Browsing Tag

titilagarh news

ସୁନା ସଫା କରିବା ବାହାନାରେ ଠକୁଥିବା ଗ୍ୟାଙ୍ଗ ଏବେ ଧରମଗଡରେ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସୁନା ସଫା କରିବା ବାହାନାରେ ଠକୁଥିବା ଗ୍ୟାଙ୍ଗ ଏବେ ଧରମଗଡରେ ବି ନିଜ କଳା କାର୍‌ନାମା ଜାରି ରଖିଥିବା ସୂଚନା ମିଳୁଛି । ବୁଧବାର ଟିଟିଲାଗଡ଼ର ଗୁଲାବ ଚନ୍ଦ୍ର ଅଗ୍ରୱାଲଙ୍କ ଘରୁ ସୁନା ସଫା କରିବା ବାହାନାରେ ଲୁଟି ନେଇଥିଲେ ଦୁଇଟି ସୁନା ଚୁଡ଼ି ଓ
Read More...

ଉଜାଲା ସାଇନ ପାଉଡର କମ୍ପାନୀର ଏଜେଣ୍ଟ କହି ସୁନା ସଫା କରିବା ବାହାନାରେ ନେଇଗଲେ ସୁନା ଚୁଡ଼ି ଓ ଚେନ୍

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପୁଣି ବଲାଙ୍ଗିର ଜିଲ୍ଲାରେ ଚାଂଚଲ୍ୟ । ସୁନା ସଫା କରିଦେବି କହି ଘର ଭିତରୁ ସୁନା ଚୁଡ଼ି ଓ ଚେନ୍‌ ନେଇଗଲେ ଦୁର୍ବୃତ୍ତ । ଏଭଳି ଘଟଣା ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ପୌର ପରିଷଦ ଅନ୍ତର୍ଗତ ଆଠ ନମ୍ବର ୱାର୍ଡର ଗୁଲାବ ଚନ୍ଦ୍ର ଅଗ୍ରୱାଲଙ୍କ ଘରେ ଘଟିଛି ।
Read More...

କୋଶଲି କବି ଚତୁର୍ଭୁଜ ସାଆନ୍ତଙ୍କ ସ୍ମୃତିରେ କବିତାର ଦୂଲଦୁଲି କାର୍ଯ୍ୟକ୍ରମ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ କୋଶଲି ଭାଷା ସୁରକ୍ଷା ସମିତି ତରଫରୁ କୋଶଲି କବି ସ୍ୱର୍ଗତ ଚତୁର୍ଭୁଜ ସାଆନ୍ତଙ୍କ ସ୍ମୃତିରେ ଏକ କବିତା ଆସର କବିତାର ଦୁଲଦୁଲି କାର୍ଯ୍ୟକ୍ରମ ସମିତିର ସଭାପତି ଦିଲୀପ ପଶାୟତଙ୍କ ସଭାପତିତ୍ୱରେ ସ୍ଥାନୀୟ ପୌର ପରିଷଦ କଲ୍ୟାଣ ମଣ୍ଡପ ଠାରେ
Read More...

ଭୁବନେଶ୍ଵର ଠାରେ ଆୟୋଜିତ ବିଶ୍ଵ ପରିବେଶ ଦିବସରେ ଟିଟିଲାଗଡ଼ ପ୍ରଭାବତୀ ପବ୍ଲିକ ସ୍କୁଲକୁ ମିଳିଲା ପ୍ରକୃତି ମିତ୍ର…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଭୁବନେଶ୍ୱରଠାରେ ବିଶ୍ୱ ପରିବେଶ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ଅବସରରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିଲେ । ଏହି ଅବସରରେ
Read More...

ଟିଟିଲାଗଡ଼ ରେଳଷ୍ଟେସନରୁ ଦିଲ୍ଲୀ ମଦର ଡାଏରୀକୁ ରପ୍ତାନି ହେଲା କଳାହାଣ୍ଡି ଜିଲ୍ଲାର ଆମ୍ରପଲି ଆମ୍ବ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରାଜ୍ୟ ସରକାର ଚାଷୀଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଥିବା ବେଳେ ଚଳିତ ବର୍ଷ ଆମ୍ବ ଚାଷୀଙ୍କ ପାଇଁ ଓର୍ମାସ, ଡିଆର୍‌ଡିଏ ତରଫରୁ ବିଭିନ୍ନ ସହାୟତା ପ୍ରଦାନ କରାଯାଇଥିଲା । ଫଳ ସ୍ୱରୂପ ଆଜି କଳାହାଣ୍ଡି ଜିଲ୍ଲାରୁ ଦିଲ୍ଲୀ ମଦର ଡାଏରୀକୁ ଦୁଇଟନ
Read More...

କେସିଙ୍ଗା ଲାୟନ୍ସ କ୍ଲବ ତରଫରୁ ଅଗ୍ରସେନ୍ ଭବନଠାରେ ଅସ୍ଥିରୋଗ ବିଶେଷଜ୍ଞଙ୍କୁ ନେଇ ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଲାୟନ୍ସ କ୍ଲବ ବର୍ଷ ତମାମ କିଛି ନା କିଛି ସାମାଜିକ ସେବା କରି ଆସିଥାନ୍ତି । ରବିବାର ଦିନ ସ୍ଥାନୀୟ ଅଗ୍ରସେନ ଭବନ ଠାରେ କେସିଙ୍ଗା ଲାୟନ୍ସ କ୍ଲବ ଓ ଛତିଶଗଡର ଏକମାତ୍ର ଅସ୍ଥିରୋଗ ସୁପର ସ୍ପେଶିଆଲିଷ୍ଟ ହସ୍ପିଟାଲର ମିଳିତ ଆନୂକୁଲ୍ୟରେ ଏକ ସ୍ୱାସ୍ଥ୍ୟ
Read More...

ଅବୈଧ କାଠ ଚୋରାଚାଲାଣ ବେଳେ ୨ ଜଣଙ୍କୁ ଗିରଫ କଲା ବନ ବିଭାଗ : ଟ୍ରାକ୍ଟର ଜବତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବନଖଣ୍ଡ ଅଧିକାରୀଙ୍କ ନିକଟକୁ ବିଶେଷ ସୂତ୍ରରୁ ଖବର ମିଳିଲା ଯେ ବର୍ଣ୍ଣେଇ ଜଙ୍ଗଲ ଅଞ୍ଚଳରୁ ଅବୈଧ ଭାବରେ ସାହଜ କାଠ ଓ କେନ୍ଦୁ କାଠ ଟ୍ରାକ୍ଟରରେ ଚୋରା ଚାଲାଣ ହେବାକୁ ଯୋଜନା ଚାଲିଛି । ଖବର ପାଇ ତତ୍କାଳୀନ ବନ ବିଭାଗର ଷ୍ଟାଫମାନେ
Read More...

ଅଦିନିଆ ବର୍ଷା ଯୋଗୁଁ କୁଶକେଲା ପଞ୍ଚାୟତର ଚାଷୀଙ୍କ ଫସଲ ଗଜା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ କୁଶକେଲା ଗ୍ରାମପଞ୍ଚାୟତର ଲିମପଡ଼ା, ଲୁଧିପଡ଼ା, ଶିକୁଆଁ ଗ୍ରାମର ଚାଷୀଙ୍କ ପାଇଁ ଅଦିନିଆ ଦୁଃଖ ଆସିଯାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭଲ ଫସଲ ଆଶାରେ ଚାଷୀ ଚାଷ କରିଥିଲେ । ଧାନ ଠିକ ଆଦାୟ ହେବା ପୂର୍ବରୁ
Read More...

ଟିଟିଲାଗଡ଼ର ସଫେଇ କର୍ମଚାରୀଙ୍କୁ ନେଇ ପ୍ରକୃତି ରକ୍ଷା ତରଫରୁ ହେଲଥ କ୍ୟାମ୍ପ ଆୟୋଜିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ପ୍ରକୃତି ରକ୍ଷା ଏନ୍‌ଜିଓ ତରଫରୁ ବିଭିନ୍ନ ସମୟରେ ବିଭିନ୍ନ ସାମାଜିକ ସେବା କରାଯାଇଥାଏ । ଶନିବାର ଦିନ ସକାଳେ ସ୍ଥାନୀୟ ପୌର ପରିଷଦର କଲ୍ୟାଣ ମଣ୍ଡପ ଠାରେ ପ୍ରକୃତି ମିତ୍ର ସୋସିଆଲ ଅନୁଷ୍ଠାନ ପକ୍ଷରୁ ସଭାପତି ସାରଦା ରାଓଙ୍କ
Read More...

ସିବିଏସ୍‌ଇ ଦ୍ଵାଦଶ ବୋର୍ଡ ପରୀକ୍ଷାରେ ଓମ ଭ୍ୟାଲି ସ୍କୁଲର ସଫଳତା : ସମ୍ବର୍ଦ୍ଧନା ଜଣାଇଲେ ସ୍କୁଲ ଚେୟାରମେନ ଦୀପକ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ପ୍ରତିଷ୍ଠିତ ଓମ ଭ୍ୟାଲି ସ୍କୁଲର ଛାତ୍ରଛାତ୍ରୀମାନେ ଚଳିତ ବର୍ଷ ମଧ୍ୟ ବହୁତ ଭଲ ମାର୍କ ରଖିଛନ୍ତି । ଗୁରୁବାର ସକାଳେ ଚାହାରଭଟା ସ୍ଥିତ ଓମ ଭ୍ୟାଲି ସ୍କୁଲ ଠାରେ ଚିଫ୍‌ ଏଡଭାଇଜର ଡ. ରବିନ ଚନ୍ଦ୍ର ପରିମାଣିକଙ୍କ ସଭାପତିତ୍ୱରେ ଏକ
Read More...