ସୁବର୍ଣ୍ଣପୁର ଜିଲ୍ଲା ଯୋଜନା ଓ ସଂଯୋଜନ ବିଭାଗରେ ନୂତନ ଉପନିର୍ଦ୍ଦେଶକଙ୍କ ଯୋଗଦାନ
ସୁବର୍ଣ୍ଣପୁର, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଯୋଜନା ଓ ସଂଯୋଜନ ବିଭାଗରେ ନୂତନ ଉପନିର୍ଦ୍ଦେଶକ ଭାବରେ ଚତୁର୍ଭୁଜ ସାହୁ ଆଜି ଯୋଗଦାନ କରିଛନ୍ତି । ଯୋଜନା ଓ ସଂଯୋଜନା ବିଭାଗର ପତ୍ର ସଂଖ୍ୟା ୫୫୦୭, ତା.୪/୦୫/୨୦୨୨ ଅନୁସାରେ ଶ୍ରୀ ସାହୁଙ୍କୁ ନିଯୁକ୍ତି ଦିଆଯାଇଛି । ଏହା ପୂର୍ବରୁ!-->…
Read More...
Read More...