ତତ୍କାଳ ରେଳ ଟିକଟ ହେରଫେର ଅଭିଯୋଗ : ଯୁବକ ଅଟକ
ଟିଟିଲାଗଡ଼ : ଟିଟିଲାଗଡ଼ ରେଳ ଜଙ୍କସନ ଏକ୍ସପ୍ରେସ ଟ୍ରେନ ଟିକଟ ପାଇଁ ତତ୍କାଳ ଟିକଟରେ ହେରାଫେରି ଅଭିଯୋଗରେ ଜଣେ ଯୁବକଙ୍କୁ ଆରପିଏଫ ଅଟକ ରଖିଛି । ଅଟକ ଯୁବକ ଜଣକ ହେଲେ ଇମ୍ରାନ ଖାନ । ଏସି କୋଚ ପାଇ ସକାଳ ୧ଠ ଟା ସମୟରେ ଟିକଟ କାଉଣ୍ଟର ଖୋଲିଥାଏ । ଯାତ୍ରୀମାନଙ୍କୁ ରାଜ୍ୟ ବାହାରକୁ ଯିବା!-->…
Read More...
Read More...