ଟିଟିଲାଗଡ଼ ସତ୍ୟନାରାୟଣ ମନ୍ଦିରରେ ପୂଜକ ବ୍ରହ୍ମ ସମାଜ ତରଫରୁ ଅନ୍ନପ୍ରସାଦ ବଣ୍ଟନ
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସତ୍ୟନାରାୟଣ ମନ୍ଦିରରେ ବିଗତ ୩ ବର୍ଷ ଧରି ଗୁରୁବାରକୁ ଗୁରୁବାର ଦରିଦ୍ର ନାରାୟଣଙ୍କୁ ଅନ୍ନଭୋଗ ବଣ୍ଟନ କରାଯାଏ । ଏହି ଗୁରୁବାର ଦିନ ଟିଟିଲାଗଡ଼ ପୂଜକ ବ୍ରହ୍ମ ସମାଜ ତରଫରୁ ସତ୍ୟନାରାୟଣ ମନ୍ଦିରରେ ନାରାୟଣ ସେବାପାଇଁ ମନ ବଳାଇ ପୂଜକ!-->…
Read More...
Read More...