Browsing Tag

titilagarh news

ଟିଟିଲାଗଡରେ ବିଜେଡିର ଶକ୍ତି ପ୍ରଦର୍ଶନ : ଟୁକୁନିଙ୍କ ରୋଡ୍‌ ସୋ’ରେ ଅଭିନେତା, କଳାକାର

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନ ତାତି ଆହୁରି ବଢ଼ିବାରେ ଲାଗିଛି । ଟିଟିଲାଗଡ଼ ସହରର ତାତିକୁ ଆହୁରି ବଳି ଯାଇଛି ନିର୍ବାଚନ ତାତି । ହଜାର ହଜାର କର୍ମୀ, ଭୋଟରଙ୍କ ଗହଣରେ ଆଜି ଟିଟିଲାଗଡ଼ରେ ବିଜେଡି ତାର ଶକ୍ତି ପ୍ରଦର୍ଶନ କରିଛି । ଗୋଟିଏ
Read More...

ବିଜେପିରେ ଯୋଗ ଦେବାପରେ ଯଜ୍ଞେଶ୍ୱର୍ ବାବୁଙ୍କୁ ଟିଟିଲାଗଡ ବିଜେପି କାର୍ଯ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : କଂଗ୍ରେସ ଦଳ ଛାଡି ଥିବା ଯଜ୍ଞେଶ୍ୱର ବାବୁ ବିଜେପିରେ ଯୋଗ ଦେବାପରେ ରବିବାର ସଂଧ୍ୟାରେ ସ୍ଥାନୀୟ ଭାରତୀୟ ଜନତା ପାର୍ଟି ଟିଟିଲାଗଡ଼ କାର୍ଯ୍ୟାଳୟରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଟିଟିଲାଗଡ଼ର ବିଜେପି ବିଧାୟକ
Read More...

ଟିଟିଲାଗଡ ବିଜେପିର ମିଶ୍ରଣ ପର୍ବରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ନିର୍ବାଚନ ମଣ୍ଡଳୀ ହେଉଛି ବଲାଙ୍ଗିର ଜିଲ୍ଲାର ସବୁଠୁ ହଟଚମଟ ସୃଷ୍ଟି କରୁଥିବା ଅଞ୍ଚଳ । ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରୋମାଞ୍ଚକ ମୋଡ଼ ନେଉଛି ରାଜନୈତିକ ଅଭିସନ୍ଧି । ପ୍ରଥମେ ବିଜେପି ପ୍ରାର୍ଥୀ ନବୀନ ଜୈନଙ୍କ ନାମାଙ୍କନ ଦାଖଲ
Read More...

ବିଜେଡି ଦଳରୁ ଇସ୍ତଫା ଦେଲେ ବିଜୁ ମହିଳା ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦିକା ରଞ୍ଜୁ ରାଏମନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ର ଜଣେ ଟାଣୁଆ ନାରୀ ନେତ୍ରୀ ଭାବେ ଅଞ୍ଚଳରେ ଜଣାଶୁଣା ଚେହେରା ହେଲେ ଶ୍ରୀମତୀ ରଞ୍ଜୁ ରାଏମନ । କିଛି ବର୍ଷ ହେବ ବିଜୁ ଜନତା ଦଳରେ ସାମିଲ ହୋଇ ଦଳର ସାଂଗଠାନିକ କାର୍ଯ୍ୟ କରି ଆସୁଥିଲେ । ସେ ବିଜୁ ମହିଳା ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦିକା
Read More...

ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ୨ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବୁଧବାର ଦିନ ଟିଟିଲାଗଡ ଉପଖଣ୍ଡ ଅନ୍ତର୍ଗତ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ନିମନ୍ତେ ସ୍ଵାଧୀନ ପ୍ରାର୍ଥୀ ଭାବେ କମଲ କୁମାର ଛତ୍ରିଆ ଏବଂ ଧନେଶ୍ଵର ମାଝି ନାମାଙ୍କନ ପତ୍ର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ କରିଛନ୍ତି । ଟିଟିଲାଗଡ ନିର୍ବାଚନ
Read More...

ପିଇବା ପାଣି ଆସୁନଥିବା ଯୋଗୁଁ ହାଇସ୍କୁଲ ପଡ଼ା ବାସିନ୍ଦାଙ୍କ ପିଏଚ୍‌ଡି ଅଫିସରେ ଜୋରଦାର ପାଟିତୁଣ୍ଡ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ପୌରପରିଷଦ ଅନ୍ତର୍ଗତ ହାଇସ୍କୁଲ ପଡ଼ାର ମହିଳା ଓ ପୁରୁଷମାନେ ପିଏଚ୍‌ଡି ଅଫିସକୁ ଧସେଇ ପଶି ନିର୍ଦ୍ଧୁମ ଗର୍ଜିଛନ୍ତି । ଆମକୁ ନିୟମିତ ପାଣି କାହିଁକି ମିଳୁନି, ଆମେ ଖରା ଦିନେ ପିଇବା ପାଣି ପାଇବୁ କେଉଁଠୁ ? ଦୁଇ ଚାରି ଦିନରେ ଥରେ ପିଇବା
Read More...

ଟିଟିଲାଗଡ଼ ଓ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରୁ ୨ ଜଣ ଲେଖାଏଁ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କଲେ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ଉପଖଣ୍ଡ ଅନ୍ତର୍ଗତ କଣ୍ଟାବାଞ୍ଜି ନିର୍ବାଚନୀ ମଣ୍ଡଳୀ ନିମନ୍ତେ ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜା ତିନି ସେଟ୍‌ ପ୍ରାର୍ଥୀ ପତ୍ର ଓ ସ୍ଵାଧୀନ ପ୍ରାର୍ଥୀ ଭାବେ ଦେବେନ୍ଦ୍ର କୁମାର ଜୈନ ଏକ ସେଟ୍‌ ପ୍ରାର୍ଥୀ ପତ୍ର
Read More...

କଣ୍ଟାବାଞ୍ଜି ବିଧାନସଭା ପାଇଁ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜାଙ୍କ ନାମାଙ୍କନପତ୍ର ଦାଖଲ

ଟିଟିଲାଗଡ଼, (କେପିଏନ୍‌ଏସ୍‌) : ଆସନ୍ତା ମେ' ୨୦ରେ ହେବ ଗଣତନ୍ତ୍ରର ମହାନ ପର୍ବ ନିର୍ବାଚନ । ଗତ ୨୬ ତାରିଖରୁ ଆରମ୍ଭ ହୋଇଛି ନାମାଙ୍କନ ଦାଖଲ ପ୍ରକ୍ରିୟା । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ପାଇଁ ଆଜି କଂଗ୍ରେସ ବିଧାୟକ ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜା ଆଜି ନିଜର ହଜାର
Read More...

ଟିଟିଲାଗଡ ବିଜେପି ପ୍ରାର୍ଥୀ ନବିନ ଜୈନ ହଜାର ହଜାର ସମର୍ଥକଙ୍କ ଗହଣରେ କଲେ ନାମାଙ୍କନ ଦାଖଲ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆସନ୍ତା ମାସରେ ହେବାକୁ ଥିବା ନିର୍ବାଚନ ପାଇଁ ବିଭିନ୍ନ ଦଳର ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରୁଛନ୍ତି । ସୋମବାର ଦିନ ସକାଳ ୧୦ଟା ସମୟରେ ବିଜେପି ପ୍ରାର୍ଥୀ ନବିନ ଜୈନ ନିଜର ସମର୍ଥକମାନଙ୍କୁ ନେଇ ପ୍ରଥମେ ସ୍ଥାନୀୟ ହାଇସ୍କୁଲ ଖେଳ ପଡିଆଠାରେ ଜମା
Read More...

ଟିଟିଲାଗଡର ସମସ୍ତ ସାମାଜିକ ସଙ୍ଗଠନକୁ ନେଇ ଡିଏନ୍ ରିସର୍ଟରେ ସାଧାରଣ ସଭା ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ରବିବାର ସଂଧ୍ୟାରେ ଟିଟିଲାଗଡ଼ର ବିଭିନ୍ନ ସଙ୍ଗଠନ, ସମାଜ ଓ ସଂସ୍ଥା ମାନଙ୍କ ମିଳିତ ଉଦ୍ୟମରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଜେଡି ଦଳର ପ୍ରାର୍ଥୀ ଶ୍ରୀମତୀ ଟୁକୁନି ସାହୁଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଶ୍ରୀମତୀ ସାହୁଙ୍କୁ
Read More...