Browsing Tag

titilagarh news

ଟିଟିଲାଗଡ଼ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ବାସଭବନରେ ଭିଜିଲାନ୍ସ ଚଢ଼ାଉ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) ଟିଟିଲାଗଡ଼ (ରାସ୍ତା ଓ ଗୃହ) ଉପ ବିଭାଜକ ଦିଲେଶ୍ୱର ମାଝୀଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ହୋଇଥିବା ସୂଚନା ମିଳିଛି । ତେବେ ପୂର୍ବ ସରକାର ଥିଲାବେଳେ ବହୁ ବେନିୟମ ତଥା ଘୋଟାଲା କରିଥିବା ଲିଖିତ ଅଭିଯୋଗ ହୋଇଥିଲା । ବିରୋଧୀ ମଧ୍ୟ ଏନେଇ ବହୁତ
Read More...

ଟିଟିଲାଗଡ଼ ଲାୟନ୍ସ କ୍ଲବର ବର୍ଷ ୨୦୨୫/୨୬ ପାଇଁ ନୂତନ କର୍ମକର୍ତ୍ତା ଚୟନ ସହ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସହରର ସମାଜ ସେବା କ୍ଷେତ୍ରରେ ଟିଟିଲାଗଡ଼ ଲାୟନ୍ସ କ୍ଲବ ସଦାବେଳେ ନିଜର ଦାୟିତ୍ଵ ନିର୍ବାହ କରିଆସୁଛନ୍ତି ଏବଂ ଏହି ଦାୟିତ୍ଵ ଗ୍ରହଣ କରିବାକୁ ଚଳିତ ବର୍ଷ ୨୦୨୫/୨୬ ପାଇଁ ସ ସଭାପତି ଭାବରେ ସଞ୍ଜୟ ସୋନିଙ୍କୁ ଚୟନ କରାଯାଇଛି । ରବିବାର ସଂଧ୍ୟାରେ
Read More...

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଜି ହେଉଛି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ । ତେବେ ଏହି ଦିବସକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ବିଜେପି ଯୁବ ନେତା ନର୍ସିଙ୍ଗ ସିଂଙ୍କ ଟିମ । ରାଜ୍ୟ ଯୁବ ମୋର୍ଚ୍ଚା ସଂଯୋଜକ ନର୍ସିଙ୍ଗ ସିଂଙ୍କ ନେତୃତ୍ୱରେ
Read More...

ଟିଟିଲାଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ଯୋଗ ଦିବସ କୁମୁଡ଼ା କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଟିଟିଲାଗଡ଼ ସହରର ବିଭିନ୍ନ ସ୍ଥାନରେ ଯୋଗ ଶିବିର ଆୟୋଜନ ହୋଇଯାଇଛି । ସେହିପରି ଟିଟିଲାଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ କୁମୁଡା କଲ୍ୟାଣ ମଣ୍ଡପ ପରିସରରେ ବିଡ଼ିଓ ଚନ୍ଦ୍ରମଣୀ ନାଗଙ୍କ ତତ୍ତ୍ୱବାଧାନରେ ଶତାଧିକ
Read More...

ଓଡ଼ିଶା ଅଣ ଗେଜେଟେଡ ବନ ସେବା ସଂଘ ଟିଟିଲାଗଡ଼ କେନ୍ଦୁଲିଫ ଡିଭିଜନର କର୍ମଚାରୀଙ୍କ କଳା ବ୍ୟାଚ୍‌ ପିନ୍ଧି ଅନଶନ ସ୍ୱରୂପ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଓଡ଼ିଶା ସରକାର ଅଣ ଗେଜେଟେଡ କେନ୍ଦୁଲିଫ ବନ କର୍ମଚାରୀ ସଂଘର ତିନି ଦଫା ଦାବି ପୂରଣ ନ କରିବା ଯୋଗୁଁ ସର୍ତ୍ତ ମୁତାବକ ସାତ ଦିନ ଧରି ଅର୍ଥାତ ୧୫ ତାରିଖରୁ ୨୧ ତାରିଖ ଯାଏଁ କଳା ବ୍ୟାଚ୍‌ ପିନ୍ଧି ପ୍ରତୀକ ଅନଶନ ସ୍ୱରୂପ ସମସ୍ତ ସଭ୍ୟ/ସଭ୍ୟା କଳା ବ୍ୟାଚ
Read More...

ଖୋଲାନଠାରେ ଲୁହା ପରଗନା କନ୍ଧ ସମାଜ ଭବନ ଉଦଘାଟନ

ଯୋଗଦେଲେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଖୋଲାନ ଗ୍ରାମରେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶିଙ୍କ ଅନୁଦାନ ପାଣ୍ଠିରୁ ଉତ୍କଳ କନ୍ଧ ସମାଜ, ଲୁହା ପର୍‌ଗନା କନ୍ଧ ସମାଜ ଭବନ ନିର୍ମାଣ କରାଯାଇଥିଲା । ତେବେ ନିର୍ମାଣ
Read More...

କୁଶକେଲାଠାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ଦାବିପତ୍ର ପ୍ରଦାନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ନିକଟସ୍ଥ ଖୋଲାନ ଗ୍ରାମକୁ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶିଙ୍କ ଗସ୍ତ ସମୟରେ କୁଶକେଲା ସରପଞ୍ଚଙ୍କ ପ୍ରତିନିଧି ପ୍ରକାଶ ମହାନନ୍ଦ ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେହି ଦାବିପତ୍ରରେ
Read More...

ତତ୍କାଳ ରେଳ ଟିକଟ ହେରଫେର ଅଭିଯୋଗ : ଯୁବକ ଅଟକ

ଟିଟିଲାଗଡ଼ : ଟିଟିଲାଗଡ଼ ରେଳ ଜଙ୍କସନ ଏକ୍ସପ୍ରେସ ଟ୍ରେନ ଟିକଟ ପାଇଁ ତତ୍କାଳ ଟିକଟରେ ହେରାଫେରି ଅଭିଯୋଗରେ ଜଣେ ଯୁବକଙ୍କୁ ଆରପିଏଫ ଅଟକ ରଖିଛି । ଅଟକ ଯୁବକ ଜଣକ ହେଲେ ଇମ୍ରାନ ଖାନ । ଏସି କୋଚ ପାଇ ସକାଳ ୧ଠ ଟା ସମୟରେ ଟିକଟ କାଉଣ୍ଟର ଖୋଲିଥାଏ । ଯାତ୍ରୀମାନଙ୍କୁ ରାଜ୍ୟ ବାହାରକୁ ଯିବା
Read More...

ଓଡ଼ିଶାରେ ବିଜେପି ସରକାରର ଏକବର୍ଷ ପୂର୍ତ୍ତି ଉପଲକ୍ଷେ ଗଡିଲା ବିକାଶ ବାହାନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ୨୦୨୪ରେ ପ୍ରଥମ ଥର ପାଇଁ ଓଡ଼ିଶାରେ ସରକାର ଗଢ଼ିଲା ବିଜେପି ସରକାର । ତେବେ ଓଡିଶାରେ ଲୋକଙ୍କ ସରକାର ତଥା ମୋହନ ମାଝୀଙ୍କ ସରକାରର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ କଣ କଣ ଉପଲବ୍ଧି ହାସଲ କରି ଲୋକଙ୍କ ପ୍ରିୟ ପାତ୍ର ହୋଇପାରିଛି ସେନେଇ ରାଜ୍ୟ ବ୍ୟାପୀ ସବୁ
Read More...

ଟିଟିଲାଗଡ଼ର ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଚଳିତ ମାସ ୨୭ ତାରିଖକୁ ରଥ ଯାତ୍ରା । ଏଥିପାଇଁ ଟିଟିଲାଗଡ଼ ଉପଜିଲ୍ଲାପାଳ ତଥା ମ୍ୟାନେଜିଂ ଟ୍ରଷ୍ଟି ଶ୍ରୀ ଶ୍ରୀ ଦଧିବାମନ ଓ ଧବଳେଶ୍ଵର ଟ୍ରଷ୍ଟ କାର୍ଯ୍ୟାଳୟ ପକ୍ଷରୁ ସୋମବାର ସଂଧ୍ୟାରେ ସ୍ଥାନୀୟ ବାଳକ ଉଚ୍ଚ ବିଦ୍ୟାଳୟ ସଭା ଗୃହଠାରେ ଏନେଇ ଏକ
Read More...