Browsing Tag

titilagarh news

ଅଗ୍ରୱାଲ ସଭାର ସଭାପତି ଓ ସଦସ୍ୟଙ୍କ ଦ୍ଵାରା ବୋନ କ୍ୟାନ୍ସର ପୀଡ଼ିତ ବେବି ନାଏକଙ୍କୁ ଆର୍ଥିକ ସହାୟତା ପ୍ରଦାନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : କିଛିଦିନ ତଳେ କୋଶଳ ପ୍ରବାହରେ ଟିଟିଲାଗଡ଼ ଦେବନ୍ଧପଡ଼ାର ବେବି ନାଏକ ବୋନ୍ କ୍ୟାନ୍ସରରେ ପୀଡ଼ିତ ତଥା ଆର୍ଥିକ ସହାୟତା ଦେବାକୁ ପରିବାର ପକ୍ଷରୁ ଖବର ପରିବେଷଣ କରାଯାଇଥିଲା । ଖବର ପରିବେଷଣ ପରେ ଆମ ଟିଟିଲାଗଡ଼ ପ୍ରତିନିଧି ସଞ୍ଜୟ କୁମାର ନାୟକଙ୍କୁ
Read More...

ଟିଟିଲାଗଡ଼ ରେଳ ଓଭର ବ୍ରିଜ୍‌ ଉପରୁ ସୁନା ଚେନ୍ ଲୁଟ୍‌ ବିଫଳ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଜି ଅପରାହ୍ନ ପାଖାପାଖି ୪ଟା ସମୟରେ ଟିଟିଲାଗଡ଼ ସହରର ସରକାରୀ ଡାକ୍ତରଖାନା ରକ୍ତ ଭଣ୍ଡାରରେ କାର୍ଯ୍ୟ କରୁଥିବା ମହିଳା କର୍ମଚାରୀ ଶ୍ରୀମତୀ ପଦ୍ମିନୀ ସାହୁ ଓ ତାଙ୍କ ସ୍ଵାମୀ ଗଦାଧର ସାହୁ ନିଜର କ୍ୱାଟରରୁ ନିଜର ନୂତନ ନିର୍ମିତ ଘରକୁ ଯାଉଥିବା ବେଳେ
Read More...

ଟିଟିଲାଗଡ଼ ଲାୟଂସ୍ କ୍ଲବ ତରଫରୁ ସ୍ୱଚ୍ଛ ଭାରତ ଅଭିଯାନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶ ବ୍ୟାପି ସ୍ୱଚ୍ଛ ଭାରତ ଅଭିଯାନର ନାରା ଦେବା ସହ ନିଜର ପାଖ ପରିବେଶକୁ ସଫା ସୁତୁରା ରଖିବାର ବାର୍ତ୍ତା ଦେଇଥିଲେ । ଏହାକୁ ଆଖି ଆଗରେ ରଖି ଟିଟିଲାଗଡ଼ ଲାୟଂସ୍‌ କ୍ଲବ ତରଫରୁ ଗୁରୁବାର ସକାଳୁ ସଭାପତି ଗଙ୍ଗାଧର
Read More...

ଟିଟିଲାଗଡ଼ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ଓ ସଦସ୍ୟତା ଅଭିଯାନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଜନତା ଦଳ ତରଫରୁ ରାଜ୍ୟ ବ୍ୟାପୀ ପଦଯାତ୍ରା ସହ ଜନ ସମ୍ପର୍କ ଅଭିଯାନ ସହ ସଦସ୍ୟତା ଅଭିଯାନ ବୁଧବାର ଦିନ ଟିଟିଲାଗଡ଼ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ପୂର୍ତ୍ତ ବିଭାଗ ଡାକ
Read More...

ଓଏସ୍‌ଆର୍‌ଟିସି ବସ୍‌କୁ ଟେକା ମାଡ : ଟିଟିଲାଗଡ଼ ଥାନାରେ ଏତଲା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : କଣ୍ଟାବାଞ୍ଜି ଠାରୁ ପୁରୀ ଅଭିମୁଖେ ଯାଉଥିବା ଓଡି ୧୪ ବି ୬୯୪୦ ନମ୍ବର ବିଶିଷ୍ଟ ବସ୍‌କୁ ଖୋଲାନ ଗ୍ରାମ ନିକଟରେ ଦୁର୍ବୃତ୍ତ ଟେକା ମାଡ କରିବା ଯୋଗୁଁ ବସ୍‌ର ଦୁଇଟି ସାଇଡ ଝରକା କାଚ ଭାଙ୍ଗି ଯାଇଛି । କମ୍‌ ଯାତ୍ରୀ ଥିବାରୁ କାହାର କିଛି କ୍ଷତି
Read More...

ଟିଟିଲାଗଡ଼ ଦେବନ୍ଧ ପଡ଼ାର ଝିଅ ବେବି ନାଏକଙ୍କ ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଲା ଟିଟିଲାଗଡ଼ ଅଗ୍ରୱାଲ ସଭା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଜି ବି ମାନବିକତା ବଞ୍ଚିଛି । ମଣିଷ ପଣିଆ ଭାଇଚାରାର ଉଦାହରଣ ସୃଷ୍ଟି କରିଛି ଟିଟିଲାଗଡ଼ ଅଗ୍ରୱାଲ ସଭା । ଟିଟିଲାଗଡ଼ ଦେବନ୍ଧ ପଡ଼ାର ୧୩ ନମ୍ୱର ୱାର୍ଡ଼ ନିବାସୀ ପୌର ପରିଷଦର ଠିକା ସଫେଇ କର୍ମଚାରୀ ଚନ୍ଦନ ନାଏକ ଓ ମମତା ନାଏକଙ୍କ ଝିଅ ବେବି ନାଏକ
Read More...

ଟିଟିଲାଗଡ଼ ଦେବନ୍ଧ ପଡ଼ାର ଚନ୍ଦନ ନାଏକଙ୍କ ଝିଅ ବେବି ନାଏକର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ : କିଏ ବଢ଼ାଇବ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଦେବନ୍ଧ ପଡ଼ାର ୧୩ ନମ୍ୱର ୱାର୍ଡ଼ ନିବାସୀ ପୌର ପରିଷଦର ଠିକା ସଫେଇ କର୍ମଚାରୀ ଚନ୍ଦନ ନାଏକ ଓ ମମତା ନାଏକଙ୍କ ଝିଅ ବେବି ନାଏକ ବୋନ୍‌ କ୍ୟାନ୍ସର୍‌ରେ ପୀଡ଼ିତ ଅଛନ୍ତି । ବିଗତ ୪ ମାସ ହେଲା ବିଶାଖାପାଟଣା ଆପୋଲୋ ହସ୍ପିଟାଲରେ ବିଜୁ
Read More...

ଟିଟିଲାଗଡ଼ ଛକୋର ଗଙ୍ଗା ଘାସି ମହାସଭା ସଙ୍ଗଠନର ନୂତନ କର୍ମକର୍ତ୍ତା ଚୟନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରବିବାର ସକାଳେ ଟିଟିଲାଗଡ଼ ଧବଳେଶ୍ଵର ମନ୍ଦିରର ନିକଟରେ ଥିବା ଅଭିମନ୍ୟୁ କଲ୍ୟାଣ ମଣ୍ଡପ ଠାରେ ଟିଟିଲାଗଡ଼ ଛକୋର ଗଙ୍ଗା ଘାସି ମହାସଭା ସଂଗଠନର ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ସମାଜର ଉପଦେଷ୍ଟା ନରେନ୍ଦ୍ର ମହାରଣାଙ୍କ ସଭାପତିତ୍ୱରେ
Read More...

ବିଜେପୁର ଆଞ୍ଚଳିକ ସାଧନ କେନ୍ଦ୍ରରେ ପଞ୍ଚମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବୁଧବାର ଦିନ ଗୋଖୁରୁଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଟିଟିଲାଗଡ଼ ବ୍ଲକ ଅଧିନସ୍ଥ ବିଜେପୁର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଗୋପାଳ ସିଂ ସୁନାଙ୍କ ଦ୍ଵାରା ପଞ୍ଚମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ବିଜେପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ
Read More...

ଆଇ ଲଭ୍‌ ଟିଟିଲାଗଡ଼ ପାର୍କରେ ଚାଲୁଥିବା ମରାମତି କାର୍ଯ୍ୟ ବୁଲି ଦେଖିଲେ ବିଧାୟକ ନବୀନ ଜୈନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ମୁଖ୍ୟ ଆକର୍ଷଣ ହେଉଛି ଆଇ ଲଭ୍‌ ଟିଟିଲାଗଡ଼ ପାର୍କ । ଏଠାକୁ ପ୍ରତିଦିନ ସକାଳୁ ଓ ସନ୍ଧ୍ୟାରେ ଛୋଟ ଛୋଟ ଛୁଆ, ମହିଳା ପୁରୁଷ ମାନେ ବୁଲିବାକୁ ଆସିଥାନ୍ତି । ନିର୍ମାଣର କିଛି ବର୍ଷ ଭିତରେ ଚଲା ବାଟ ପାଇଁ କରାଯାଇଥିବା ରାସ୍ତା ତଳକୁ
Read More...