକେଲା ଗ୍ରାମର ଯୁବନେତା ପ୍ରକାଶ ମହାନନ୍ଦ ଏବଂ ଟିଟିଲାଗଡ଼ ଗରିବସେନା ସଭାପତି
Read More...